ଦେଶ

ରୋହିଣୀରେ ବଡ ଅଘଟଣ; ବର୍ଷା ପରେ କୋଠା ଭୁଶୁଡ଼ି ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ରୋହିଣୀରେ ବଡ ଅଘଟଣ; ବର୍ଷା ପରେ କୋଠା ଭୁଶୁଡ଼ି ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

July 09, 2026

ନୂଆଦିଲ୍ଲୀ ୦୯।୦୭; ଦିଲ୍ଲୀର ରୋହିଣୀ ସେକ୍ଟର-୧୬ରେଭୁଶୁଡିଲାନିର୍ମାଣାଧୀନ କୋଠା । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନାଦେଖା ଦେଲା। ଆଶଙ୍କା କରାଯାଉଛି ଯେ ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିପାରନ୍ତି। NDRF,ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସର ଦଳ ଘଟଣାସ୍...

ପ୍ରବଳ ବର୍ଷାରେ ବି ମହାରାଷ୍ଟ୍ରରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ

July 09, 2026

ନୂଆଦିଲ୍ଲୀ ୦୯।୦୭; ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ନାନ୍ଦେଡ,ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଏହି ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ ଲୋକମାନେ......

ପ୍ରବଳ ବର୍ଷାରେ ବି ମହାରାଷ୍ଟ୍ରରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ

ପତ୍ନୀଙ୍କ ସନ୍ଦିଗ୍ଧ ମୃତ୍ୟୁ, ଅବୈଧ ସଂପର୍କର ସନ୍ଦେହ... ହତ୍ୟା ଅଭିଯୋଗରେ ବିଡିଓ ଗିରଫ

July 08, 2026

ମୁଜାଫରପୁର: ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଅଭିଯୋଗରେ ପୋଲିସ ମୁଜାଫରପୁରର ବିଡିଓ ମନୋଜ କୁମାରଙ୍କୁ ଗିରଫ କରିଛି। ମନୋଜ କୁମାରଙ୍କ ସ୍ତ୍ରୀ ଅମୃତାଙ୍କ ସନ୍ଦେହ......

ପତ୍ନୀଙ୍କ ସନ୍ଦିଗ୍ଧ ମୃତ୍ୟୁ, ଅବୈଧ ସଂପର୍କର ସନ୍ଦେହ... ହତ୍ୟା ଅଭିଯୋଗରେ ବିଡିଓ ଗିରଫ

୧୩ କେଜି ସୁନା, ୯ କେଜି ରୁପା, ଟଙ୍କାର ପାହାଡ଼; ଅବସରପ୍ରାପ୍ତ ଅଧିକାରୀଙ୍କ ଘରୁ ବାହାରିଲା କୁବେରଙ୍କ ଭଣ୍ଡାର

July 08, 2026

ଲକ୍ଷ୍ନୌ: କାନ୍ଥର ବି କାନ ଥାଏ ଶୁଣିଥିବେ, ହେଲେ ଏଠି କାନ୍ଥ ଭିତରୁ ବିଡ଼ା ବିଡ଼ା ନୋଟ୍ ବାହାରୁଛି ! ଅବସରପ୍ରାପ୍ତ ଜୀବନ ବିତାଉଥିବା ଜଣେ ସରକାରୀ ବାବୁଙ୍କ ଘର । ବାହାରକୁ ସବୁ କିଛି ସାଧାରଣ ଲାଗୁଥିଲା, ହେଲେ ଯେତେବେଳେ ଭିଜିଲାନ୍ସ ଟିମ୍......

୧୩ କେଜି ସୁନା, ୯ କେଜି ରୁପା, ଟଙ୍କାର ପାହାଡ଼; ଅବସରପ୍ରାପ୍ତ ଅଧିକାରୀଙ୍କ ଘରୁ ବାହାରିଲା କୁବେରଙ୍କ ଭଣ୍ଡାର

ଲୋମଟାଙ୍କୁରା ହତ୍ୟାକାଣ୍ଡ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଆର ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁସି ମାରିଲା ପୁଅ, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ

July 08, 2026

ରାଜକୋଟ: ଗୁଜରାଟର ରାଜକୋଟ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସର୍ବସାଧାରଣ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଜଣେ ଯୁବକ ତାଙ୍କ ମା’ଙ୍କ ସହ ଲିଭ୍-ଇନ୍ରେ ରହୁଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍......

ଲୋମଟାଙ୍କୁରା ହତ୍ୟାକାଣ୍ଡ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଆର ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁସି ମାରିଲା ପୁଅ, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ