Live Live

ରାଜ୍ୟ

ନିଶା ବେପାରର ହବ୍‌ ପାଲଟିଛି ଓଡିଶା, ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ମିଳିଛି ବଡ଼ ସୁରାକ

ନିଶା ବେପାରର ହବ୍‌ ପାଲଟିଛି ଓଡିଶା, ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ମିଳିଛି ବଡ଼ ସୁରାକ

January 20, 2026

ଭୁବନେଶ୍ୱର: ଅବୈଧ ଆନ୍ତର୍ଜାତୀୟ ନିଶା କାରବାର ଏବଂ ମନି ଲଣ୍ଡରିଂ ନେଟୱାର୍କ ବିରୋଧରେ ଦେଶବ୍ୟାପୀ ଅପରେସନ ଆରମ୍ଭ କରିଛି ଇଡି। ଏହି ଅପରେସନରେ ଗୋଆ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଓଡ଼ିଶା ଏବଂ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଏକକାଳୀନ ଚଢାଉ କରିଥିଲା ED। ମୋଟ ୨୬ଟି ସ୍ଥାନରେ ତଲାସି କରାଯାଇଥିଲା।...

ବ୍ୟବସାୟୀଙ୍କ ଅବହେଳାରୁ ଲାଗିଲା ନିଆଁ, ବନ୍ଦ ରହିବ ଏକ ନମ୍ବର ହାଟ- BMC ମେୟର

January 20, 2026

ଭୁବନେଶ୍ୱର ୨୦।୦୧ : ଲାଗିଲା ନିଆଁ, ପଶିଲା ଚେତା । ଭୁବନେଶ୍ୱର ଏକ ନମ୍ବର ହାଟରେ ନିଆଁ ଲାଗିବା ପରେ ପ୍ରଶାସନର ଚେତା ପଶିଛି । ଆଜି ଗୋଟିଏ ଦିନକ ପାଇଁ ଏକ ନମ୍ବର ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆବଶ୍ୟକ ପଡେ, ତେବେ ବନ୍ଦ......

ବ୍ୟବସାୟୀଙ୍କ ଅବହେଳାରୁ ଲାଗିଲା ନିଆଁ, ବନ୍ଦ ରହିବ ଏକ ନମ୍ବର ହାଟ- BMC ମେୟର

ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ବେଲଘର ରେଞ୍ଜର ନିଲମ୍ବିତ

January 20, 2026

ବାଲିଗୁଡ଼ା ୨୦/୦୧: ବାଲିଗୁଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ୱନ କଲେ DFO । ବନ ବିଭାଗର ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଯାଇ ସର ଜମିନ ତଦନ୍ତ କରିବ । ଗତ ଜାନୁଆରୀ ମାସ ୫ତାରିଖରେ ଝିରି......

ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ବେଲଘର ରେଞ୍ଜର ନିଲମ୍ବିତ

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ

January 20, 2026

ମାଲକାନଗିରି ୨୦।୦୧ : ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅ......

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ

ଭୟଙ୍କର ଦୁର୍ଘଟଣାରେ କାର୍ ଚୁର୍‌ମାର୍‌, ଚାଲିଗଲା ୨ ଜୀବନ

January 20, 2026

ବୌଦ୍ଧ ୨୦।୦୧ : ଭୟଙ୍କର ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନ......

ଭୟଙ୍କର ଦୁର୍ଘଟଣାରେ କାର୍ ଚୁର୍‌ମାର୍‌, ଚାଲିଗଲା ୨ ଜୀବନ