ବିଦେଶ

ଯୁଦ୍ଧର ଦ୍ୱାରଦେଶରେ ମଧ୍ୟପ୍ରାଚ୍ୟ ! ଯୁଦ୍ଧଜାହାଜ ପଠାଇଲେ ଟ୍ରମ୍ପ; ପରିଣାମ ବିନାଶ କହିଲା ଇରାନ

ଯୁଦ୍ଧର ଦ୍ୱାରଦେଶରେ ମଧ୍ୟପ୍ରାଚ୍ୟ ! ଯୁଦ୍ଧଜାହାଜ ପଠାଇଲେ ଟ୍ରମ୍ପ; ପରିଣାମ ବିନାଶ କହିଲା ଇରାନ

January 24, 2026

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ ଶକ୍ତି ବୃଦ୍ଧି କରୁଛି। ଏହାକୁ ନେଇ କଠୋର ଚେତାବନୀ ଜାରି କରିଛି ଇରାନ। କହିଛି ଯେକୌଣସି ଆକ୍ରମଣକୁ ପୂର୍ଣ୍ଣ-ସ୍ତରର ଯୁଦ୍ଧ ଭାବରେ ବିବେଚନା କରାଯିବ। ଏହାର କଠୋରତମ ସମ୍ଭବ ବଳ ସହିତ ଜବାବ ଦିଆଯିବ। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଟାଇମ୍ସ ଅଫ୍ ଇସ୍ରାଏଲକୁ ଇରାନର ସାମ...

Donald Trump On Canada: ଚୀନ ସମସ୍ତଙ୍କୁ ଗିଳିଦେବ, କାହିଁକି ଏମିତି କହିଲେ ଆମେରିକା ରାଷ୍ଟ୍ରପତି

January 24, 2026

ନୂଆଦିଲ୍ଲୀ ୨୪/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସହିତ ପୁଣି ଥରେ ଅନ୍ତର୍ଜାତୀୟ ରାଜନୀତିକୁ ହଇରାଣ କରିଛନ୍ତି । ଏଥର ସେ କାନାଡାକୁ ଟାର୍ଗେଟ କରି କହିଛନ୍ତି ଯେ ଯଦି କାନାଡା ଆମେରିକା-ସମର୍ଥିତ ସୁରକ୍ଷା ଯୋଜନାରୁ......

Donald Trump On Canada: ଚୀନ ସମସ୍ତଙ୍କୁ ଗିଳିଦେବ, କାହିଁକି ଏମିତି କହିଲେ ଆମେରିକା ରାଷ୍ଟ୍ରପତି

ପାକିସ୍ତାନରେ ବଡ ଧରଣର ଅଘଟଣ; ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣରେ ୫ ମୃତ, ୧୦ ଗୁରୁତର

January 24, 2026

ନୂଆଦିଲ୍ଳୀ ୨୪।୦୧; ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ । ଶୁକ୍ରବାର ରାତିରେ ଜଣେ ଶାନ୍ତି କମିଟି ସଦସ୍ୟଙ୍କ ବାସଭବନରେ ବିବାହ ଉତ୍ସବ ଚାଲିଥିବା ସମୟରେ ଏକ ଅଘଟଣ ଘଟିଥିଲା। ଏହି ଆକ୍ରମଣର......

ପାକିସ୍ତାନରେ ବଡ ଧରଣର ଅଘଟଣ; ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣରେ ୫ ମୃତ, ୧୦ ଗୁରୁତର

‘ହତ୍ୟାକାରୀ ଫାସିବାଦୀ ୟୁନୁସ…’, ବାଂଲାଦେଶ ଛାଡ଼ିବା ପରେ ପୂର୍ବତନ ପିଏମ୍ ଶେଖ ହସିନାଙ୍କ ପ୍ରଥମ ସାର୍ବଜାନୀନ ଭାଷଣ

January 23, 2026

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ୨୦୨୪ରେ ବାଂଲାଦେଶ ଛାଡ଼ିବା ପରେ ପ୍ରଥମ ଥର ଭାରତରେ କୌଣସି ସାର୍ବଜାନୀନ କାର୍ଯ୍ୟକ୍ରମକୁ ସମ୍ୱୋଧନ କରିଛନ୍ତି । ହସିନା ଏହି ଭାଷଣରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସଙ୍କ......

‘ହତ୍ୟାକାରୀ ଫାସିବାଦୀ ୟୁନୁସ…’, ବାଂଲାଦେଶ ଛାଡ଼ିବା ପରେ ପୂର୍ବତନ ପିଏମ୍ ଶେଖ ହସିନାଙ୍କ ପ୍ରଥମ ସାର୍ବଜାନୀନ ଭାଷଣ

ଜାପାନରେ ମଧ୍ୟାବଧି ନିର୍ବାଚନ ପାଇଁ ବାଟ ଫିଟିଲା, ନିମ୍ନ ସଦନ ଭଙ୍ଗ କଲେ ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ

January 23, 2026

ଟୋକିଓ ୨୩।୧: ଜାପାନରେ ମଧ୍ୟାବଧି ନିର୍ବାଚନ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ ଶୁକ୍ରବାର ସଂସଦର ନିମ୍ନ ସଦନ( ହାଉସ ଅଫ ରିପ୍ରେଜେଣ୍ଟେଟିଭସ୍)କୁ ଭଙ୍ଗ କରିଛନ୍ତି। ଫଳରେ ୮ ମାର୍ଚ୍ଚ ମଧ୍ୟାବଧି ନିର୍ବାଚନ ପାଇଁ ରାସ୍ତା ସଫା......

ଜାପାନରେ ମଧ୍ୟାବଧି ନିର୍ବାଚନ ପାଇଁ ବାଟ ଫିଟିଲା, ନିମ୍ନ ସଦନ ଭଙ୍ଗ କଲେ ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ