Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ବେଆଇନ ଖାଦାନରୁ ମାଟି ଖୋଳିବା ବେଳେ ଅଘଟଣ : ପଥର ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ

ବେଆଇନ ଖାଦାନରୁ ମାଟି ଖୋଳିବା ବେଳେ ଅଘଟଣ : ପଥର ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ

January 16, 2026

ମାଲକାନଗିରି ୧୬।୧: ବେଆଇନ ଖାଦାନରୁ ମାଟି ଖୋଳୁଥିବା ସମୟରେ ପଥର ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାରିଣୀ ମନ୍ଦିର ପଛପଟେ ଥିବା ପଥର କୁଆଁରୀରୁ ବେଆଇନ ଭାବେ ମାଟି ଖୋଳିବା ସମୟରେ ପଥର ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ, ଏବେବି ଆଉ ଜଣେ ଫେରାର

January 16, 2026

ଭୁବନେଶ୍ବର ୧୬।୧: ଭୁବନେଶ୍ବର ଧଉଳିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି । ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ । ସାଗର ଜେନାକୁ ବରଗଡ ଅଞ୍ଚଳରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଗତ ୧୦ ତାରିଖରେ ଜ......

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ, ଏବେବି ଆଉ ଜଣେ ଫେରାର

‘ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ସତର୍କତା ଓ ପ୍ରସ୍ତୁତି ନେଇ ହେବ ଆଲୋଚନା

January 16, 2026

ଭୁବନେଶ୍ୱର: ରାଜ୍ୟରେ ନିପା ଭାଇରସ ସମ୍ପର୍କିତ ସ୍ଥିତି ଓ ପ୍ରତିରୋଧମୂଳକ ପ୍ରସ୍ତୁତିକୁ ନେଇ ଶୁକ୍ରବାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋ......

‘ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ସତର୍କତା ଓ ପ୍ରସ୍ତୁତି ନେଇ ହେବ ଆଲୋଚନା

ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ବିଜୟଙ୍କ ପ୍ରତିକ୍ରିୟା, କହିଲେ ବିଶ୍ୱାସଘାତକ କିଏ ବିଚାର କରିବେ ଲୋକେ

January 16, 2026

ଭୁବନେଶ୍ୱର ୧୬/୦୧: ବିଜେଡିରୁ ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଲେ ବିଜୟ ମହାପାତ୍ର । ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ବିଜୟ ମହାପାତ୍ରଙ୍କ ବଡ଼ ବୟାନ । କହିଲେ କାର୍ଯ୍ୟାନୁଷ୍ଠାନ ପଛରେ ଥାଇପାରେ ଷଡଯନ୍ତ୍ର......

ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ବିଜୟଙ୍କ ପ୍ରତିକ୍ରିୟା, କହିଲେ ବିଶ୍ୱାସଘାତକ କିଏ ବିଚାର କରିବେ ଲୋକେ

ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ଛାଟ, ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ

January 16, 2026

ଭୁବନେଶ୍ୱର ୧୬/୦୧: ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ । ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ । ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର, ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ, ସରକା......

ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ଛାଟ, ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ