Live Live
LIVE

ରାଜ୍ୟ

ଆଉନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୮୭ ବର୍ଷ ବୟସରେ ବରିଷ୍ଠ ରାଜନେତାଙ୍କ ଦେହାନ୍ତ

ଆଉନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୮୭ ବର୍ଷ ବୟସରେ ବରିଷ୍ଠ ରାଜନେତାଙ୍କ ଦେହାନ୍ତ

February 13, 2026

ଭୁବନେଶ୍ୱର ୧୩/୦୨: ନୀରବି ଗଲା ଜଣେ ରାଜନେତାଙ୍କ ସ୍ୱର । ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି କଂଗ୍ରେସର ବରିଷ...

ମାଓ ଶୂନ୍ୟ ଘୋଷଣା ପରେ ପୁଣି ଆତଙ୍କ, ଦବ୍‌ଦବା ଜାହିର କରି ଲାଗିଲା ପୋଷ୍ଟର

February 13, 2026

ରାୟଗଡ଼ା ୧୩/୦୨: ନିକଟରେ ଘୋଷଣା ହୋଇଥିଲା ମାଓ ଶୂନ୍ୟ ଇଲାକା । ସରକାର ବି କହିଥିଲେ ଯାହା କହିଥିଲେ କରି ଦେଖାଇଲେ । କାରଣ ଆତ୍ମସମର୍ପଣ କରିଥିଲେ ଶହ ଶହ ସଂଖ୍ୟାରେ ମାଓବାଦୀ । ହେଲେ ଘୋଷଣା ପରେ ବି ଜାରି ରହିଛି ମାଓ ଦବ୍ଦବା । ରାୟଗଡ଼ା ସହର......

ମାଓ ଶୂନ୍ୟ ଘୋଷଣା ପରେ ପୁଣି ଆତଙ୍କ, ଦବ୍‌ଦବା ଜାହିର କରି ଲାଗିଲା ପୋଷ୍ଟର

ଆସନ୍ତା ୨୬ ଯାଏଁ କମିବନି ରାତିର ଥଣ୍ଡା, ଆଗକୁ ଏଲ୍‌ ନିନୋ ଆଣିବ ପ୍ରଚଣ୍ଡ ତାତି

February 13, 2026

ଭୁବନେଶ୍ୱର ୧୩/୦୨: ରାତିରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇ ନାହିଁ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ଦେଖାଯାଉନି । ଏପଟେ କିନ୍ତୁ, ଦିନରେ ତାଉ ଦେଖାଇଲାଣି ଖରା । ଦିନ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛ......

ଆସନ୍ତା ୨୬ ଯାଏଁ କମିବନି ରାତିର ଥଣ୍ଡା, ଆଗକୁ ଏଲ୍‌ ନିନୋ ଆଣିବ ପ୍ରଚଣ୍ଡ ତାତି

ଅଶୁଭ ଶୁକ୍ରବାର, ଭାରସାମ୍ୟ ହରାଇ କେନାଲ ଭିତରକୁ ମାଡିଗଲା ଟ୍ରାକ୍ଟର

February 13, 2026

କରଞ୍ଜିଆ ୧୩/୦୨: ଅଶୁଭ ଶୁକ୍ରବାର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହେଉଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମୁର୍ଗାସାହି ନିକଟରେ ।......

ଅଶୁଭ ଶୁକ୍ରବାର, ଭାରସାମ୍ୟ ହରାଇ କେନାଲ ଭିତରକୁ ମାଡିଗଲା ଟ୍ରାକ୍ଟର

ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ

February 13, 2026

ପୁରୀ ୧୩/୦୨: ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଆଜିଠାରୁ ମହାଶ......

ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ