ରାଜ୍ୟ

ମାଡ଼ିଆସିଲାଣି ବନ୍ୟା ! ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଗେଟ୍, ହାଇଆଲର୍ଟରେ ତଳମୁଣ୍ଡ !

ମାଡ଼ିଆସିଲାଣି ବନ୍ୟା ! ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଗେଟ୍, ହାଇଆଲର୍ଟରେ ତଳମୁଣ୍ଡ !

July 07, 2026

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବନ୍ୟା ଜଳ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ହୁ ହୁ ହୋଇ ବଢ଼ୁଥିବା ବେଳେ ବନ୍ୟା ଆଶଙ୍କା ଦେଖାଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ...

ମହିଳା କର୍ମଚାରୀଙ୍କୁ ଖୁଲମଖୁଲା 'ଫେବର୍' ମାଗୁଛନ୍ତି ପ୍ରଧାନ ଶିକ୍ଷକ, ପ୍ରତିବାଦ କଲେ ମିଳୁଛି ଚାକିରିରୁ ବାହାର କରିବାର ଧମକ

July 07, 2026

କଳାହାଣ୍ଡି: ସଇତାନ ସାଜିଲେ ଗୁରୁ। ଚରିତ୍ରହୀନ ପ୍ରଧାନ ଶିକ୍ଷକଙ୍କ କଳା କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍। କଳାହାଣ୍ଡି ମଦନପୁର ସରକାରୀ ଏସଏସଡି ସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ନାଁରେ ଆସିଛି ସାଂଘାତିକ......

ମହିଳା କର୍ମଚାରୀଙ୍କୁ ଖୁଲମଖୁଲା 'ଫେବର୍' ମାଗୁଛନ୍ତି ପ୍ରଧାନ ଶିକ୍ଷକ, ପ୍ରତିବାଦ କଲେ ମିଳୁଛି ଚାକିରିରୁ ବାହାର କରିବାର ଧମକ

ବାଘକୁ ମାରି ଟାଙ୍ଗିଦେଲେ ! ନିମ୍ବ ଗଛରେ ଝୁଲୁଛି କଲରା ପତରିଆର ମୃତଦେହ

July 07, 2026

ଆସ୍କା ୭।୭: ନିମ୍ବ ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ । ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଉଦ୍ଧାର । ଫାସରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶିକାରୀ ଫାସ ବସାଇଥିବା ବେଳେ ବାଘର ମ......

ବାଘକୁ ମାରି ଟାଙ୍ଗିଦେଲେ ! ନିମ୍ବ ଗଛରେ ଝୁଲୁଛି କଲରା ପତରିଆର ମୃତଦେହ

ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜଣାପଡିଲା ସତ...

July 07, 2026

କଟକ ୦୭।୦୬: କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା। ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟରେ ମୃତ୍ୟୁ କାରଣ ସଂପର୍କରେ ପୋଲିସ ସ୍ପଷ୍ଟ କରିବ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛ......

ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜଣାପଡିଲା ସତ...

ପାରିବାରିକ କଳହର କରୁଣ ପରିଣତି, ଜୀବନ ହାରିଲେ ସିଆରପିଏଫ୍ ଯବାନ

July 07, 2026

ବାଲିଗୁଡ଼ା ୦୭।୦୬: ପାରିବାରିକ କଳହର କରୁଣ ପରିଣତି । ଜୀବନ ହାରିଲେ ସିଆରପିଏଫ୍ ଯବାନ । ମାନସିକ ଚାପରେ ରହି ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯବାନ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା......

ପାରିବାରିକ କଳହର କରୁଣ ପରିଣତି, ଜୀବନ ହାରିଲେ ସିଆରପିଏଫ୍ ଯବାନ