Live Live

ରାଜ୍ୟ

ବିଧାନସଭାରେ CAG ରିପୋର୍ଟ ଉପସ୍ଥାପିତ, ପ୍ରଶଂସା ସହ ରାଜ୍ୟକୁ ଚେତାଇଲେ ମହାଲେଖାଗାର

ବିଧାନସଭାରେ CAG ରିପୋର୍ଟ ଉପସ୍ଥାପିତ, ପ୍ରଶଂସା ସହ ରାଜ୍ୟକୁ ଚେତାଇଲେ ମହାଲେଖାଗାର

March 31, 2026

ଭୁବନେଶ୍ଵର: ବିଧାନସଭାରେ ଉପସ୍ଥାପିତ ହୋଇଛି CAG ରିପୋର୍ଟ। ୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ରାଜ୍ୟ ଆର୍ଥିକ ଅଡିଟ୍ ରିପୋର୍ଟ ଆସିଛି। ସିଏଜି ରିପୋର୍ଟରେ ରାଜ୍ୟର ବଜେଟ ପରିଚାଳନାକୁ ପ୍ରଶଂସା କରିଛନ୍ତି ସିଏଜି | ୨୦୨୦-୨୧ରେ ବଜେଟ ପରିମାଣ ୧, ୬୭, ୬୬୩ କୋଟି ଥିବାବେଳେ ୨୦୨୪-୨୫ରେ...

ସରିଲା ଡେଡଲାଇନ: ଶେଷ ଦିନରେ କଲେ ଆତ୍ମସମର୍ପଣ ୨୫ ମାଓବାଦୀ, ମାଓ ଡମ୍ପରୁ ମିଳିଲା ୨ କୋଟିରୁ ଅଧି ଟଙ୍କା ସହ ବିପୁଳ ସୁନା

March 31, 2026

ବିଜାପୁର: ସରକାରଙ୍କ ଟାର୍ଗେଟ୍ ଅନୁସାରେ ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ୧୨ ଟା ଯାଏଁ ଥିଲା ମାଓ ବାଦୀଙ୍କ ଆତ୍ମସମର୍ପଣର ଶେଷ ସମୟ ସୀମା। ଆଉ ଶେଷ ମୁହୂର୍ତ୍ତରେ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୫ ଜଣ ମାଓବାଦୀ......

ସରିଲା ଡେଡଲାଇନ: ଶେଷ ଦିନରେ କଲେ ଆତ୍ମସମର୍ପଣ ୨୫ ମାଓବାଦୀ, ମାଓ ଡମ୍ପରୁ ମିଳିଲା ୨ କୋଟିରୁ ଅଧି ଟଙ୍କା ସହ ବିପୁଳ ସୁନା

ମାନବ ଚାଲାଣ ରୋକିବା ଏବଂ ମହିଳା ସଶକ୍ତିକରଣ ଉପରେ କେନ୍ଦ୍ରାଞ୍ଚଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

March 31, 2026

ଯାଜପୁର: ମାନବ ଚାଲାଣ ରୋକିବା ଏବଂ ମହିଳା ସଶକ୍ତିକରଣ ଉପରେ ଏକ କେନ୍ଦ୍ରାଞ୍ଚଳ ସ୍ତରୀୟ କର୍ମଶାଳା ମଙ୍ଗଳବାର ଯାଜପୁର ଜିଲ୍ଲାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଆଇନ ପ୍ରଣୟନକାରୀ ସଂସ୍ଥା, ନାଗରିକ ପ୍ରଶାସନ ଏବଂ ସାମାଜି......

ମାନବ ଚାଲାଣ ରୋକିବା ଏବଂ ମହିଳା ସଶକ୍ତିକରଣ ଉପରେ କେନ୍ଦ୍ରାଞ୍ଚଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଡେଡ୍‌ଲାଇନର ଶେଷ ଦିନ, ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ

March 31, 2026

ମାଲକାନଗିରି ୩୧।୦୩ : ଡେଡଲାଇନର ଶେଷ ଦିନରେ ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବନ୍ଧୁକ ସହ ପୋଲିସ ନିକଟରେ ଆତ୍......

ଡେଡ୍‌ଲାଇନର ଶେଷ ଦିନ, ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ

୧୭ ଘଣ୍ଟା ହେଲା ପଡ଼ିରହିଛି ଶବ, ଧର୍ମ ବିବାଦ ପାଇଁ ହୋଇପାରୁନି ଶବଦାହ

March 31, 2026

ଉମରକୋଟ ୩୧।୦୩ : ୧୭ ଘଣ୍ଟା ହେବ ପଡ଼ିରହିଛି ଶବ । ମୂଳଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଗାଁ ମାଟିରେ ଶବ ସତ୍କାର ପାଇଁ ଜାଗା ଦେଉନାହାନ୍ତି ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରୀଭରଣ୍ଡୀ ଗାଁରେ ଘଟିଛି ଏପରି ଅଭା......

୧୭ ଘଣ୍ଟା ହେଲା ପଡ଼ିରହିଛି ଶବ, ଧର୍ମ ବିବାଦ ପାଇଁ ହୋଇପାରୁନି ଶବଦାହ