Live Live
LIVE

ରାଜ୍ୟ

୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ବି ଶିଳାନ୍ୟାସ

୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ବି ଶିଳାନ୍ୟାସ

December 11, 2025

ଭୁବନେଶ୍ୱର ୧୧।୧୨ : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର । ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ସ୍ଥିତ ଓୟୁଏଟିର ଓଡ଼ିଶା କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ୪୨୫ କୋଟି ଟଙ୍କାର ନୂତନ...

ପ୍ରବଳ ଜାଡରେ ଥରୁଛି ଶିମିଳିପାଳ, ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ

December 11, 2025

କରଞ୍ଜିଆ ୧୧।୧୨: ପ୍ରବଳ ଜାଡରେ ଥରୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳରେ ୩ ଡିଗ୍ରୀକୁ ଖସିଲା ପାରଦ । ଜନଜୀବନ ଅସ୍ତବ୍ୟସ୍ତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ । ଏହାର ପାଦଦେଶରେ ଥିବା ଯ......

ପ୍ରବଳ ଜାଡରେ ଥରୁଛି ଶିମିଳିପାଳ, ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ

ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା, ବନବିଭାଗର ଚଢାଉରେ ବିପୁଳ ସାମଗ୍ରୀ ଜବତ

December 11, 2025

କରଞ୍ଜିଆ ୧୧।୧୨ : ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ଦୁଇ ଦିନ ପୂର୍ବରୁ ୨ ଶିକାରୀ ଧରାପଡ଼ିଥିବା ବେଳେ ଏବେ ପୁଣି ୫ ଜଣ ଶିକାରୀଙ୍କୁ ଧରାଇଦେଲା AI ଦ୍ୱାରା ବ୍ୟବହୃତ ଇନ୍ଫ୍ରାରେଡ ଟ୍ରାପ କ୍ୟାମେରା। ଗତ ୯ ତାରିଖରେ ଶିମିଳିପାଳ ଦକ୍ଷିଣ......

ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା, ବନବିଭାଗର ଚଢାଉରେ ବିପୁଳ ସାମଗ୍ରୀ ଜବତ

ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା : ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA

December 11, 2025

ଭୁବନେଶ୍ବର ୧୧।୧୨: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କଲା NIA । ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA I ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ, CPI ମାଓ......

ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା : ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA

ପରୀକ୍ଷା ଦେବାକୁ ଯାଉଥିଲେ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

December 11, 2025

ଗୁ ୧୧।୧୨ : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା କଣ୍ଡାଜାମ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘରୋଇ ବସ୍ ଏବଂ ବାଇକ ମଧ୍ୟରେ ଜୋରଦାର ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଖବର ଅନୁଯାୟୀ, ଦୁଇ ଜଣ ଛାତ୍ର ଆଦି......

ପରୀକ୍ଷା ଦେବାକୁ ଯାଉଥିଲେ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ