ରାଜ୍ୟ

୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା, ବରପୁତ୍ରଙ୍କୁ ମନେ ପକାଉଛନ୍ତି ଓଡ଼ିଆ

୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା, ବରପୁତ୍ରଙ୍କୁ ମନେ ପକାଉଛନ୍ତି ଓଡ଼ିଆ

April 01, 2026

ଭୁବନେଶ୍ୱର ୦୧।୦୪ : ଆଜି ଉତ୍କଳ ଦିବସ । ୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି। ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ...

ରାତି ୧୨ଟା ୪୨ରେ ବିଧାନସଭା ହେଲା ମୁଲତବୀ, ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ

April 01, 2026

ଭୁବନେଶ୍ୱର ୦୧।୦୪ : ସରିଲା ବିଧାନସଭାର ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ହେଲା ଗୃହ କାର୍ଯ୍ୟ । ଅନେକ ରୋଚକ ଘଟଣାର ସାକ୍ଷୀ ରହିଲା ଏହି ଅଧିବେଶନ। ମଙ୍ଗଳବାର ବିଳମ୍ବିତ ରାତିରେ ୧୨ଟା ୪୨ ମିନିଟ୍ରେ ମୁଲତବୀ । ୫ଟି କାର୍ଯ୍ୟ ଦିବସ......

ରାତି ୧୨ଟା ୪୨ରେ ବିଧାନସଭା ହେଲା ମୁଲତବୀ, ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ

ଶସ୍ତା ବେଳେ ବି ଆଳୁର କଳାବଜାରୀ, ୫ ଟଙ୍କାରେ କିଣି କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକୁଛନ୍ତି ବେପାରୀ

March 31, 2026

ଭୁବନେଶ୍ଵର: ଆଳୁ ମହଙ୍ଗା ବେଳେ କଳାବଜାରୀ। ପୁଣି ଆଳୁ ଶସ୍ତା ବେଳେ ବି ଚାଲିଛି କଳାବଜାରୀ । ଗୋଦାମରୁ କିଲୋ ପିଛା ୫ଟଙ୍କାରେ କିଣି ଖୋଲା ବଜାରରେ ୧୫ରୁ ୨୦ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନୀ । ମାନେ ଆଳୁ କିଲେ ୩ ଗୁଣା ମୁନାଫା କମାଉଛନ୍ତି......

ଶସ୍ତା ବେଳେ ବି ଆଳୁର କଳାବଜାରୀ, ୫ ଟଙ୍କାରେ କିଣି କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକୁଛନ୍ତି ବେପାରୀ

ନିଯୁକ୍ତିରେ ଜାଲିଆତି, ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଡିଆରସିଏସ

March 31, 2026

ସୋନପୁର: କୃଷି ସେବା ସମବାୟ ସମିତି ନିଯୁକ୍ତିରେ ଜାଲିଆତି ଘଟଣାରେ ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଡିଆରସିଏସ ସଞ୍ଜୟ ତ୍ରିପାଠୀ। ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏହି ଆକ୍ସନ ନିଆଯାଇଛି। ସଞ୍ଜୟ ତ୍ରିପାଠୀ ନିଲମ୍ବିତ ହେବାପରେ, ତାଙ୍କ......

ନିଯୁକ୍ତିରେ ଜାଲିଆତି, ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଡିଆରସିଏସ

IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଏହି ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ଵ

March 31, 2026

ଭୁବନେଶ୍ଵର: ମଙ୍ଗଳବାର ଆଇଏଏସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି। ଏହା ସହ OPTCLର CMD ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। CEO ଆର ସନ୍ଥ ଗୋ......

IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଏହି ଅଧିକାରୀଙ୍କୁ  ମିଳିଲା ବଡ଼ ଦାୟିତ୍ଵ