Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ଚାଷ ପାଇଁ ଧାର କରଜରେ ବୁଡ଼ିଲେ, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ 'ଇଚ୍ଛାମୃତ୍ୟୁ'

ଚାଷ ପାଇଁ ଧାର କରଜରେ ବୁଡ଼ିଲେ, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ 'ଇଚ୍ଛାମୃତ୍ୟୁ'

June 24, 2026

ପଦ୍ମପୁର ୨୪।୬:  ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା ଯୋଗୁଁ ପୁଣି ଚର୍ଚ୍ଚାରେ ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା । ବ୍ୟବସ୍ଥାର ଚକ୍ରବ୍ୟୂହରେ ଚାପି ହୋଇ ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଜଣେ ଯୁବ ଚାଷୀ । ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ...

ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ’ ବୈଠକ, ମୁଖ୍ୟମନ୍ତ୍ରୀ କହିଲେ- ସମୁଦ୍ର ଆମ ପାଇଁ ସୀମା ନୁହେଁ ନିବେଶର ପ୍ରବେଶ ପଥ

June 24, 2026

ଭୁବନେଶ୍ବର ୨୪।୬:  ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ......

ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ’ ବୈଠକ, ମୁଖ୍ୟମନ୍ତ୍ରୀ କହିଲେ- ସମୁଦ୍ର ଆମ ପାଇଁ ସୀମା ନୁହେଁ ନିବେଶର ପ୍ରବେଶ ପଥ

ଯାତ୍ରା ମାଲିକ-କଳାକାର ବିବାଦ : ରାଜନନ୍ଦିନୀ ମାଲିକ କହିଲେ- ମୋ କଳାକାରଙ୍କୁ କହିବା ପାଇଁ ସେ କିଏ ?

June 24, 2026

ଭଦ୍ରକ ୨୪।୬: ପୁଣି ମୁଣ୍ଡ ଟେକିଲା ଯାତ୍ରାରେ ମାଲିକ ଓ କଳାକାର ବିବାଦ । କଳାକାର ମାନଙ୍କୁ କୁକୁର ବୋଲି କହିଲେ ଯାତ୍ରା ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ । ଯାତ୍ରା କଳାକାର ମାନେ ନିଶାଚର ଓ କୁକୁର ବୋଲି କହିଛନ୍ତି । ସେହିପରି କଳାକାର ମାନଙ୍କୁ ମ......

ଯାତ୍ରା ମାଲିକ-କଳାକାର ବିବାଦ : ରାଜନନ୍ଦିନୀ ମାଲିକ କହିଲେ- ମୋ କଳାକାରଙ୍କୁ କହିବା ପାଇଁ ସେ କିଏ ?

ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ ! ଘରେ ପଶି ଯିଏ ଯାହାକୁ ପାରିଲା ପିଟିଲା

June 24, 2026

ଭୁବନେଶ୍ୱର: ପ୍ରଥମ ପତ୍ନୀ ଥାଇ ଦ୍ଵିତୀୟ ବିବାହ ପଡ଼ିଲା ମହଙ୍ଗା। ପାରିବାରିକ କଳହରୁ ଘର ପାଲଟିଲା ରଣକ୍ଷେତ୍ର। ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ମାରିପିଟ୍ ପର୍ଯ୍ୟନ୍ତ କଥାଗଲା। ଲୁହାରଡ୍ ଓ ପାଇପରେ ଯିଏ ଯାହାକୁ ପାରିଲେ ପିଟିଲେ......

ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ ! ଘରେ ପଶି ଯିଏ ଯାହାକୁ ପାରିଲା ପିଟିଲା

ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ; ଦଳ ସଂଗଠନ ଓ ବିକାଶ ନେଇ ପରାମର୍ଶ ଦେବେ

June 24, 2026

ଭୁବନେଶ୍ବର ୨୪।୬: ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦଳ ସଂଗଠନ, ବିକାଶ ନେଇ ପରାମର୍ଶ ଦେବେ । ଅମିତ ଶାହଙ୍କ ଗସ୍ତ ନେଇ  ଉତ୍ସାହିତ ଥିବା କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ ଆହୁରି ମଧ୍ୟ କହିଛନ୍ତି,......

ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ; ଦଳ ସଂଗଠନ ଓ ବିକାଶ ନେଇ ପରାମର୍ଶ ଦେବେ