ଦେଶ

Ram mandir donation row: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ହେରଫେର ମାମଲା, ଏସାଇଟି ତଦନ୍ତ ପରେ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

Ram mandir donation row: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ହେରଫେର ମାମଲା, ଏସାଇଟି ତଦନ୍ତ ପରେ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026

ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ମିଳିଥିବା ଚାନ୍ଦା ହେରଫେର ମାମଲାରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ରାମ ଜନ୍ମିଭୂମି ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ଘଟଣ...

ହର୍ମୁଜରୁ ଭାରତକୁ ମିଳିଲା ଆଶ୍ୱସ୍ତି, ଗୋଟିଏ ଦିନରେ ପାର ହେଲେ ୩୦ ପଣ୍ୟବାହୀ ପୋତ

June 25, 2026

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରୁ ଭାରତ ଆସୁଥିବା ୩୦ ମାଲବାହୀ ଜାହାଜ ସୁରକ୍ଷିତ ହରମୁଜ ପ୍ରଣାଳୀ ପାର କରିଛନ୍ତି, ଅନ୍ୟପଟେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ପାର କରିବାକୁ ଆହୁରି ୨୬ ଜାହାଜ ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି। ଭାର......

ହର୍ମୁଜରୁ ଭାରତକୁ ମିଳିଲା ଆଶ୍ୱସ୍ତି, ଗୋଟିଏ ଦିନରେ ପାର ହେଲେ ୩୦ ପଣ୍ୟବାହୀ ପୋତ

ଆଉ ଅସୁବିଧା ନାହିଁ ! ପୂର୍ବ ସ୍ଥିତିକୁ ଫେରିଲା ଏଲପିଜି ଯୋଗାଣ, ସବୁ କଟକଣା ହଟାଇଲେ ସରକାର

June 25, 2026

ନୂଆଦିଲ୍ଲୀ:  ଦେଶର ବ୍ୟବସାୟିକ ଏବଂ ଶିଳ୍ପ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତିକର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଏଲପିଜି (LPG) ଯୋଗାଣ ଉପରେ ଲାଗିଥିବା ସମସ୍ତ ପ୍ରକାରର କଟକଣାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି......

ଆଉ ଅସୁବିଧା ନାହିଁ ! ପୂର୍ବ ସ୍ଥିତିକୁ ଫେରିଲା ଏଲପିଜି ଯୋଗାଣ, ସବୁ କଟକଣା ହଟାଇଲେ ସରକାର

Boss Scam କ’ଣ? ଯେଉଁଥିରେ ପୂର୍ବତନ PM ଆଇ.କେ.ଗୁଜରାଲଙ୍କ ପୁଅ ହରାଇଛନ୍ତି ୭.୮ କୋଟି ଟଙ୍କା

June 25, 2026

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପୁଅ ତଥା ଜଣାଶୁଣା ବ୍ୟବସାୟୀ ନରେଶ ଗୁଜରାଲଙ୍କ କମ୍ପାନୀରୁ ସାଇବର ଠକ ୭.୮ କୋଟି ଟଙ୍କା ଠକି ନେଇଛନ୍ତି। ଠକମାନେ ସାଇବର ଅପରାଧର ଯେଉଁ ଉପାୟ ଆପଣେଇଛନ୍ତି ତାକୁ ‘ବସ୍ ସ୍କାମ’......

Boss Scam କ’ଣ? ଯେଉଁଥିରେ ପୂର୍ବତନ PM ଆଇ.କେ.ଗୁଜରାଲଙ୍କ ପୁଅ ହରାଇଛନ୍ତି ୭.୮ କୋଟି ଟଙ୍କା

ରାତିରେ ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଲେ ମହିଳାଙ୍କ ଚରିତ୍ର ଖରାପ ବୋଲି କହିହେବନି: କୋର୍ଟ

June 25, 2026

ନୂଆଦିଲ୍ଲୀ: ଜଣେ ମହିଳା ବିଳମ୍ବିତ ରାତିରେ କୌଣସି ପୁରୁଷଙ୍କ ସହ ଫୋନରେ କଥା ହେଉଥିବା ଆଧାରରେ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ। ଏକ ପାରିବାରିକ ମାମଲାର ଶୁଣାଣି କରି ଦିଲ୍ଲୀର ଏକ ଅଦାଲତ ଏଭଳି ମନ୍ତବ୍ୟ ଦେଇଛନ୍ତି। କୋର୍ଟ......

ରାତିରେ ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଲେ ମହିଳାଙ୍କ ଚରିତ୍ର ଖରାପ ବୋଲି କହିହେବନି: କୋର୍ଟ