Live Live

ରାଜ୍ୟ

ବେଆଇନ ପଥର ଖଣି ଖାଦାନକୁ ନେଇ ଫୁଟିଲା ଗୁଳି ! ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ବେଆଇନ ପଥର ଖଣି ଖାଦାନକୁ ନେଇ ଫୁଟିଲା ଗୁଳି ! ଚାଲିଗଲା ବ୍ୟବସାୟୀଙ୍କ ଜୀବନ

January 20, 2026

ଖୋର୍ଦ୍ଧା ୨୦।୦୧ : ବେଆଇନ ପଥର ଖଣି ଖାଦାନକୁ ନେଇ ଫୁଟିଲା ଗୁଳି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି-ପରିଛକ ରାସ୍ତାର ଦଲକ ଗାଁ ନିକଟରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଜାମୁଝରୀ ଗାଁର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି। ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଗୁଳିମାଡ଼...

Piyush Tripathy : ମଙ୍ଗଳବାର ପୀୟୂଷ ଫୈସଲା, ମଞ୍ଚ ଚଢ଼ିବା ଉପର ଲାଗିଛି କଟକଣା

January 20, 2026

ଭୁବନେଶ୍ୱର ୨୦।୦୧ : ଆଜି ହେବ ପୀୟୂଷ ଫୈସଲା । ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିବେ ଭୁବନେଶ୍ବର ସିଭିଲ ଜଜ୍ କୋର୍ଟ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଅପେରା ସୂର୍ଯ୍ୟ......

Piyush Tripathy : ମଙ୍ଗଳବାର ପୀୟୂଷ ଫୈସଲା, ମଞ୍ଚ ଚଢ଼ିବା ଉପର ଲାଗିଛି କଟକଣା

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ୫ କିମି ଭାରରେ ବୁହା ହେଲେ ରୋଗୀ

January 20, 2026

ଦିଗପହଣ୍ଡି ୨୦।୦୧ : ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଦୋଳାରେ ବୁହା ହେଲେ ରୋଗୀ । ୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା । ଖବର ଅନୁଯାୟ......

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ୫ କିମି ଭାରରେ ବୁହା ହେଲେ ରୋଗୀ

ଚିଲିକାରେ ଡଲଫିନ୍‌ଙ୍କ ସଂଖ୍ୟା କେତେ? : ଆଜିଠୁ ଗଣନା କରୁଛନ୍ତି ୧୮ଟି ଟିମ୍

January 20, 2026

ବ୍ରହ୍ମଗିରି ୨୦/୦୧: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । କେତେ ସଂଖ୍ୟାରେ ଅଛନ୍ତି ଡଲଫିନ ଗଣୁଛି ବନ ବିଭାଗ। ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିପାଇଁ ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଛି ଡିଏ......

ଚିଲିକାରେ ଡଲଫିନ୍‌ଙ୍କ ସଂଖ୍ୟା କେତେ? : ଆଜିଠୁ ଗଣନା କରୁଛନ୍ତି ୧୮ଟି ଟିମ୍

ସରିନି ଶୀତ, ଡରାଇଲାଣି ଖରା ପ୍ରକୋପ : ସ୍ୱାଭାବିକ ଠାରୁ ଅଧିକ ରହୁଛି ଦିନ ତାପମାତ୍ରା

January 20, 2026

ଭୁବନେଶ୍ୱର ୨୦।୦୧ : ଶୀତ ଯାଇନି। ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି। ଏପଟେ ଡରାଇଲାଣି ଖରା ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ......

ସରିନି ଶୀତ, ଡରାଇଲାଣି ଖରା ପ୍ରକୋପ : ସ୍ୱାଭାବିକ ଠାରୁ ଅଧିକ ରହୁଛି ଦିନ ତାପମାତ୍ରା