ରାଜ୍ୟ

President odisha visit: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ

President odisha visit: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ

August 01, 2026

ଭୁବନେଶ୍ବର ୧।୮: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଓ କଟକରେ ରହିଛି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ । ଆସନ୍ତା ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚି...

ଓଡ଼ିଶାର ବୁଢ଼ାବଳଙ୍ଗରେ ନୂଆ କ୍ୟାଟଫିସ୍: ବାଘୁଣୀ 'ଖଇରୀ' ନାଁରେ ହେଲା ପ୍ରଜାତିର ନାମକରଣ

August 01, 2026

ଭୁବନେଶ୍ୱର: ବାଘୁଣୀ ଖଇରୀ । ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ଓଡ଼ିଶାରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଏକ ନିଆରା ମଣିଷ-ପଶୁ ସମ୍ପର୍କର ପ୍ରତୀକ ପାଲଟିଥିଲା । ଏବେ ତାକୁ ଏକ ଭିନ୍ନ ଢଙ୍ଗରେ ସମ୍ମାନିତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ......

ଓଡ଼ିଶାର ବୁଢ଼ାବଳଙ୍ଗରେ ନୂଆ କ୍ୟାଟଫିସ୍: ବାଘୁଣୀ 'ଖଇରୀ' ନାଁରେ ହେଲା ପ୍ରଜାତିର ନାମକରଣ

ବାକି ଟଙ୍କା ଆଦାୟ କରିବାକୁ ଯାଇଥିଲେ, ୪୦ ଫୁଟ ତଳକୁ ଖସିଲା ବାଇକ

August 01, 2026

ଗୁଣୁପୁର ୦୧।୦୮ : ଭୟଙ୍କର ଦୁର୍ଘଟଣା । ୪୦ ଫୁଟ ତଳକୁ ଖସିଲା ବାଇକ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଆରାଡୁଲ ଘାଟିରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ପ୍ରଦୀପ କୁମାର ଲି......

ବାକି ଟଙ୍କା ଆଦାୟ କରିବାକୁ ଯାଇଥିଲେ, ୪୦ ଫୁଟ ତଳକୁ ଖସିଲା ବାଇକ

Odisha flood update: ମହାନଦୀରେ ନାହିଁ ବନ୍ୟା ଆଶଙ୍କା, କଲମାର ଗେଟ୍ ଖୋଲିଛି ହେଲେ ପାଣି କମୁଛି

August 01, 2026

ଭୁବନେଶ୍ବର ୧।୮: ବନ୍ୟା ସ୍ଥିତି ଭିତରେ ଆଶ୍ବସ୍ତିକର ଖବର । ମହାନଦୀରେ ଆଉ ବନ୍ୟାର ଆଶଙ୍କା ନାହିଁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଦୁଇ ଦିନ ତଳେ ପିକ୍ ଫ୍ଲଡ୍ ଥିଲା ହେଲେ ଆଜି ହୀରାକୁଦ ବନ୍ଧ ଏକ ବଡ଼ ବନ୍ୟ......

Odisha flood update: ମହାନଦୀରେ ନାହିଁ ବନ୍ୟା ଆଶଙ୍କା, କଲମାର ଗେଟ୍ ଖୋଲିଛି ହେଲେ ପାଣି କମୁଛି

Mahanadi water dispute: ଦୀପାବଳି ସୁଦ୍ଧା ମହାନଦୀ ବିବାଦ ସମାଧାନ ଆଶା ଦୋହରାଇଲେ ସିଏମ୍, ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା

August 01, 2026

ଭୁବନେଶ୍ବର ୧।୮: ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଆଶା ଦୋହରାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ମହାନଦୀ ଜଳ ବିବାଦର ସମାଧାନ ନେଇ ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଓଡ଼ିଶାର ଚାଷୀ ଓ ଲୋକଙ୍କ ଅଧିକାର......

Mahanadi water dispute: ଦୀପାବଳି ସୁଦ୍ଧା ମହାନଦୀ ବିବାଦ ସମାଧାନ ଆଶା ଦୋହରାଇଲେ ସିଏମ୍, ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା