ଦେଶ

ବିହାରରେ ବନ୍ୟା ବିଭୀଷିକା : ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ବିହାରରେ ବନ୍ୟା ବିଭୀଷିକା : ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

September 16, 2026

ନୂଆଦିଲ୍ଲୀ ୧୬।୦୯; ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ପ୍ରବଳ ବର୍ଷା ସାଙ୍ଗକୁ ନେପାଳରୁ ଆସୁଥିବା ଜଳ ଯୋଗୁଁ ରାଜ୍ୟର ଅନେକ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବନ୍ୟା ପାଣିରେ ଜଳମଗ୍ନ ହୋଇଛି ଏକାଧିକ ଜିଲ୍ଲା। ପ୍ରଭାବିତ ହୋଇଛନ୍ତି ପ୍ରାୟ ୪୯ ଲକ୍ଷ ୭୨ ହଜାର ଲୋକ। ବନ୍ୟା ବିପନ୍ନଙ୍କୁ ତତ୍କାଳ ଆର୍...

ରାଇଡ୍ ବୁକିଂ ପୂର୍ବରୁ ଅଧିକ ଟଙ୍କା ଦେବାକୁ କହିବା ମହଙ୍ଗା ପଡ଼ିଲା: ରାପିଡୋକୁ ୧୦ ଲକ୍ଷ ଜରିମାନା

September 15, 2026

ନୂଆଦିଲ୍ଲୀ: ରାଇଡ୍ ବୁକ୍ କରିବା ସମୟରେ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ବାଧ୍ୟ କରିବା ରାପିଡୋକୁ ମହଙ୍ଗା ପଡ଼ିଛି। ଭ୍ରାମକ ବିଜ୍ଞାପନ, ଅନୁଚିତ ବ୍ୟବସାୟିକ ପ୍ରଥା ଏବଂ ‘ଡାର୍କ ପ୍ୟାଟର୍ନ’ ବ୍ୟବହାର ଅଭିଯୋଗରେ ସେଣ୍ଟ୍ରାଲ୍ କଞ୍ଜ୍ୟୁମର ପ୍......

ରାଇଡ୍ ବୁକିଂ ପୂର୍ବରୁ ଅଧିକ ଟଙ୍କା ଦେବାକୁ କହିବା ମହଙ୍ଗା ପଡ଼ିଲା: ରାପିଡୋକୁ ୧୦ ଲକ୍ଷ ଜରିମାନା

ମୋଦିଙ୍କ ବ୍ରିକ୍ସ ଡିନରରେ ବିରୋଧୀ ରାଜ୍ୟର ୪ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ: ରାହୁଲ ଓ ଖଡଗେଙ୍କୁ ନଥିଲା ନିମନ୍ତ୍ରଣ

September 15, 2026

ନୂଆଦିଲ୍ଲୀ: ୧୮ତମ BRICS ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆୟୋଜନ କରିଥିବା ଗାଲା ଡିନରରେ ବିରୋଧୀ ଶାସିତ ରାଜ୍ୟର ୪ ଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ସେପ୍ଟେମ୍ବର ୧୩ରେ ଆୟୋଜିତ ଏହି ଡିନରରେ ବିଜେପି ଓ ଏହାର ସହଯୋଗୀ ଦଳ ଶାସି......

ମୋଦିଙ୍କ ବ୍ରିକ୍ସ ଡିନରରେ ବିରୋଧୀ ରାଜ୍ୟର ୪ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ: ରାହୁଲ ଓ ଖଡଗେଙ୍କୁ ନଥିଲା ନିମନ୍ତ୍ରଣ

Video: ପିଲାକୁ ଧରି ଓ୍ବାଟରଫଲ୍‌ ନିକଟରେ ଛିଡ଼ା ହୋଇଥିଲେ ବ୍ୟକ୍ତି, ତାଙ୍କ ଉପରେ ଖସିଲା ବିଷଧର ସାପ

September 15, 2026

ମୁମ୍ବାଇ: ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ଅମ୍ବୋଲି ଜଳପ୍ରପାତ'ରୁ ଏକ ଛାତି ଥରାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଓ୍ବାଟରଫଲର ମଜା ନେଉଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ହଠାତ୍ ଏକ ଜୀବନ୍ତ ସାପ ଖସିପଡ଼ିଥିଲା। ସବୁଠାରୁ ଭୟଙ୍କର କ......

Video: ପିଲାକୁ ଧରି ଓ୍ବାଟରଫଲ୍‌ ନିକଟରେ ଛିଡ଼ା ହୋଇଥିଲେ ବ୍ୟକ୍ତି, ତାଙ୍କ ଉପରେ ଖସିଲା ବିଷଧର ସାପ

୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ୦.୪୦% ଚାର୍ଜ, ଅକ୍ଟୋବର ୧୫ରୁ ଲାଗୁ

September 15, 2026

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୟୁପିଆଇ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବାକୁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ୟୁପିଆଇ ପରିଚାଳନା କମିଟି ବୈଠକରେ ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୟୁପିଆଇ ଏମଡିଆ......

୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ୦.୪୦% ଚାର୍ଜ, ଅକ୍ଟୋବର ୧୫ରୁ ଲାଗୁ