Live Live
LIVE

ରାଜ୍ୟ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ୫ କିମି ଭାରରେ ବୁହା ହେଲେ ରୋଗୀ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ୫ କିମି ଭାରରେ ବୁହା ହେଲେ ରୋଗୀ

January 20, 2026

ଦିଗପହଣ୍ଡି ୨୦।୦୧ : ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଦୋଳାରେ ବୁହା ହେଲେ ରୋଗୀ । ୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା । ଖବର ଅନୁଯାୟୀ, ଆଞ୍ଚୁପା ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗରେ ଆକ୍ର...

ଚିଲିକାରେ ଡଲଫିନ୍‌ଙ୍କ ସଂଖ୍ୟା କେତେ? : ଆଜିଠୁ ଗଣନା କରୁଛନ୍ତି ୧୮ଟି ଟିମ୍

January 20, 2026

ବ୍ରହ୍ମଗିରି ୨୦/୦୧: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । କେତେ ସଂଖ୍ୟାରେ ଅଛନ୍ତି ଡଲଫିନ ଗଣୁଛି ବନ ବିଭାଗ। ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିପାଇଁ ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଛି ଡିଏ......

ଚିଲିକାରେ ଡଲଫିନ୍‌ଙ୍କ ସଂଖ୍ୟା କେତେ? : ଆଜିଠୁ ଗଣନା କରୁଛନ୍ତି ୧୮ଟି ଟିମ୍

ସରିନି ଶୀତ, ଡରାଇଲାଣି ଖରା ପ୍ରକୋପ : ସ୍ୱାଭାବିକ ଠାରୁ ଅଧିକ ରହୁଛି ଦିନ ତାପମାତ୍ରା

January 20, 2026

ଭୁବନେଶ୍ୱର ୨୦।୦୧ : ଶୀତ ଯାଇନି। ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି। ଏପଟେ ଡରାଇଲାଣି ଖରା ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ......

ସରିନି ଶୀତ, ଡରାଇଲାଣି ଖରା ପ୍ରକୋପ : ସ୍ୱାଭାବିକ ଠାରୁ ଅଧିକ ରହୁଛି ଦିନ ତାପମାତ୍ରା

ଏକ ନମ୍ବର ହାଟରେ ପୁଣି ଲାଗିଲା ନିଆଁ, ଜଳିଗଲା ୫୦ ଦୋକାନ

January 20, 2026

ଭୁବନେଶ୍ୱର ୨୦।୦୧ : ଜଳିଲା ପୁଣି୧ ନମ୍ବର ହାଟ। କ୍ୟାପିଟାଲ ଥାନା ସଂଲଗ୍ନ ଉଠା ଦୋକାନରେ ଅଗ୍ନିକାଣ୍ଡ। ଭୟଙ୍କର ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା ଜିନିଷପତ୍ର । ପାଖାପାଖି ୫୦ଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ......

ଏକ ନମ୍ବର ହାଟରେ ପୁଣି ଲାଗିଲା ନିଆଁ, ଜଳିଗଲା ୫୦ ଦୋକାନ

ରାଜସ୍ଵ ଆଇନର ହେବ ସଂଶୋଧନ, ବଦଳିବ ୪୫ ବର୍ଷର ପୁରୁଣା ଆଇନ

January 19, 2026

ଭୁବନେଶ୍ଵର: ରାଜସ୍ଵ ଆଇନର ହେବ ସଂଶୋଧନ। ଚିଠା ତାଲିକା ଉପରେ ହୋଇଛି ଆଲୋଚନା। ବଦଳିବ ୪୫ ବର୍ଷର ପୁରୁଣା ଆଇନ। ସମୟପୋଯୋଗି ଆଇନ୍ ହେବ। ସମସ୍ତ ରାଜସ୍ଵଆଇନକୁ ଅଧ୍ୟୟନ କରି ସଂଶୋଧନ କରିବ ରାଜସ୍ବ ବିଭାଗ। ହଟିବ ଅବ୍ୟବହୃତ ଆଇନ।ଏହାର ସୂଚନା ଦେଇ......

ରାଜସ୍ଵ ଆଇନର ହେବ ସଂଶୋଧନ, ବଦଳିବ ୪୫ ବର୍ଷର ପୁରୁଣା ଆଇନ