ରାଜ୍ୟ

ପଦ୍ମ ଧରିପାରନ୍ତି ବିଜେଡି ଛାଡିଥିବା ଭଦ୍ରକର ୩ ବ୍ଲକ୍ ଅଧ୍ୟକ୍ଷ, ଇସାରା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ

ପଦ୍ମ ଧରିପାରନ୍ତି ବିଜେଡି ଛାଡିଥିବା ଭଦ୍ରକର ୩ ବ୍ଲକ୍ ଅଧ୍ୟକ୍ଷ, ଇସାରା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ

November 30, 2025

ଭୁବନେଶ୍ବର ୩୦।୧୧: ପଦ୍ମ ଧରି ପାରନ୍ତି ବିଜେଡି ଛାଡିଥିବା ଭଦ୍ରକର ୩ ବ୍ଲକ୍ ଅଧ୍ୟକ୍ଷ । ବିଜେପି ହେଉଛି ସମୁଦ୍ର, ନଦୀ ଆସି ସମୁଦ୍ରରେ ମିଶିବେ କହି ଇସାରା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ, ଭଣ୍ଡାରୀପୋଖରୀ ବ୍ଲକ୍ ଅଧ୍ୟକ୍ଷା ଏବଂ ବନ୍ତ ବ୍ଲକ୍ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ପୂର୍ବରୁ ମୋ ସହ ଆ...

ଦୀର୍ଘ ୨୦ଘଣ୍ଟା ହେଲା ଘରେ ପଡିଛି ବୃଦ୍ଧାଙ୍କ ମୃତଦେହ : ହୋଇପାରୁନି ସତ୍କାର, ସନ୍ଦେହଘେରରେ କାରଣ

November 30, 2025

ଆସିକା ୩୦।୧୧: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ ଗାଁରେ ଅଭାବନୀୟ ଘଟଣା l ଦୀର୍ଘ ୨୦ ଘଣ୍ଟା ହେଲା ଗାଁର ଗୋଟିଏ ଘରେ ଜଣେ ବୃଦ୍ଧାଙ୍କ ଶବ ପଡ଼ିରହିଛି । ହେଲେ ଶବ ସତ୍କାର ହୋଇପାରୁନି l ମୃତ ବୃଦ୍ଧା ଜଣଙ୍କ ୬୫ ବର୍ଷୀୟ ଏସ୍.......

ଦୀର୍ଘ ୨୦ଘଣ୍ଟା ହେଲା ଘରେ ପଡିଛି ବୃଦ୍ଧାଙ୍କ ମୃତଦେହ : ହୋଇପାରୁନି ସତ୍କାର, ସନ୍ଦେହଘେରରେ କାରଣ

ଅଙ୍ଗନଓ୍ବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ଲାଗିବ ତେଲ ବୋର୍ଡ ; କେଉଁ ଖାଦ୍ୟରେ କେତେ ତେଲ ଦର୍ଶାଇବାକୁ ନିର୍ଦ୍ଦେଶ

November 30, 2025

ଭୁବନେଶ୍ବର ୩୦।୧୧: ସରକାରକୁ ଜଙ୍କ୍ ଫୁଡ୍ ଚିନ୍ତା । ତେଲ ବୋର୍ଡ ଲଗାଇବେ ସରକାର । କେଉଁ ଖାଦ୍ୟରେ ଅଛି କେତେ ତେଲ, ତାକୁ ଖାଇଲେ କ’ଣ ହେବ, ସେ ନେଇ ତେଲ ବୋର୍ଡ ଜରିଆରେ ସଚେତନ କରାଯିବ । ଏନେଇ ସବୁ ଜିଲ୍ଲପାଳଙ୍କୁ ମହିଳା ଓ ଶିଶୁ ବିକ......

ଅଙ୍ଗନଓ୍ବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ଲାଗିବ ତେଲ ବୋର୍ଡ ; କେଉଁ ଖାଦ୍ୟରେ କେତେ ତେଲ ଦର୍ଶାଇବାକୁ ନିର୍ଦ୍ଦେଶ

କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା : ୧୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ

November 30, 2025

ବୌଦ୍ଧ ୩୦।୧୧: ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା । ହରଭଙ୍ଗା ବ୍ଲକ୍ର ୮ଟି ସ୍କୁଲର ୧୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ସନ । ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ।......

କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା : ୧୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ

ବେଆଇନ୍ ଖଣି କାରବାର ଉପରେ ଲାଗିବ ରୋକ, ବିଭାଗ ଆଣିଲା ନୂଆ ନିୟମ

November 30, 2025

ଭୁବନେଶ୍ୱର ୩୦।୧୧ : ଆସିଲା ନୂଆ ନିୟମ । ବେଆଇନ ଖଣି କାରବାରରେ ଲାଗି ରୋକ୍ । ଖଣି କାରବାର ସହ ଖଣିଜ ପରିବହନ ସଂରକ୍ଷଣ, ପରିବହନ ଉପରେ ନଜର ରଖାଯିବ। ଏପିରିକି ଖଣି ଉତ୍ତୋଳନ ଠାରୁ ପରିବହନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ଲାଇସେନ୍......

ବେଆଇନ୍ ଖଣି କାରବାର ଉପରେ ଲାଗିବ ରୋକ, ବିଭାଗ ଆଣିଲା ନୂଆ ନିୟମ