Rath Yatra Rath Yatra
Dussehra 2026 Banner
✦
✦
ॐ
✦ ଦଶହରା ୨୦୨୬ ✦

ମା' ଦୁର୍ଗାଙ୍କ ଆଶୀର୍ବାଦରେ ଶୁଭ ହେଉ ଜୀବନ

ଦୁର୍ଗାପୂଜା ଓ ଦଶହରାର ସମସ୍ତ ଖବର, ସିଧା ପ୍ରସାରଣ, ଭିଡିଓ ଓ ବିଶେଷ କଭରେଜ୍ ପାଇଁ ପ୍ରମେୟ News7 ସହ ଯୋଡ଼ି ରୁହନ୍ତୁ।

ଦଶହରା ୨୦୨୬ କାର୍ଯ୍ୟକ୍ରମ ସୂଚୀ
୧୬ ଅକ୍ଟୋବର
🪔 ଷଷ୍ଠୀ ପୂଜା
ମା' ଦୁର୍ଗାଙ୍କ ଷଷ୍ଠୀ ପୂଜା ସହ ଦୁର୍ଗାପୂଜା ଉତ୍ସବର ଶୁଭାରମ୍ଭ।
୧୭ ଅକ୍ଟୋବର
🌺 ସପ୍ତମୀ ପୂଜା
ମା' ଦୁର୍ଗାଙ୍କ ସପ୍ତମୀ ପୂଜା ଓ ବିଭିନ୍ନ ପାରମ୍ପରିକ ନୀତିକାନ୍ତି ଅନୁଷ୍ଠିତ ହେବ।
୧୯ ଅକ୍ଟୋବର
🌸 ମହାଷ୍ଟମୀ ଓ ମହାନବମୀ
ମହାଷ୍ଟମୀ ଓ ମହାନବମୀ ଅବସରରେ ମା' ଦୁର୍ଗାଙ୍କ ବିଶେଷ ପୂଜା, ହୋମ ଓ ଚଣ୍ଡୀପାଠ ଅନୁଷ୍ଠିତ ହେବ।
୨୦ ଅକ୍ଟୋବର
🚩 ବିଜୟା ଦଶମୀ
ବିଜୟା ଦଶମୀ ତଥା ଦଶହରା ପର୍ବ ପାଳନ। ଏହି ଦିନ ମା' ଦୁର୍ଗାଙ୍କ ବିଜୟର ପ୍ରତୀକ ଭାବେ ଉତ୍ସବ ପାଳନ କରାଯାଏ।
୨୧ ଅକ୍ଟୋବର
🙏 ଦୁର୍ଗା ମୂର୍ତ୍ତି ବିସର୍ଜନ
ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଓ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ଦଶହରା ସିଧା ପ୍ରସାରଣ LIVE

ଦଶହରା ବିଶେଷ ଖବର

ଦଶହରା Shorts
ଦଶହରା Videos
🪔
ଦଶହରା ୨୦୨୬

ଜୟ ମା' ଦୁର୍ଗା!

ଆପଣଙ୍କୁ ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା। ମା' ଦୁର୍ଗାଙ୍କ ଆଶୀର୍ବାଦରେ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।