- odisha News Category Page:347 -PrameyaNews7
Live Live
Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

‘ଡବଲ ଇଞ୍ଜିନ ସରକାରଙ୍କ ଏ କଣ ଅମୃତକାଳ ?’ ତେଲ ସଂକଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିରୋଧୀ

‘ଡବଲ ଇଞ୍ଜିନ ସରକାରଙ୍କ ଏ କଣ ଅମୃତକାଳ ?’ ତେଲ ସଂକଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିରୋଧୀ

May 15, 2026

ଭୁବନେଶ୍ୱର: ତେଲ ପାଇଁ ସାରା ରାଜ୍ୟରେ ହାହାକାର। ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଟାର୍ଗେଟ୍ କରିଛି। ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି- ସରକାର ୨...

IOCL CGM: କୌଣସି ସ୍ଥାନରେ ତେଲ ସଟେଜ୍ ନାହିଁ, ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ

May 15, 2026

ଭୁବନେଶ୍ବର ୧୫।୫: ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି । ଭିଡ଼ କରନ୍ତୁ ନାହିଁ କି ପ୍ୟାନିକ୍ କରନ୍ତୁ ନାହିଁ ବୋଲି ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି । ସେ ଆହୁରି କହିଛନ୍ତି, କୌଣସି ସ୍ଥାନରେ ସଟେଜ୍ ନାହିଁ । ଅଧିକ......

IOCL CGM: କୌଣସି ସ୍ଥାନରେ ତେଲ ସଟେଜ୍ ନାହିଁ, ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ

ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

May 15, 2026

ଭୁବନେଶ୍ବର ୧୫।୫: ଆଗକୁ ୧୩ ଦିନ ପାଇଁ ତେଲ ମହଜୁଦ ଅଛି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ରାଜ୍ୟରେ ତୈଳ ସଙ୍କଟକୁ ନେଇ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗାଣ ମନ......

ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

ମେ’ ୩୦ରୁ ଓଡ଼ିଶାରେ SIR, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି

May 15, 2026

ଭୁବନେଶ୍ବର ୧୫।୫: ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ ଏସ୍ଆଇଆର୍ । ଓଡ଼ିଶା ସମେତ ୧୬ ରାଜ୍ୟରେ ହେବ SIR । ଏ ନେଇ ପ୍ରେସମିଟ୍ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ୍ । ସେ କହିଛନ୍ତି, ମେ’ ୩୦ ତାରିଖରୁ......

ମେ’ ୩୦ରୁ ଓଡ଼ିଶାରେ SIR, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି

ସହିପାରିଲେନି ଲୋକଲଜ୍ଜା ! ବାପା ମଦ ପିଉ ଥିବା ଦେଖି ଜୀବନ ହାରିଦେଲେ ପୁଅ

May 15, 2026

ବାଲିପାଟଣା: ପରିବାର। ଏ କେବଳ ଗୋଟିଏ ଶବ୍ଦ ନୁହେଁ ବରଂ ମନ୍ଦିର ଠୁ ବି ବଡ଼। ଏଇଠି ପିଲାଟି ସଂସ୍କାର ଶିଖେ। ମଣିଷ ହୁଏ। ଯଦି ପରିବାର ମୁଖିଆ ବିଶୃଙ୍ଖଳିତ ହୁଏ, ତାହା ହେଲେ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଥାଏ। ଏପରିକି ଚରମ ନିଷ୍ପତ୍ତି ନେବାକ......

ସହିପାରିଲେନି ଲୋକଲଜ୍ଜା ! ବାପା ମଦ ପିଉ ଥିବା ଦେଖି ଜୀବନ ହାରିଦେଲେ ପୁଅ