Live Live

ରାଜନୀତି

ଆଜି ବି ଧୋଇଗଲା ପ୍ରଶ୍ନକାଳ, ବିଧାନସଭା ସାଢେ ୧୧ ଯାଏଁ ମୁଲତବୀ

ଆଜି ବି ଧୋଇଗଲା ପ୍ରଶ୍ନକାଳ, ବିଧାନସଭା ସାଢେ ୧୧ ଯାଏଁ ମୁଲତବୀ

March 30, 2026

ଭୁବନେଶ୍ୱର ୩୦।୦୩ : ଆଜି ବି ବିଧାନସଭା ଅଚଳ । ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦିନ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୁରୁବାର ରୁକୁଣା ରଥ...

CM Delhi Visit: ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

March 30, 2026

ନୂଆଦିଲ୍ଲୀ ୩୦।୩: ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିଭଳି ସାଂସଦ ମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ଚର୍ଚ୍ଚା ଆଲୋ......

CM Delhi Visit: ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ନବୀନ ନିବାସରୁ ଆସିଛି ଡ଼ାକରା, ଦିନ ୧୦ଟାରେ ହାଜର ହୁଅ CMCର ୧୪ ବିଜେଡି କର୍ପୋରେଟର

March 30, 2026

ଭୁବନେଶ୍ୱର/ କଟକ ୩୦।୦୩ : ନବୀନ ନିବାସରୁ ଆସିଛି ଡ଼ାକରା । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ( କଟକ ମହାନଗ ନିଗମ)ର ୧୪ ଜଣ ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରୁ ଡ଼ାକରା ଆସିଛି । ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଭାତ ବିଶ୍ୱ......

ନବୀନ ନିବାସରୁ ଆସିଛି ଡ଼ାକରା, ଦିନ ୧୦ଟାରେ ହାଜର ହୁଅ CMCର ୧୪ ବିଜେଡି କର୍ପୋରେଟର

ବିଜୁବାବୁଙ୍କ ପ୍ରତି ଅପମାନ: ସାଂସଦଙ୍କ ମନ୍ତବ୍ୟ ପ୍ରତିବାଦରେ ପଦ ଛାଡ଼ିଲେ ସସ୍ମିତ ପାତ୍ର

March 30, 2026

ଭୁବନେଶ୍ବର: ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା......

ବିଜୁବାବୁଙ୍କ ପ୍ରତି ଅପମାନ: ସାଂସଦଙ୍କ ମନ୍ତବ୍ୟ ପ୍ରତିବାଦରେ ପଦ ଛାଡ଼ିଲେ ସସ୍ମିତ ପାତ୍ର

ମାର୍ଚ୍ଚ ୩୦ରେ ବିହାର ବିଧାନପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

March 29, 2026

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୩୦ ମାର୍ଚ୍ଚ ସୋମବାର ବିଧାନପରିଷଦରୁ ଇସ୍ତଫା ଦେବେ। ନୀତିଶଙ୍କ ଏହି ପଦକ୍ଷେପ ସମ୍ପର୍କରେ ଜେଡିୟୁ ବିଧାୟକ ଅନନ୍ତ କୁମାର ସିଂହ ରବିବାର ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ହଁ ସେ ଏହି ପଦକ୍ଷେପ......

ମାର୍ଚ୍ଚ ୩୦ରେ ବିହାର ବିଧାନପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର