ଖେଳ

ଆନ୍ତଃରାଜ୍ୟ ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ୟୁଆଣ୍ଡମିକୁ ୭ ରନରେ ହରାଇ ଯାଜପୁର ଇଲେଭେନ ଷ୍ଟାର ଚାମ୍ପିଅନ

ଆନ୍ତଃରାଜ୍ୟ ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ୟୁଆଣ୍ଡମିକୁ ୭ ରନରେ ହରାଇ ଯାଜପୁର ଇଲେଭେନ ଷ୍ଟାର ଚାମ୍ପିଅନ

December 14, 2025

ନୀଳଗିରି: ନୀଳଗିରି ଷ୍ଟାଡିୟମ ପରିସରରେ ମହାବୀର କ୍ରିକେଟ କ୍ଲବ ଆନୁକୁଲ୍ୟରେ କୌଶିକ ମେମୋରିଆଲ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଆଜିର ଫାଇନାଲ ମ୍ୟାଚକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଆନୁଷ୍ଠିତ ଭାବେ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚ ବାଲେଶ୍ୱର ୟୁଆଣ...

God Meets G.O.A.T: କ୍ରିକେଟ ଓ ଫୁଟବଲ୍‌ ଇତିହାସରେ ବିରଳ ମୁହୂର୍ତ୍ତ, ମେସିଙ୍କୁ ଭେଟିଲେ ସଚିନ

December 14, 2025

ମୁମ୍ବାଇ: କ୍ରୀଡା ଜଗତରେ "ନମ୍ବର ୧୦" ଜର୍ସିର ପରିଚୟ ଆଣିଥିବା ଦୁଇ କିମ୍ବଦନ୍ତୀ ଖେଳାଳି ପରସ୍ପରକୁ ଭେଟିଛନ୍ତି। ସଚିନ ତେନ୍ଦୁଲକର ଏବଂ ଲିଓନେଲ ମେସି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସାକ୍ଷାତ କରିଛନ୍ତି । ସଚିନ ମେସିଙ୍କୁ ତା......

God Meets G.O.A.T: କ୍ରିକେଟ ଓ ଫୁଟବଲ୍‌ ଇତିହାସରେ ବିରଳ ମୁହୂର୍ତ୍ତ, ମେସିଙ୍କୁ ଭେଟିଲେ ସଚିନ

IND vs SA 3rd T 20: ଭାରତୀୟ ବୋଲରଙ୍କ ଘାତକ ବୋଲିଂ, ୧୧୭ ରନରେ ଆଣ୍ଠେଇଲା ଦ. ଆଫ୍ରିକା

December 14, 2025

ଧର୍ମଶାଳା: ଭାରତୀୟ ବୋଲରଙ୍କ ଘାତକ ବୋଲିଂ। ଧର୍ମଶାଳାରେ ଖେଳା ଯାଉଥିବା ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୭ ରନ କରି ପାରିଛି। ଅଧିନାୟକ ଆଡନ ମାର୍କରାମଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ମ......

IND vs SA 3rd T 20: ଭାରତୀୟ ବୋଲରଙ୍କ ଘାତକ ବୋଲିଂ, ୧୧୭ ରନରେ ଆଣ୍ଠେଇଲା ଦ. ଆଫ୍ରିକା

ଏସିଆ କପରେ ପାକିସ୍ତାନକୁ ୯୦ ରନରେ ହରାଇଲା ଭାରତ, ସେମିଫାଇନାଲ୍ ଟିକେଟ୍ ପକ୍କା !

December 14, 2025

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ୯୦ ରନରେ ପରାସ୍ତ କରିଛି। ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପର ଏହି ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୪୦ ରନ କରିଥିଲା। ଜବାବରେ ପାକିସ୍ତାନ ୧୫୦ ରନରେ ଅଲଆଉଟ୍ ହୋଇଥିଲା।......

ଏସିଆ କପରେ ପାକିସ୍ତାନକୁ ୯୦ ରନରେ ହରାଇଲା ଭାରତ, ସେମିଫାଇନାଲ୍ ଟିକେଟ୍ ପକ୍କା !

IND vs SA 3rd T 20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ୨ଟି ପରିବର୍ତ୍ତନ, ସଞ୍ଜୁ ନିରାଶ

December 14, 2025

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଖେଳା ଯାଉଛି ୩ୟ ଟି-୨୦ ମ୍ୟାଚ୍। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି। ଏହି ମୁକାବିଲା ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ। ଟସ୍ ଜିତି ଭ......

IND vs SA 3rd T 20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ୨ଟି ପରିବର୍ତ୍ତନ, ସଞ୍ଜୁ ନିରାଶ