Live Live
LIVE

ରାଜ୍ୟ

ବେଧଡ଼କ ଚାଲିଥିଲା ଜୁଆ ଆଡ୍ଡା, ପୋଲିସ ଚଢାଉରେ ୧୬ ଜୁଆଡି ଗିରଫ

ବେଧଡ଼କ ଚାଲିଥିଲା ଜୁଆ ଆଡ୍ଡା, ପୋଲିସ ଚଢାଉରେ ୧୬ ଜୁଆଡି ଗିରଫ

January 19, 2026

ପୁରୀ ୧୯।୦୧: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ।୧୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ସଦର ଥାନା ପୋଲିସ । ଏହାସହ ଘଟଣାସ୍ଥଳରୁ ୨୩ ହଜାର ୮ ଶହ ଟଙ୍କା, ୧୫ଟି ମୋବାଇଲ ଫୋନ୍, ୮ ଟି ବାଇକ୍ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ପୁରୀର ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାର ଠାରେ ଚାଲିଥିଲା ଜୁଆଖେଳ । କୌଣସି ସୁତ୍ରରୁ ଖବର...

ଚିଲିକାରେ ଡଲଫିନ୍ ଗଣନା : ୩ ଦିନ ବନ୍ଦ ରହିବ ଡ଼ଙ୍ଗା ଚଳାଚଳ ଓ ଭସାପୋଲ

January 19, 2026

ଛତ୍ରପୁର ୧୯।୧: ଚିଲିକାରେ ଡଲଫିନ୍ ଗଣନା ପାଇଁ ଆସନ୍ତା ତିନି ଦିନ ଡ଼ଙ୍ଗା ଚଳାଚଳ ଓ ଭସାପୋଲ ବନ୍ଦ ରହିବ । ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଚଳାଚଳ ଓ ଭସାପୋଲ ବନ୍ଦ ରହିବ । ଆସନ୍ତା ୨୦, ୨୧ ଏବଂ ୨୨ ତାରିଖ ତିନି ଦ......

ଚିଲିକାରେ ଡଲଫିନ୍ ଗଣନା : ୩ ଦିନ ବନ୍ଦ ରହିବ ଡ଼ଙ୍ଗା ଚଳାଚଳ ଓ ଭସାପୋଲ

ବୁଧବାରଠୁ ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ, ଆକର୍ଷଣ ପାଲଟିବ ବାହୁବଳୀ 'ସୁରବୀର' ଓ 'ଇନ୍ଦର' ମଇଁଷି

January 19, 2026

ଭୁବନେଶ୍ୱର ୧୯।୦୧ : ମାଛ ଚାଷୀ, ଗୋପାଳକ ଏବଂ କୁକୁଡ଼ା, ବତକ ପାଳକଙ୍କ ପାଇଁ ବଡ଼ ଖବର | ବୁଧବାର ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ -୨୦୨୬’ | ୨୧, ୨୨ ଓ ୨୩ ତାରିଖ ମୋଟ ୩ ଦିନ ଧ......

ବୁଧବାରଠୁ ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ, ଆକର୍ଷଣ ପାଲଟିବ ବାହୁବଳୀ 'ସୁରବୀର' ଓ 'ଇନ୍ଦର' ମଇଁଷି

ଏ କେମିତିକା ମା’ ! ଜନ୍ମକରି ଶିଶୁ କନ୍ୟାକୁ ମେଡିକାଲ ଟଏଲେଟ୍‌ରେ ଛାଡ଼ି ପଳାଇଲେ

January 19, 2026

ଭଦ୍ରକ ୧୯।୧: ମେଡିକାଲ ଟଏଲେଟ୍ରେ ନବଜାତ ଶିଶୁ । ଫେରାର ହୋଇଗଲା ମା’ । ପରେ ନବଜାତକର ମୃତ୍ୟୁ ହୋଇଥିବା ସୂଚନା । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ତେବେ କିଏ ଏଭଳି କାଣ୍ଡ ଘଟାଇଛି ସେ ନେଇ ଅ......

ଏ କେମିତିକା ମା’ ! ଜନ୍ମକରି ଶିଶୁ କନ୍ୟାକୁ ମେଡିକାଲ ଟଏଲେଟ୍‌ରେ ଛାଡ଼ି ପଳାଇଲେ

କଟକରେ ବଡ଼ ଅଘଟଣ, ଗାତ ଖୋଳା ବେଳେ ପାଇପ ଫାଟି ଗ୍ୟାସ୍ ଲିକ୍

January 19, 2026

କଟକ ୧୯।୦୧ : ଗ୍ୟାସ୍ ପାଇପ୍ ଲିକ୍ । କଟକ ସିଡିଏ-୧୦ ପରିବା ମାର୍କେଟ ନିକଟରେ ଥିବା ଏକ ପାଇପ୍ ଫାଟି ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗେଲର ଗାଡ଼ି ଆସି ଲିକକୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି । ଖବର ଅନୁଯାୟୀ, କଟକ......

କଟକରେ ବଡ଼ ଅଘଟଣ, ଗାତ ଖୋଳା ବେଳେ ପାଇପ ଫାଟି ଗ୍ୟାସ୍ ଲିକ୍