Rath Yatra Rath Yatra
ରଥ ଯାତ୍ରା
Rath Yatra Banner
ରଥଯାତ୍ରା ୨୦୨୬ କାର୍ଯ୍ୟକ୍ରମ ସୂଚୀ
୧୬ ଜୁଲାଇ
🛕 ରଥଯାତ୍ରା
ପହଣ୍ଡି, ଛେରା ପହଁରା ଓ ରଥ ଟଣା ସହିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ।
୨୦ ଜୁଲାଇ
🌸 ହେରା ପଞ୍ଚମୀ
ମା' ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରମ୍ପରାଗତ ନୀତି ସମ୍ପନ୍ନ କରନ୍ତି।
୨୪ ଜୁଲାଇ
🚩 ବାହୁଡ଼ା ଯାତ୍ରା
ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ ଯାତ୍ରା।
୨୫ ଜୁଲାଇ
✨ ସୁନା ବେଶ
ତିନି ଠାକୁର ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।
୨୭ ଜୁଲାଇ
🙏 ନୀଳାଦ୍ରି ବିଜେ
ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନସିଂହାସନକୁ ବିଜେ କରିବା ସହ ରଥଯାତ୍ରାର ସମାପନ ହୁଏ।
ରଥଯାତ୍ରା ସିଧା ପ୍ରସାରଣ LIVE

ରଥଯାତ୍ରା ବିଶେଷ ଖବର

Rath Yatra Shorts
Rath Yatra Videos