Live Live
LIVE

ରାଜ୍ୟ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାତିଛି ଦନ୍ତା, ରାତିକରେ ହାତୀ ନେଇଛି ୬ ଜୀବନ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାତିଛି ଦନ୍ତା, ରାତିକରେ ହାତୀ ନେଇଛି ୬ ଜୀବନ

January 08, 2026

ରାଉରକେଲା ୦୮/୦୧: ଦନ୍ତା ଆତଙ୍କରେ ଥରହର ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମା । ରାତିକରେ ହାତୀ ନେଇଛି ୬ ଜୀବନ । ମୃତକ ହେଲେ ୫୨ ବର୍ଷୀୟ ସନାତନ ମେରାଲ ଓ ତାଙ୍କ ୫୦ ବର୍ଷୀୟ ପତ୍ନୀ ଜୋଲେକା । ଏମିତିକି ୮ ବର୍ଷର ଝିଅ ଓ ୫ ବର୍ଷର ପୁଅ ଦମୟନ୍ତୀର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ହେଲେ ୪୮ ବର୍ଷୀୟ ଗୁରୁଚରଣ ଲାଗୁରୀ, ୨୨ ବର...

ମାଘରେ କଲବଲ କରୁଛି ବାଘୁଆ ଜାଡ଼, ଅସହ୍ୟ ଥଣ୍ଡାରେ ଥରୁଛି ସାରା ରାଜ୍ୟ

January 08, 2026

ଭୁବନେଶ୍ୱର ୦୮/୦୧: ସାରା ରାଜ୍ୟରେ ଅସମ୍ଭାଳ ଥଣ୍ଡା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ ଅନୁଭୂତ ହେଉଛି । ସକାଳୁ କୁହୁଡ଼ି ସାଙ୍ଗକୁ ଶୀତୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ ରାଜଧାନୀରେ ବାଘୁଆ ଶୀତ । ସକାଳ ୫ଟା ୩୦ ମିନିଟ ସମୟରେ......

ମାଘରେ କଲବଲ କରୁଛି ବାଘୁଆ ଜାଡ଼, ଅସହ୍ୟ ଥଣ୍ଡାରେ ଥରୁଛି ସାରା ରାଜ୍ୟ

ନ୍ୟୁଜ୭ର ସାମ୍ବାଦିକା ଶିଲା ପଟ୍ଟନାୟକଙ୍କୁ ଭଦ୍ରକ ସାମ୍ବାଦିକ ଓ ପ୍ରଶାସନର ଶ୍ରଦ୍ଧାଞ୍ଜଳି

January 07, 2026

ଭଦ୍ରକ: ନ୍ୟୁଜ୭ର ସାମ୍ବାଦିକା ଶିଲା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୀପ ଦାନ ସହ ନୀରବ ପ୍ରାର୍ଥନା କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଏକ ଶୋକ ସଭା ଆୟୋଜିତ ହୋଇଛି । ସଡକ ଦୁର୍ଘଟଣ......

ନ୍ୟୁଜ୭ର ସାମ୍ବାଦିକା ଶିଲା ପଟ୍ଟନାୟକଙ୍କୁ ଭଦ୍ରକ ସାମ୍ବାଦିକ ଓ ପ୍ରଶାସନର ଶ୍ରଦ୍ଧାଞ୍ଜଳି

ପାରିବାରିକ କଳହର କୁପରିଣତି, ହାତ-ଗୋଡ଼ କାଟି ଭାଇକୁ ମାରି ଦେଲା ସମ୍ପର୍କୀୟ ଭାଇ

January 07, 2026

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସମଲେଇସର ଗାଁରେ ଅଭାବନୀୟ ଘଟଣା। ଭାଇ ଭୁଲିଗଲା ସଂପର୍କର ପରିଭାଷା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭାଇକୁ ମାରି ଦେଲା ସମ୍ପର୍କ ଭାଇ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ......

ପାରିବାରିକ କଳହର କୁପରିଣତି, ହାତ-ଗୋଡ଼ କାଟି ଭାଇକୁ ମାରି ଦେଲା ସମ୍ପର୍କୀୟ ଭାଇ

ଖଳାରେ ନିଆଁ ଲାଗି ୨ ଏକର ଧାନ ଭସ୍ମ, ଚିନ୍ତାରେ ଚାଷୀ

January 07, 2026

ଝରିଗାଁ: ​​​​​​​ଏଥର ଭଲ ଚାଷ ହୋଇଥିଲା। ଚାଷୀଟି ଆଶା କରିଥିଲା ଧାନ ବିକି ଦୁଇ ପଇସା ରୋଜଗାର କରିବ। ଖୁସି ମନରେ ଧାନ କାଟି ଖଳାରେ ରଖିଥିଲା। ହେଲେ କେଇ ମିନିଟରେ ସବୁ କିଛି ଉଜୁଡ଼ିଗଲା। ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପାଣି ଫଟକା ପରି ମିଳେଇ......

ଖଳାରେ ନିଆଁ ଲାଗି ୨ ଏକର ଧାନ ଭସ୍ମ, ଚିନ୍ତାରେ ଚାଷୀ