ରାଜ୍ୟ

ବ୍ରାହ୍ମଣୀ ନଦୀରେ ବିରାଟ ଘାଇ, ତଳିଆ ଅଞ୍ଚଳରେ ପଶିଲା ବନ୍ୟା ପାଣି

ବ୍ରାହ୍ମଣୀ ନଦୀରେ ବିରାଟ ଘାଇ, ତଳିଆ ଅଞ୍ଚଳରେ ପଶିଲା ବନ୍ୟା ପାଣି

July 30, 2026

ଯାଜପୁର ୨୦।୦୭ : ଡରାଇଲାଣି ବ୍ରାହ୍ମଣୀ । ଯାଜପୁର ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ। ବରି ବ୍ଲକ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେହିପରି ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେପଟେ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ । ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବ...

Flood Review: ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ କଥାହେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଗସ୍ତ କରିବେ ବନ୍ୟା ପ୍ରଭାବିତ ଅଞ୍ଚଳ

July 30, 2026

ଭୁବନେଶ୍ବର ୩୦।୭: ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନଙ୍କ ସହ କଥା ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଲୋକସେବା ଭବନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚା......

Flood Review: ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ କଥାହେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଗସ୍ତ କରିବେ ବନ୍ୟା ପ୍ରଭାବିତ ଅଞ୍ଚଳ

ଭଟ୍ଟାରିକା ପୀଠରେ ପଶିଲା ବନ୍ୟାଜଳ, ବାଙ୍କୀ-ବିନ୍ଧାଣୀମା' ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍!

July 30, 2026

ବାଙ୍କୀ: ମହାନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଙ୍କୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ ଜିଲ୍ଲା ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉ......

ଭଟ୍ଟାରିକା ପୀଠରେ ପଶିଲା ବନ୍ୟାଜଳ, ବାଙ୍କୀ-ବିନ୍ଧାଣୀମା' ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍!

Bhadrak farmer rescue: ୨୪ ଘଣ୍ଟା ତାଳଗଛ ଉପରେ ମୃତ୍ୟୁ ସହ ସଂଘର୍ଷ, ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

July 30, 2026

ଭଦ୍ରକ ୩୦।୭: ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ । ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ । ବିଲ କାମ କର......

Bhadrak farmer rescue: ୨୪ ଘଣ୍ଟା ତାଳଗଛ ଉପରେ ମୃତ୍ୟୁ ସହ ସଂଘର୍ଷ, ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ଭାଙ୍ଗିଲା କପର୍ ଡ୍ୟାମ୍: ଖୋଲିଲା ୮ଟି ଗେଟ୍, ବୈତରଣୀ ତଳମୁଣ୍ଡରେ ଆସିବ ବନ୍ୟା

July 30, 2026

ବଡ଼ବିଲ: ଭାଙ୍ଗିଲା ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟା......

ଭାଙ୍ଗିଲା କପର୍ ଡ୍ୟାମ୍: ଖୋଲିଲା ୮ଟି ଗେଟ୍, ବୈତରଣୀ ତଳମୁଣ୍ଡରେ ଆସିବ ବନ୍ୟା