ଭୁବନେଶ୍ୱର

R&B ଡିଭିଜନ-୧ ଟଙ୍କା ହେରଫେର ମାମଲାରେ ଏପର୍ଯ୍ୟନ୍ତ ୬ ଗିରଫ, ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ

R&B ଡିଭିଜନ-୧ ଟଙ୍କା ହେରଫେର ମାମଲାରେ ଏପର୍ଯ୍ୟନ୍ତ ୬ ଗିରଫ, ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ

September 27, 2026

ଭୁବନେଶ୍ବର ୨୭।୯: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭୁବନେଶ୍ୱର R&B ଡିଭିଜନ୍-୧ରେ ଭିଜିଲାନ୍ସର ବଡ଼ ଆକ୍ସନ । ସେକ୍ସନ୍ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ଗିରଫ ପରେ ଏବେ ଆଉ ୪ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ହୋଇଛନ୍ତି ଦୀପକ କୁମାର ରାଉତରାୟ, ଲକ୍ଷ୍ମଣ ବିଶ୍ୱାଳ...

ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ନେଲେ IPS ସର୍ବଣା ବିବେକ ଏମ୍.

September 25, 2026

ଭୁବନେଶ୍ବର ୨୫।୯: ରାଜଧାନୀର ଅପରାଧ ନିୟନ୍ତ୍ରଣର ଏବେ ୨୦୧୫ ବ୍ୟାଚ୍ର IPS ଅଧିକାରୀ ଡା. ସର୍ବଣା ବିବେକ ଏମ୍.ଙ୍କ ହାତରେ । ବ୍ରହ୍ମପୁର SP ଭାବେ ଦାୟିତ୍ୱ ସମ୍ଭାଳିବା ପରେ ସେ ଏବେ ଭୁବନେଶ୍ୱର DCP ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ଵର DCP ଭ......

ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ନେଲେ IPS ସର୍ବଣା ବିବେକ ଏମ୍.

Odisha Assembly adjourned: ବିଧାନସଭାରେ MMDR ଝଡ଼, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

September 25, 2026

ଭୁବନେଶ୍ବର ୨୫।୯: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳରେ ବିରୋଧୀଙ୍କ ନାରାବାଜି, ହଟ୍ଟଗୋଳ । MMDR ପ୍ରସଙ୍ଗରେ ବିଜେଡି, କଂଗ୍ରେସ......

Odisha Assembly adjourned: ବିଧାନସଭାରେ MMDR ଝଡ଼, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ରାଜଧାନୀରେ ଫୁଟିଲା ଗୁଳି, ସୋସିଆଲ୍ ମିଡିଆ ଲାଇଭରୁ ତୁମୂଳକାଣ୍ଡ

September 21, 2026

ଭୁବନେଶ୍ୱର ୨୧।୦୯ : ରାଜଧାନୀରେ ଫୁଟିଲା ଗୁଳି । ଫେସବୁକ ଲାଇଭରୁ ତୁମୂଳକାଣ୍ଡ । ଗୁଳି ଶବ୍ଦରେ ଥରିଲା ଘାଟିକିଆ ଅଞ୍ଚଳ । ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା । ଗଣ୍ଡଗୋଳ ଓ ମାଡ଼ପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ଅ......

ରାଜଧାନୀରେ ଫୁଟିଲା ଗୁଳି, ସୋସିଆଲ୍ ମିଡିଆ ଲାଇଭରୁ ତୁମୂଳକାଣ୍ଡ

ଧାର ଟଙ୍କା ନେଇ ଆଉ ଦେଲେନି, ନିର୍ଯାତନା ସହିନପାରି ଜୀବନ ହାରିଲେ ଅଶ୍ୱିନୀ

September 20, 2026

ଭୁବନେଶ୍ୱର ୨୦।୦୯ : ରାଜଧାନୀରେ ଅଘଟଣ । ଧାର ଟଙ୍କା ନପାଇବାରୁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ଏହାପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛ......

ଧାର ଟଙ୍କା ନେଇ ଆଉ ଦେଲେନି, ନିର୍ଯାତନା ସହିନପାରି ଜୀବନ ହାରିଲେ ଅଶ୍ୱିନୀ