ଭୁବନେଶ୍ୱର

BDAର କେ-୭ ପ୍ଲଟଧାରୀଙ୍କୁ ମିଳିଲା ଆଶ୍ୱସ୍ତି, ୩୫ ବର୍ଷରୁ ଉର୍ଦ୍ଧ୍ବ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

BDAର କେ-୭ ପ୍ଲଟଧାରୀଙ୍କୁ ମିଳିଲା ଆଶ୍ୱସ୍ତି, ୩୫ ବର୍ଷରୁ ଉର୍ଦ୍ଧ୍ବ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

September 10, 2026

ଭୁବନେଶ୍ୱର: ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି । କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି । ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ତ୍ୱରିତ ଓ ଲୋକାଭିମୁଖୀ ପଦକ୍ଷେପ ଯୋଗୁ ୨୦୦ରୁ ଅଧିକ ମାମଲା...

ସ୍ବଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: BMCର ଦୁଇ ଓ୍ବାର୍ଡକୁ ମିଳିଲା ପୁରସ୍କାର

September 07, 2026

ଭୁବନେଶ୍ବର: କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୭ ତାରିଖ ଅର୍ଥାତ ସୋମବାର ପାଳନ ହୋଇଛି ସ୍ବଚ୍ଛ ବାୟୁ ଦିବସ ୨୦୨୬ । ଏହି ଅବସରରେ ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଭୁବନେଶ୍ବର ମହାନଗର ନିଗମର ଦୁ......

ସ୍ବଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: BMCର ଦୁଇ ଓ୍ବାର୍ଡକୁ ମିଳିଲା ପୁରସ୍କାର

Manmohan Samal Delhi visit: ରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗଲେ ମନମୋହନ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ହୋଇପାରେ ଆଲୋଚନା

September 07, 2026

ଭୁବନେଶ୍ବର ୭।୯: ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ କାର୍ଯ୍ୟକାରିଣୀ ସମାପ୍ତ ହେବା ପରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ମନମୋହନ । ମନମୋହନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା । ଦୁଇ ଦିନିଆ ରାଜ୍ୟ......

Manmohan Samal Delhi visit: ରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗଲେ ମନମୋହନ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ହୋଇପାରେ ଆଲୋଚନା

Bolero crashes into house: ଘରେ ପଶିଗଲା ବୋଲେରୋ, ଚାପି ହୋଇଗଲେ ଜଣେ ; କଟର ମେସିନ୍‌ରେ ଉଦ୍ଧାର କାର୍ଯ୍ୟ

September 06, 2026

ଭୁବନେଶ୍ବର ୬।୯: ଘରେ ପଶିଗଲା ବୋଲେରୋ । ଦୁଇ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ବୋଲେରୋ । ଭୁବନେଶ୍ବର ଶିଶୁପାଳ ଗଡ଼ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଜଣକ ଉପରେ ଚାପି ହୋଇ ରହିଛି ବୋଲେରୋ । ଘଟଣାସ୍ଥଳରେ ସ୍ଥାନୀୟ ଧଉଳି ଥାନା ଥାନା......

Bolero crashes into house: ଘରେ ପଶିଗଲା ବୋଲେରୋ, ଚାପି ହୋଇଗଲେ ଜଣେ ; କଟର ମେସିନ୍‌ରେ ଉଦ୍ଧାର କାର୍ଯ୍ୟ

ଭିଡ଼ ଭିତରେ ଲୁଟ୍, ବସ୍ ଯାତ୍ରୀ ଟାର୍ଗେଟ୍ ; ନୟାପଲ୍ଲୀ ପୋଲିସ୍ ହାତରେ ୫ ଜଣିଆ ବଞ୍ଜାରା ଗ୍ୟାଙ୍ଗ୍

September 05, 2026

ଭୁବନେଶ୍ବର ୫।୯: ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ମହିଳା ବଞ୍ଜରା ଗ୍ୟାଙ୍ଗ । ଭିଡ଼ ଭିତରେ କରୁଛନ୍ତି ଲୁଟପାଟ୍ । ଟାର୍ଗେଟରେ ଆମ ବସ୍ ଯାତ୍ରୀ । ମୋବାଇଲ ଓ ସୁନା ଚେନ ଝାମ୍ପି ନେଇ ଫେରାର ହେଇଯାଉଛନ୍ତି । ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ......

ଭିଡ଼ ଭିତରେ ଲୁଟ୍, ବସ୍ ଯାତ୍ରୀ ଟାର୍ଗେଟ୍ ; ନୟାପଲ୍ଲୀ ପୋଲିସ୍ ହାତରେ ୫ ଜଣିଆ ବଞ୍ଜାରା ଗ୍ୟାଙ୍ଗ୍