ଦେଶ

Live in Registration Rules: ସହଜ ହେବନି ଲିଭ୍- ଇନ୍ ପାର୍ଟନରଙ୍କୁ ଅଲଗା ହେବା, UCC ନିୟମ ଅନୁସାରେ ଦେବାକୁ ପଡ଼ିବ ‘ଛାଡ଼ପତ୍ର’

Live in Registration Rules: ସହଜ ହେବନି ଲିଭ୍- ଇନ୍ ପାର୍ଟନରଙ୍କୁ ଅଲଗା ହେବା, UCC ନିୟମ ଅନୁସାରେ ଦେବାକୁ ପଡ଼ିବ ‘ଛାଡ଼ପତ୍ର’

July 09, 2026

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (UCC) ଲାଗୁ କରିବା ଦିଗରେ ମଧ୍ୟପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ୟୁସିସିର ଡ୍ରାଫ୍ଟ ସଂପୂର୍ଣ୍ଣ ହୋଇଛି। ଏହି ନୂଆ ଆଇନରେ ଲିଭ- ଇନ୍ ରିଲେସନସିପକୁ ନେଇ ଖୁବ୍ କଠୋର ଆଇନଗତ ବ୍ୟବସ୍ଥା କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ମଧ୍ୟପ୍...

ଗ୍ୟାସ୍ ପ୍ଲାଣ୍ଟରେ ପଶିଗଲା ବନ୍ୟା ପାଣି, ଭାସିଗଲା ଶହଶହ ସିଲିଣ୍ଡର..ବୋହିନେଲେ ଲୋକେ

July 09, 2026

ମୁମ୍ବାଇ,୦୯|୦୭: ପ୍ରଳୟଙ୍କରୀ ବନ୍ୟାରେ ଭାସିଗଲା ହଜାର ହଜାର ସିଲିଣ୍ଡର। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଦେଖିବାରୁ ମିଳିଛି ଏଭଳି ଚିତ୍ର । ପ୍ରବଳ ବର୍ଷା ଯୋଗୁ ଗ୍ୟାସ ବଟଲିଂ ପ୍ଲାଣ୍ଟରେ ପାଣି ପଶିଯିବା ଯୋଗୁ ସିଲିଣ୍ଡର ଗୁଡିକ ପାଣିରେ ଭା......

ଗ୍ୟାସ୍ ପ୍ଲାଣ୍ଟରେ ପଶିଗଲା ବନ୍ୟା ପାଣି, ଭାସିଗଲା ଶହଶହ ସିଲିଣ୍ଡର..ବୋହିନେଲେ ଲୋକେ

ଟ୍ରେନ୍ ଭିତରେ ଚଉଠି ! ଏକ୍ସପ୍ରେସ୍ AC କୋଚରେ ଗୋଲାପର ସେଜ ଏବଂ ବେଲୁନ

July 09, 2026

ଚେନ୍ନାଇ,୦୯|୦୭: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ଟ୍ରେନର ଏକ ହନିମୁନ୍ କୋଚର ଝଲକ୍ ଦେଖିବାକୁ ମିଳିଛି । ଟ୍ରେନରେ ଏହି ଏସି ୧- କ୍ୟାବିନର ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି। କ୍ୟାବିନକୁ ହନିମୁନ୍ ସୁଟ୍ ଭଳି ସଜା......

ଟ୍ରେନ୍ ଭିତରେ ଚଉଠି ! ଏକ୍ସପ୍ରେସ୍ AC କୋଚରେ ଗୋଲାପର ସେଜ ଏବଂ ବେଲୁନ

ରୋହିଣୀରେ ବଡ ଅଘଟଣ; ବର୍ଷା ପରେ କୋଠା ଭୁଶୁଡ଼ି ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

July 09, 2026

ନୂଆଦିଲ୍ଲୀ ୦୯।୦୭; ଦିଲ୍ଲୀର ରୋହିଣୀ ସେକ୍ଟର-୧୬ରେଭୁଶୁଡିଲାନିର୍ମାଣାଧୀନ କୋଠା । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନାଦେଖା ଦେଲା। ଆଶଙ୍କା କରାଯାଉଛି ଯେ ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିପ......

ରୋହିଣୀରେ ବଡ ଅଘଟଣ; ବର୍ଷା ପରେ କୋଠା ଭୁଶୁଡ଼ି ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ପ୍ରବଳ ବର୍ଷାରେ ବି ମହାରାଷ୍ଟ୍ରରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ

July 09, 2026

ନୂଆଦିଲ୍ଲୀ ୦୯।୦୭; ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ନାନ୍ଦେଡ,ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଏହି ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ ଲୋକମାନେ......

ପ୍ରବଳ ବର୍ଷାରେ ବି ମହାରାଷ୍ଟ୍ରରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ