ଖେଳ

ଗାଲେରେ ଗର୍ଜିଲା ପାଡିକ୍କଲଙ୍କ ବ୍ୟାଟ୍...ହାସଲ କଲେ ଟେଷ୍ଟ କ୍ରିକେଟର ପ୍ରଥମ ଶତକ, ସୌରଭ ଗାଙ୍ଗୁଲିଙ୍କ ଖାସ୍ କ୍ଲବରେ ଏଣ୍ଟ୍ରି

ଗାଲେରେ ଗର୍ଜିଲା ପାଡିକ୍କଲଙ୍କ ବ୍ୟାଟ୍...ହାସଲ କଲେ ଟେଷ୍ଟ କ୍ରିକେଟର ପ୍ରଥମ ଶତକ, ସୌରଭ ଗାଙ୍ଗୁଲିଙ୍କ ଖାସ୍ କ୍ଲବରେ ଏଣ୍ଟ୍ରି

August 15, 2026

କୋଲମ୍ୱୋ: ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବ୍ୟାଟର ଦେବଦତ୍ତ ପାଡିକ୍କଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଡିକ୍କଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଛନ୍ତି । ଭାରତର ପ୍ରଥମ ପାଳିରେ ସେ ୯ଟି ଚୌକା ଏବଂ ଗୋଟିଏ ଛକା ସହାୟତା...

ବିଜୟ ସହ ହକି ବିଶ୍ୱକପରେ ଯାତ୍ରା ଆରମ୍ଭ, ୱେଲ୍ସକୁ ୩-୧ରେ ହରାଇଲା ଭାରତ, ଅଧିନାୟକ ହରମନପ୍ରୀତ ଦେଲେ ଦୁଇଟି ଗୋଲ୍

August 15, 2026

ନୂଆଦିଲ୍ଲୀ: ବେଲଜିୟମ ଏବଂ ନେଦରଲ୍ୟାଣ୍ଡର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ହକି ବିଶ୍ୱକପ ୨୦୨୬ରେ ଭାରତୀୟ ଦଳ ଜୋରଦାର ଆରମ୍ଭ କରିଛି । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଆରମ୍ଭରୁ ହିଁ ମ୍ୟାଚ୍......

ବିଜୟ ସହ ହକି ବିଶ୍ୱକପରେ ଯାତ୍ରା ଆରମ୍ଭ, ୱେଲ୍ସକୁ ୩-୧ରେ ହରାଇଲା ଭାରତ, ଅଧିନାୟକ ହରମନପ୍ରୀତ ଦେଲେ ଦୁଇଟି ଗୋଲ୍

ଶ୍ରୀଲଙ୍କାରେ ୬୦୦ତମ ଟେଷ୍ଟ ଖେଳୁଛି ଭାରତ; କେବେ ଖେଳିଥିଲା ପ୍ରଥମ, ୧୦୦ତମ, ୨୦୦ତମ ମ୍ୟାଚ୍‌ ?

August 15, 2026

ନୂଆଦିଲ୍ଲୀ: ଜୁନ୍ ୨୫, ୧୯୩୨ରେ ଲର୍ଡସ୍ରେ ପ୍ରଥମ ଟେଷ୍ଟ ଖେଳିଥିବା ଭାରତ ଶନିବାର ଶ୍ରୀଲଙ୍କାର ଗାଲେରେ ନିଜର ୬୦୦ ତମ ଟେଷ୍ଟ ମ୍ୟାଚ ଖେଳୁଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପ​ରେ ଭାରତ ତୃତୀୟ ଦଳ ଭାବରେ ଏହି ରେକର୍ଡ କରିଛି । ଭାରତ ୮୦ ତମ ସ୍ବ......

ଶ୍ରୀଲଙ୍କାରେ ୬୦୦ତମ ଟେଷ୍ଟ ଖେଳୁଛି ଭାରତ; କେବେ ଖେଳିଥିଲା ପ୍ରଥମ, ୧୦୦ତମ, ୨୦୦ତମ ମ୍ୟାଚ୍‌ ?

ମ୍ୟାଚ୍ ବେଳେ ପ୍ରେମିକାକୁ ମେସେଜ୍ କରୁଥିଲେ କ୍ରିକେଟର, BCCI ଲଗାଇଲା ଲକ୍ଷେ ଟଙ୍କା ଫାଇନ୍

August 15, 2026

ନୂଆଦିଲ୍ଲୀ,୧୫/୦୮: ଯୁବ ଖେଳାଳିଙ୍କୁ ଫାଇନ୍ । ନିୟମ ମାନିନତିବାରୁ ଫାଇନ୍ ଲଗାଇଲା ବିସିସିଆଇ । ତାମିଲନାଡୁ ପ୍ରିମିୟର ଲିଗ୍ ଚାଲିଥିବା ବେଳେ ବିସିସିଆଇର ଆଣ୍ଟି କରପସନ୍ ଏବଂ ସିକ୍ୟୁରିଟି ୟୁନିଟ୍ ଆଇନ ଭାଙ୍ଗିଥିବାରୁ ଆକ୍ସନ୍ ନେଇଛି । ଖେଳା......

ମ୍ୟାଚ୍ ବେଳେ ପ୍ରେମିକାକୁ ମେସେଜ୍ କରୁଥିଲେ କ୍ରିକେଟର,  BCCI ଲଗାଇଲା ଲକ୍ଷେ ଟଙ୍କା ଫାଇନ୍

ଭାରତ-ଶ୍ରୀଲଙ୍କା 'ଗାଲେ' ଟେଷ୍ଟ୍ : ମ୍ୟାଚ୍ ଜିତାଇବେ ସ୍ପିନର, ଗିଲ-ଗମ୍ଭୀରଙ୍କ ପାଇଁ ଅସଲ ପରୀକ୍ଷା

August 15, 2026

କଲୋମ୍ବୋ,୧୫/୦୮:ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେଶନିବାରଠୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଏହି ସିରିଜ ଉଭୟ ଦଳ ପାଇଁ ଶେଷ ସୁଯୋଗ ହେବ। ତେଣୁ ଉଭୟ ଦଳ ୨-୦ରେ ସିରିଜ ମୂଳପୋଛ କରିବ......

ଭାରତ-ଶ୍ରୀଲଙ୍କା 'ଗାଲେ' ଟେଷ୍ଟ୍ : ମ୍ୟାଚ୍ ଜିତାଇବେ ସ୍ପିନର, ଗିଲ-ଗମ୍ଭୀରଙ୍କ ପାଇଁ ଅସଲ ପରୀକ୍ଷା