Live Live
LIVE

ରାଜ୍ୟ

ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ

ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ

February 22, 2026

ବାରଙ୍ଗ ୨୨।୨: ଢଳେଇ ବେଳେ ଗୋଟିଏ କଡ଼ ଭୁଶୁଡି ପଡ଼ିଲା ନୟାପାଟଣା ଆମ୍ଭବରେଇ ବିଜୁ ସେତୁ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଛନ୍ତି ଶ୍ରମିକ । ବାରଙ୍ଗ ବ୍ଲକ୍ ପୁରୀ ମେନ୍ କେନାଲ ଉପରେ ଚାଲୁଥିଲା ସେତୁ କାମ । ତେବେ ଖରାପ ଓଲଡିଂ ପାଇଁ ଭାଙ୍ଗି ପଡିଥିଲା ତଳ ରଡ୍ । ଏ ଖବର ବି ପଢ଼ନ୍ତୁ:- ବିଜେପି ଘୋଡା ବେପାରରେ...

ପୁଣି ବଙ୍ଗ ସରକାରଙ୍କ ଦବଙ୍ଗଗିରି, ଓଡ଼ିଶା ସୀମାରେ ଧସେଇ ପଶି ବେଆଇନ ଭାବେ ନିର୍ମାଣ କରୁଛି ରାସ୍ତା

February 22, 2026

ଭୋଗରାଇ ୨୨।୨: ପୁଣି ବଙ୍ଗ ସରକାରଙ୍କ ଦବଙ୍ଗଗିରି । ଦିନ ଦ୍ବିପ୍ରହରରେ ଓଡ଼ିଶା ସୀମା ଭିତରକୁ ଧସେଇ ପଶି ବେଆଇନ ଭାବେ ନିର୍ମାଣ କରୁଛି ରାସ୍ତା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସାହାବାଜିପୁର ନିକଟରେ ଉତ୍ତେଜନା......

ପୁଣି ବଙ୍ଗ ସରକାରଙ୍କ ଦବଙ୍ଗଗିରି, ଓଡ଼ିଶା ସୀମାରେ ଧସେଇ ପଶି ବେଆଇନ ଭାବେ ନିର୍ମାଣ କରୁଛି ରାସ୍ତା

ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ

February 22, 2026

ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ପ୍ରତିକ......

ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ

କରଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

February 22, 2026

ଫୁଲବାଣୀ ୨୨।୦୨ : ପୋଲିସ-ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ଜଙ୍ଗଲରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଯେଉଁଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଯାଏଁ ମୃତ ମାଓବ......

କରଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ଖୋଲିବ କଳାକାରନାମା, ଫରେନସିକ ଲାବ୍ ଯିବ ପୀଡ଼ିତାଙ୍କ ମୋବାଇଲ !

February 22, 2026

ଭୁବନେଶ୍ୱର ୨୨।୦୨ : IRS କ୍ବାର୍ଟର୍ସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଜଣେ IRS ଅଫିସର ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ IRS ଅଫିସରଙ୍କ ନାଁରେ ଦ......

ଖୋଲିବ କଳାକାରନାମା, ଫରେନସିକ ଲାବ୍ ଯିବ ପୀଡ଼ିତାଙ୍କ ମୋବାଇଲ !