ମନୋରଞ୍ଜନ

Avika gor: ୨୮ ବର୍ଷରେ ୩ଟି ଘରର ମାଲିକାଣି ଅବିକା ଗୌର, ସ୍ଵାମୀଙ୍କ ବ୍ୟାଙ୍କକକ୍ ଶିଫ୍ଟ ହେଲେ ଅଭିନେତ୍ରୀ

Avika gor: ୨୮ ବର୍ଷରେ ୩ଟି ଘରର ମାଲିକାଣି ଅବିକା ଗୌର, ସ୍ଵାମୀଙ୍କ ବ୍ୟାଙ୍କକକ୍ ଶିଫ୍ଟ ହେଲେ ଅଭିନେତ୍ରୀ

May 12, 2026

ମୁମ୍ଵାଇ ୧୨।୦୫; ମୁମ୍ଵାଇକୁ ଅଲବିଦା କହିଲେ ଟେଲିଅଭିନେତ୍ରୀ ଅବିକାଗୌର୍। ସେ ତାଙ୍କ ସ୍ୱାମୀଙ୍କ ସହ ବ୍ୟାଙ୍କକକଶିଫ୍ଟହୋଇଛନ୍ତି।କିନ୍ତୁଅଭିନେତ୍ରୀଇଣ୍ଡଷ୍ଟ୍ରିରେତାଙ୍କକାମ ଜାରି ରଖିବେ। ଅବିକା ତାଙ୍କ ସ୍ୱାମୀଙ୍କ କ୍ୟାରିଅର ପାଇଁ ବ୍ୟାଙ୍କକକ୍ ଚାଲିଯାଇଛନ୍ତି। ଅଭିନେତ୍ରୀଙ୍କର ସେଠାରେ ଏକ ବିଳାସପୂର୍ଣ୍ଣ ଘର ମଧ୍...

Rana Daggubati Trisha dating : ତ୍ରିଶାଙ୍କ ସହ ମୋର ଥିଲା ସଂପର୍କ, କିନ୍ତୁ ବେଶି ସମୟ ଚାଲିଲାନି...

May 12, 2026

ମୁମ୍ବାଇ : ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବା ପରେ ବାନ୍ଧବୀ ତଥା ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନନଙ୍କୁ ନେଇ ଚର୍ଚ୍ଚା ଜୋର। ଦୁଇଜଣଙ୍କ ଅଫେଆର୍ ଓ ବିବାହକୁ ନେଇ କେତେ କଣ ଚର୍ଚ୍ଚା ହେଉଛି। ଏହାରି ଭିତରେ ତ୍ରିଶାଙ୍କ ପୂର୍ବତନ ପ୍ରେମିକ......

Rana Daggubati Trisha dating : ତ୍ରିଶାଙ୍କ ସହ ମୋର ଥିଲା ସଂପର୍କ, କିନ୍ତୁ ବେଶି ସମୟ ଚାଲିଲାନି...

Trisha Krishnan : ବିଜୟ CM ହେବା ପରେ ତ୍ରିଶା କଲେ ପ୍ରପୋଜ ! ହଇଚଇ ସୃଷ୍ଟି କଲା ଅଭିନେତ୍ରୀଙ୍କ କ୍ରିପ୍ଟିକ୍ ପୋଷ୍ଟ

May 12, 2026

ନୂଆଦିଲ୍ଲୀ ୧୨।୦୫; ସମଗ୍ର ତାମିଲନାଡୁ ଥାଲାପତି ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇକି ଖୁସି ଅନୁଭବ କରୁଛି। ଅଭିନେତା ମେ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଯେଉଁଠାରେ ତାଙ୍କ ରୁମର୍ଡ ଗର୍ଲଫ୍ରେଣ୍ଡ ତ୍ରିଶା କୃ......

Trisha Krishnan : ବିଜୟ CM ହେବା ପରେ ତ୍ରିଶା କଲେ ପ୍ରପୋଜ ! ହଇଚଇ ସୃଷ୍ଟି କଲା ଅଭିନେତ୍ରୀଙ୍କ କ୍ରିପ୍ଟିକ୍ ପୋଷ୍ଟ

ଅଲଗା ହେବେ ମୌନୀ-ସୂରଜ ! ପରସ୍ପରକୁ କଲେ ଅନଫଲୋ, ଡିଲିଟ କରିଦେଲେ ସମସ୍ତ ବିବାହ ଫଟୋ

May 12, 2026

ମୁମ୍ଵାଇ ୧୨।୦୫; ଗ୍ଲାମର ଇଣ୍ଡଷ୍ଟ୍ରିରେ ଲିଙ୍କଅପ୍-ବ୍ରେକଅପ ଓ ଡିଭୋର୍ସ ସାଧାରଣ କଥା ହୋଇଗଲାଣି। ଏବେ ଆଉ ଏକ ଦମ୍ପତିଙ୍କ ବିବାହ ଭାଙ୍ଗିବା ଗୁଜବର ଖବର ଘୁରି ବୁଲୁଛି। ମୌନି ରୟ ଏବଂ ସୂରଜ ନାମ୍ବିଆର ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କ......

ଅଲଗା ହେବେ ମୌନୀ-ସୂରଜ ! ପରସ୍ପରକୁ କଲେ ଅନଫଲୋ, ଡିଲିଟ କରିଦେଲେ ସମସ୍ତ ବିବାହ ଫଟୋ

ମେ ୧୨ରେ ହେବ Cannes 2026 ଉଦଘାଟନ, ଜାଣନ୍ତୁ କେବେ, କିପରି ଓ କେଉଁଠି ଦେଖିବେ Red Carpet ଫେଷ୍ଟିଭାଲ

May 11, 2026

କ୍ୟାନସ୍: ଫ୍ୟାସନର ସବୁଠୁ ବଡ଼ ମହୋତ୍ସବ ‘କ୍ୟାନସ୍-୨୦୨୬’ ମଙ୍ଗଳବାର ମେ ୧୨ ତାରିଖରେ ଉଦଘାଟନ ହେବ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଭାରତୀୟ ତାରକା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଦେଶ-ବିଦେଶର ବଡ଼......

ମେ ୧୨ରେ ହେବ Cannes 2026 ଉଦଘାଟନ, ଜାଣନ୍ତୁ କେବେ, କିପରି ଓ କେଉଁଠି ଦେଖିବେ Red Carpet ଫେଷ୍ଟିଭାଲ