ସମ୍ବଲପୁର

ଗଞ୍ଜାମରେ ଅନଲାଇନ୍ ବେଟିଂ ଆପ୍ ରାକେଟ୍‌ର ପର୍ଦ୍ଦାଫାସ୍, ୩ ଗିରଫ; ୭୮ ଏଟିଏମ୍ କାର୍ଡ ଜବତ

ଗଞ୍ଜାମରେ ଅନଲାଇନ୍ ବେଟିଂ ଆପ୍ ରାକେଟ୍‌ର ପର୍ଦ୍ଦାଫାସ୍, ୩ ଗିରଫ; ୭୮ ଏଟିଏମ୍ କାର୍ଡ ଜବତ

September 20, 2026

ସମ୍ବଲପୁର ୨୦।୯: ଅନଲାଇନ୍ ବେଟିଂ ଆପ୍ ରାକେଟ୍ର ପର୍ଦ୍ଦାଫାସ୍। ୩ ଅଭିଯୁକ୍ତ ଗିରଫ। ୭୮ଟି ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ। ଅନଲାଇନ୍ ବେଟିଂ ଜରିଆରେ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ରାକେଟ୍ର ପର୍ଦ୍ଦାଫାସ୍ କରିଛି ଗଞ୍ଜାମ ସାଇବର ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ଡି...

ପାଣିପାଗ ପୂର୍ବାନୁମାନରେ ନୂଆ ଯୁଗ: ସମ୍ବଲପୁରରୁ ନଜର ରଖିବ ଡପଲର୍ ରାଡାର୍, ଯୋଗାଇବ ୧୩ ଜିଲ୍ଲାର ତଥ୍ୟ

September 16, 2026

ସମ୍ବଲପୁର ୧୬।୯: ପଶ୍ଚିମ ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ମିଳିଲା ନୂଆ ଶକ୍ତି । ସମ୍ବଲପୁର ଜମାଦାରପାଲି ରୋଡ୍ ସ୍ଥିତ ମଧୁପୁରରେ ନିର୍ମାଣ ହୋଇଥିବା ନୂତନ ଡପଲର୍ ପାଣିପାଗ ରାଡାର୍ ଷ୍ଟେସନ୍ର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍......

ପାଣିପାଗ ପୂର୍ବାନୁମାନରେ ନୂଆ ଯୁଗ: ସମ୍ବଲପୁରରୁ ନଜର ରଖିବ ଡପଲର୍ ରାଡାର୍, ଯୋଗାଇବ ୧୩ ଜିଲ୍ଲାର ତଥ୍ୟ

Sambalpur road accident: ବାଇକ୍‌କୁ ପଛରୁ ପିଟିଲା କୋଇଲା ଟ୍ରକ୍, ଚାଲିଗଲା ମାଆ ଓ ଶିଶୁର ଜୀବନ

September 14, 2026

ସମ୍ବଲପୁର ୧୪।୯: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ ଓ ଶିଶୁକନ୍ୟା ମୃତ । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଖିଣ୍ଡାର CTR ଛକ ନିକଟରେ ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଏକ କୋଇଲା ବୋଝେ......

Sambalpur road accident: ବାଇକ୍‌କୁ ପଛରୁ ପିଟିଲା କୋଇଲା ଟ୍ରକ୍, ଚାଲିଗଲା ମାଆ ଓ ଶିଶୁର ଜୀବନ

Sambalpur crime news: ମାଲେସିଆରୁ ଅପରେସନ୍, ଉତ୍ତରାଖଣ୍ଡରେ ATMରୁ ଟଙ୍କା ଉଠାଣ; ଅଭିଯୁକ୍ତ ଗିରଫ

September 06, 2026

ସମ୍ବଲପୁର ୬।୯: ସମ୍ବଲପୁରରେ ବଢ଼ି ଚାଲିଛି ସାଇବର ଅପରାଧ । ସ୍ନାପଚାଟ୍ରେ ନ୍ୟୁଡ୍ କଲ୍ କରି ବ୍ଲାକମେଲ କରୁଛନ୍ତି । ପରେ ଟଙ୍କା ଲୁଟି ନେଉଛନ୍ତି । ଫେସବୁକରେ ମଧ୍ୟ ବିଭିନ୍ନ ଲିଙ୍କ ପଠାଇ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା । ଏଭଳି ୨ଟି ମାମଲ......

Sambalpur crime news: ମାଲେସିଆରୁ ଅପରେସନ୍, ଉତ୍ତରାଖଣ୍ଡରେ ATMରୁ ଟଙ୍କା ଉଠାଣ; ଅଭିଯୁକ୍ତ ଗିରଫ

Nuakhai Lagna: ନିର୍ଦ୍ଧାରଣ ହେଲା ନୂଆଁଖାଇ ଲଗ୍ନ, ସକାଳ ୯:୪୦ରୁ ୯:୫୪ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗିବ ନବାନ୍ନ

September 05, 2026

ସମ୍ବଲପୁର ୫।୯: ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ଦିନ ଲଗ୍ନ ଧାର୍ଯ୍ୟ ହୋଇଛି । ସକାଳ ୯ଟା ୪୦ ମିନିଟ୍ରୁ ୯ଟା ୫୪ ମିନିଟ୍ ମଧ୍ୟରେ ଶୁଭ ଲ......

Nuakhai Lagna: ନିର୍ଦ୍ଧାରଣ ହେଲା ନୂଆଁଖାଇ ଲଗ୍ନ, ସକାଳ ୯:୪୦ରୁ ୯:୫୪ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗିବ ନବାନ୍ନ