Live Live

ରାଜ୍ୟ

ଅପେରା ଦେଖି ଘରକୁ ଫେରୁଥିଲେ ; ରାସ୍ତାରେ ଅଟକାଇଲେ, ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିଦେଲେ

ଅପେରା ଦେଖି ଘରକୁ ଫେରୁଥିଲେ ; ରାସ୍ତାରେ ଅଟକାଇଲେ, ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିଦେଲେ

April 02, 2026

କେନ୍ଦ୍ରାପଡ଼ା ୨।୪: ଦାଦାବଟି ମାଗି ବିଫଳ ହେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗ୍ରାମରେ ଘଟିଛି ଏହି ଘଟଣା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଜୟ ସ୍ବାଇଁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅଜୟ ଗୁରୁବାର ବିଳମ୍ବିତ ରାତିରେ ଅପେରା...

Border Tension: ଓଡ଼ିଆଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର, ପକ୍କା ରାସ୍ତା ନିର୍ମାଣକୁ ବନ୍ଦ କଲା ରାୟଗଡ଼ା ପ୍ରଶାସନ, ସୀମାନ୍ତ ଗାଁରେ ଅସନ୍ତୋଷ

April 02, 2026

ରାୟଗଡ଼ା ୨।୪: ଓଡ଼ିଶା ସୀମାରେ ଅନାଧିକାର ଭାବେ ପ୍ରବେଶ କରୁଛି ଆନ୍ଧ୍ର ପ୍ରଶାସନ । ସୀମାରେ ରହୁଥିବା ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରୁଛି । ଆନ୍ଧ୍ର ସରକାରଙ୍କ ଯୋଜନାକୁ ନେଇ ସୀମାରେ ଆରମ୍ଭ କରୁଛି ବିବାଦ । ଓଡ଼ିଶାର ସୀମାରେ ବିଭେଦ ମଧ୍ୟ......

Border Tension: ଓଡ଼ିଆଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର, ପକ୍କା ରାସ୍ତା ନିର୍ମାଣକୁ ବନ୍ଦ କଲା ରାୟଗଡ଼ା ପ୍ରଶାସନ, ସୀମାନ୍ତ ଗାଁରେ ଅସନ୍ତୋଷ

ଅଶାନ୍ତ ଚିକିଟି, ଘର ଆଗରେ ଫୁଟିଲା ଦୁଇଟି ବୋମା

April 02, 2026

ଦିଗପହଣ୍ଡି ୦୨।୦୪ : ଗଞ୍ଜାମ ପୁଣି ଅଶାନ୍ତ । ଚିକିଟିରେ ଫୁଟିଲା ଦୁଇଟି ବୋମା । ବାଇକରେ ଆସି ଘର ଉପରକୁ ବୋମା ଫିଙ୍ଗି ଫେରାର ହେଲେ ଦୁଇ ଦୁର୍ବୃତ୍ତ । କେ. ନୂଆଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବି......

ଅଶାନ୍ତ ଚିକିଟି, ଘର ଆଗରେ ଫୁଟିଲା ଦୁଇଟି ବୋମା

ନୂଆ ଝିଅ ସହ ବୁଲୁଥିଲା ପ୍ରେମିକ, ମୁହଁକୁ ଛେପ ପକେଇଦେଲା ପ୍ରଥମ ପ୍ରେମିକା, ଓଭରବ୍ରିଜ୍ ଉପରେ ଚାଲିଲା ଡ୍ରାମା

April 02, 2026

ସମ୍ବଲପୁର ୦୨।୦୪ : ରାସ୍ତାରେ ପଡ଼ିଲା ତ୍ରିକୋଣୀୟ ପ୍ରେମ । ପୁରୁଷ ବନ୍ଧୁ ଦ୍ୱିତୀୟ ପ୍ରେମିକାଙ୍କୁ ନେଇ ଯାଉଥିବା ସମୟରେ ପ୍ରଥମ ପ୍ରେମିକା ସହ ଫାଟକ ଓଭରବ୍ରିଜ୍ ଉପରେ ତୁମୁଳକାଣ୍ଡ । କଥା କଟାକଟିରୁ ଆରମ୍ଭ ହୋଇଥିବା ଏହି ଝଗଡ଼ା ଚୁଟି ଝିଙ୍କାଝ......

ନୂଆ ଝିଅ ସହ ବୁଲୁଥିଲା ପ୍ରେମିକ, ମୁହଁକୁ ଛେପ ପକେଇଦେଲା ପ୍ରଥମ ପ୍ରେମିକା, ଓଭରବ୍ରିଜ୍ ଉପରେ ଚାଲିଲା ଡ୍ରାମା

Chaudwar Jail Escape Case : ୬ ମାସ ପରେ ସଫଳତା, ଜେଲରୁ ଫେରାର୍‌ ୨ୟ କଏଦୀ ଗିରଫ

April 02, 2026

କଟକ ୦୨।୦୪ : ୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା......

Chaudwar Jail Escape Case : ୬ ମାସ ପରେ ସଫଳତା, ଜେଲରୁ ଫେରାର୍‌ ୨ୟ କଏଦୀ ଗିରଫ