- odisha News Category Page:337 -PrameyaNews7
Live Live
Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

Plus Two Result : ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତା ୨୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ

Plus Two Result : ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତା ୨୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ

May 18, 2026

ଭୁବନେଶ୍ବର ୧୮।୦୫ : ଖୁବଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ । ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ । ଏକାସାଙ୍ଗେ ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି...

Mutton Price Hike Impact Non Veg Market: ଭୁବନେଶ୍ୱରରେ ମଟନ୍ କିଲୋ ପ୍ରତି ୫୦ ଟଙ୍କା ବୃଦ୍ଧି, ତଥାପି ହେଲା ପ୍ରାୟ ୪ କୋଟିର ବେପାର

May 18, 2026

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଜାରି ରହିଥିବା ତେଲ ସମସ୍ୟା ଏବଂ ପଡ଼ୋଶୀ ରାଜ୍ୟର ରାଜନୈତିକ ପ୍ରଭାବ ଏବେ ଓଡ଼ିଶାର ଆମିଷ ବଜାର ଉପରେ ପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ମଟନ୍ ଏବଂ ମାଛ ଦର ହଠାତ୍ ବୃଦ୍ଧି ପାଇଛି। ମାତ୍ର ଦୁଇ ଦିନ ମଧ୍ୟରେ ମଟନ୍ କି......

Mutton Price Hike Impact Non Veg Market: ଭୁବନେଶ୍ୱରରେ ମଟନ୍ କିଲୋ ପ୍ରତି ୫୦ ଟଙ୍କା ବୃଦ୍ଧି, ତଥାପି ହେଲା ପ୍ରାୟ ୪ କୋଟିର ବେପାର

Oil Crisis : ଟ୍ରକ ମାଲିକ ମହାସଂଘର ଚେତାବନୀ, ଆଉ ଚଳିବନି ସରକାରଙ୍କ ମନମାନି, ଠପ୍ କରିଦେବୁ ପରିବହନ

May 18, 2026

ଭୁବନେଶ୍ୱର ୧୮।୦୫ : ଇନ୍ଧନ ସଙ୍କଟ ସାଙ୍ଗକୁ ଡିଜେଲ ଦର ବୃଦ୍ଧି ନିହାତି ଭାବେ ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ। ଯାତ୍ରୀବାହୀ ବସର ଭଡ଼ା ବଢ଼ାଇଦେଲେ ସରକାର। ହେଲେ, ଟ୍ରକରେ ମାଲ ପରିବହନ କଥା ଭୁଲିଗଲେ। ଢ଼େର୍ କ୍ଷତି ସହିଲୁ। ଆଉ ସରକାରଙ୍କ......

Oil Crisis : ଟ୍ରକ ମାଲିକ ମହାସଂଘର ଚେତାବନୀ, ଆଉ ଚଳିବନି ସରକାରଙ୍କ ମନମାନି, ଠପ୍ କରିଦେବୁ ପରିବହନ

Puri Jaganath Temple : ବଡ଼ଦେଉଳରେ ବଡ଼ ବିଭ୍ରାଟ, ରାତିସାରା ଅନିଦ୍ରା ରହିଲେ ମହାପ୍ରଭୁ

May 18, 2026

ପୁରୀ ୧୮।୦୫ : ଶନିବାର ରାତି ସାରା ଅନିଦ୍ରା ମହାପ୍ରଭୁ । ହେଲା ନାହିଁ ରାତ୍ର ପହୁଡ଼ ନୀତି । ଶନିବାର ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ରହିଥିଲା ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା । ରାତ୍ର ୮ଟା ୫ ସୁଦ୍ଧା ଜଳକ୍ରୀଡ଼ା ସାରି ବଡ଼ଦେଉ......

Puri Jaganath Temple : ବଡ଼ଦେଉଳରେ ବଡ଼ ବିଭ୍ରାଟ, ରାତିସାରା ଅନିଦ୍ରା ରହିଲେ ମହାପ୍ରଭୁ

Sudden Death : ଆମ୍ବ ତୋଳି ବିଲରେ ବସିଥିଲେ, ହଠାତ୍ ଟଳିପଡ଼ିଲେ, ତାପରେ...

May 18, 2026

ଦିଗପହଣ୍ଡି ୧୮।୦୫ : ଯୁବକଙ୍କ ଆକସ୍ମିକ ମୃତ୍ୟୁ । ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ ଯୁବକ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗାଁର ରଘୁନାଥ ଗୌଡ଼ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ର......

Sudden Death : ଆମ୍ବ ତୋଳି ବିଲରେ ବସିଥିଲେ, ହଠାତ୍ ଟଳିପଡ଼ିଲେ, ତାପରେ...