ରାଜ୍ୟ

ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

July 25, 2026

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ବର୍ଷାର ପ୍ରକୋପ। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ନୂଆ ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଏହି ଲଘୁଚାପ ସକ୍ରିୟ ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨ ଦିନ...

ମାଡ଼ି ଆସୁଛି ଆଉ ଏକ ଲଘୁଚାପ: ୪ ନଦୀ ଅବବାହିକାରେ ବଢ଼ିବ ବର୍ଷା, ଆଲର୍ଟ କରାଇଲେ ପାଣିପାଗ ବିଜ୍ଞାନୀ

July 25, 2026

ଭୁବନେଶ୍ୱର: ବଙ୍ଗୋପସାଗରରେ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଅଧିକ ରହିବ । ଆସନ୍ତା ୨୬ରୁ ୨୮ ଯାଏଁ ପ......

ମାଡ଼ି ଆସୁଛି ଆଉ ଏକ ଲଘୁଚାପ: ୪ ନଦୀ ଅବବାହିକାରେ ବଢ଼ିବ ବର୍ଷା, ଆଲର୍ଟ କରାଇଲେ ପାଣିପାଗ ବିଜ୍ଞାନୀ

ଶ୍ରୀଗୁଣ୍ଡିଚାରୁ ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାର ଆଗରେ ଲାଗିଲା ତିନି ରଥ

July 24, 2026

ପୁରୀ: ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ରାତି ୧୧ଟା ସୁଦ୍ଧା ତିନି ରଥ ସିଂହଦ୍ବାରରେ ଲାଗିଥିବାବେଳେ, ବାହୁଡ଼ା ଯାତ୍ରାରେ ଖୁବ୍ ଆନନ୍ଦ ଉତ୍ସାହରେ ଭକ୍ତମାନେ ତିନି ର......

ଶ୍ରୀଗୁଣ୍ଡିଚାରୁ ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାର ଆଗରେ ଲାଗିଲା ତିନି ରଥ

ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣା, ଦମ୍ପତିକୁ ବାନ୍ଧିଲା ପୁଲିସ

July 24, 2026

ଭୁବନେଶ୍ବର: ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣାରେ ଦୁଇ ଜଣକୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୁଲିସ। ଦୁଇ ଗିରଫ ହେଲେ ଦୀପକ ଦାସ ଓ ତାଙ୍କ ଦ୍ଵିତୀୟ ପତ୍ନୀ। ଏହି ଦମ୍ପତି ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟ......

ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣା, ଦମ୍ପତିକୁ ବାନ୍ଧିଲା ପୁଲିସ

ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସୂଚନା, ସୁଭଦ୍ରାଙ୍କ ରଥ ନିକଟରେ​‌ ହୋଇପଡ଼ିଥିଲେ ଅସୁସ୍ଥ

July 24, 2026

ପୁରୀ: ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କଟକର ଅବିରାମ ଦାସ (୫୭) ସୁଭଦ୍ରାଙ୍କ ରଥ ନିକଟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ବଗଲା ପ୍ରାଥମ......

ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସୂଚନା, ସୁଭଦ୍ରାଙ୍କ ରଥ ନିକଟରେ​‌ ହୋଇପଡ଼ିଥିଲେ ଅସୁସ୍ଥ