Live Live
LIVE

ରାଜ୍ୟ

୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

February 21, 2026

ଭୁବନେଶ୍ବର ୨୧।୨: ରାଜ୍ୟ ବଜେଟ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ଶୁକ୍ରବାର ବଜେଟ୍ ଉପସ୍ଥାପନା ହୋଇଛି । ଗତବର୍ଷ ୨ ଲକ୍ଷ ୯୦ ହାଜର କୋଟି ଟଙ୍କା ବଜେଟ୍ ଥିଲା ଚଳିତ ବର୍ଷ ଏହା ୩ ଲକ୍ଷ ୧୦ ହାଜର କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ ଦୁଃଖର କଥା...

ବିଜେପିର ମିଶ୍ରଣ ପର୍ବ, ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ

February 21, 2026

ଭଦ୍ରକ ୨୧।୦୨ : ବିଜେପିର ମିଶ୍ରଣ ପର୍ବ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳି ଅଧିନ ମଞ୍ଜୁରୀ ରୋଡ ଡାକ୍ତରଖାନା ପଡ଼ିଆରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳର ଶତାଧିକ......

ବିଜେପିର ମିଶ୍ରଣ ପର୍ବ, ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ

ଭିସା ପାଇଁ ଓଡ଼ିଶା ବାହାରକୁ ଦୌଡ଼ିବେନି ଛାତ୍ରଛାତ୍ରୀ, ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

February 21, 2026

ଭୁବନେଶ୍ୱର ୨୧।୦୨ : ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ । ୨୦୨୬ ଏପ୍ରିଲ ୧ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ ‘ଭିଏଫଏ......

ଭିସା ପାଇଁ ଓଡ଼ିଶା ବାହାରକୁ ଦୌଡ଼ିବେନି ଛାତ୍ରଛାତ୍ରୀ, ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ମାଟ୍ରିକ୍ ପରୀକ୍ଷାର ଥିଲା ଇଂରାଜୀ ବିଷୟ, ଦୁଇ ଦିବ୍ୟାଙ୍ଗଙ୍କ ପାଇଁ ଲେଖିଲେ ଅନ୍ୟଛାତ୍ରୀ

February 21, 2026

ଭୁବନ ୨୧/୦୨: ମାଟ୍ରିକ ବୋର୍ଡ ପରୀକ୍ଷାର ଦ୍ବିତୀୟ ବିଷୟ । ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୩୦୮୨ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା......

ମାଟ୍ରିକ୍ ପରୀକ୍ଷାର ଥିଲା ଇଂରାଜୀ ବିଷୟ, ଦୁଇ ଦିବ୍ୟାଙ୍ଗଙ୍କ ପାଇଁ ଲେଖିଲେ ଅନ୍ୟଛାତ୍ରୀ

ବିଲ ମଝିରେ ରକ୍ତାକ୍ତ ମୃତଦେହ, ଉପରେ ପଡ଼ିଛି ସାଇକେଲ୍

February 21, 2026

ଦେବଗଡ଼ ୨୧।୨: ବିଲ ମଝିରେ ଯୁବକଙ୍କ ପଡ଼ିଛି ଯୁବକଙ୍କ ମୃତଦେହ । ଉପରେ ଲଦିହୋଇ ପଡ଼ିଛି ସାଇକେଲ୍ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳ ଦଣ୍ଡାସିଂହା ଗାଁ ନିକଟ ବିଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଯୁବକ ଜଣଙ୍କ ହାଟକୁ ଯାଇ ଘରକ......

ବିଲ ମଝିରେ ରକ୍ତାକ୍ତ ମୃତଦେହ, ଉପରେ ପଡ଼ିଛି ସାଇକେଲ୍