ରାଜ୍ୟ

ଭଦ୍ରକରେ ୪.୭ ଲକ୍ଷ ଲୋକ ପ୍ରଭାବିତ, କେନ୍ଦୁଝରରେ ୯୪ଟି ଗ୍ରାମପଞ୍ଚାୟତରେ କ୍ଷତି କରିଛି ବନ୍ୟା ପାଣି

ଭଦ୍ରକରେ ୪.୭ ଲକ୍ଷ ଲୋକ ପ୍ରଭାବିତ, କେନ୍ଦୁଝରରେ ୯୪ଟି ଗ୍ରାମପଞ୍ଚାୟତରେ କ୍ଷତି କରିଛି ବନ୍ୟା ପାଣି

July 31, 2026

ଭଦ୍ରକ/କେନ୍ଦୁଝର: ରାଜ୍ୟରେ ପ୍ରବଳ ବର୍ଷା ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷ କରି ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଚିତ୍ର ସାମ୍ନାକୁ ଆସିଛି । ଜ...

ରାଜ୍ୟରୁ ହଟିଛି ଅବପାତର ଭୟ, ଦୁୁଇ ଦିନ ପରେ ପୁଣି ବର୍ଷିବ !

July 31, 2026

ଭୁବନେଶ୍ୱର: ରାଜ୍ୟରୁ ହଟିଛି ଅବପାତର ଭୟ । କମିଛି ବର୍ଷାର ପରିମାଣ, ବଦଳିଛି ପାଗ । ଗଭୀର ଅବପାତଟି ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭ ଓ ଦକ୍ଷିଣ ମଧ୍ୟପ୍ରଦେଶରେ ସକ୍ରିୟ ରହିଛି । ଓଡ଼ିଶା ଉପରୁ ଲଘୁଚାପ ଅପସରି ଯାଇଥି......

ରାଜ୍ୟରୁ ହଟିଛି ଅବପାତର ଭୟ, ଦୁୁଇ ଦିନ ପରେ ପୁଣି ବର୍ଷିବ !

ଅସମ୍ଭାଳ ହୋଇପାରେ ସ୍ଥିତି, ହୀରାକୁଦ ଡ୍ୟାମ୍‌ର ୨୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

July 31, 2026

ସମ୍ବଲପୁର ୩୧।୭: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ପର୍ଯ୍ୟାୟକ୍ରମେ ଡ୍ୟାମ୍ର ଗେଟ୍ ଖୋଲାଯାଉଛି । ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯାଇଛି । ଯାହା ଫଳରେ ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ......

ଅସମ୍ଭାଳ ହୋଇପାରେ ସ୍ଥିତି, ହୀରାକୁଦ ଡ୍ୟାମ୍‌ର ୨୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

July 31, 2026

ଭଦ୍ରକ ୩୧।୭: କଲେଜରେ ବଢିବ ଆଡମିଶନ ଅବଧି । ବନ୍ୟା ଅଞ୍ଚଳରେ କଲେଜରେ ଆଡମିଶନର ସମୟ ବୃଦ୍ଧି ହେବ । ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଦ୍ଦେଶ ଦେଇଛନ୍ତି ।......

ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କଲମାର ଖୋଲିଲା ୬୬ ଗେଟ୍, ଝାରସୁଗୁଡା ସୀମାନ୍ତରେ ବନ୍ୟା ସ୍ଥିତି, ଚାଷ ଜମିରେ ପଶିଲା ପାଣି

July 31, 2026

ଝାରସୁଗୁଡ଼ା: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କଲମାର ସମସ୍ତ ୬୬ ଗେଟ୍ ଖୋଲିଛନ୍ତି ଛତିଶଗଡ ସରକାର । ଏହାପରେ ଝାରସୁଗୁଡା ଜିଲ୍ଲା ମହାନଦୀ ଉପକୂଳ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି l ବିଶେଷ କରି ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ା ଏବଂ ସେମ......

କଲମାର ଖୋଲିଲା ୬୬ ଗେଟ୍, ଝାରସୁଗୁଡା ସୀମାନ୍ତରେ ବନ୍ୟା ସ୍ଥିତି, ଚାଷ ଜମିରେ ପଶିଲା ପାଣି