ନୂଆଦିଲ୍ଲୀ ୩୦/ ୧୦: ମରୁଭୂମି ଭିତରେ ଏକ ରହସ୍ୟଭରା ସ୍ଥାନ । ସେଠାକୁ ଆସନ୍ତି କି ଅନ୍ୟ ଗ୍ରହର ଜୀବ । ଏଲିଅନ୍ ମାନେ ଆସନ୍ତି ଆଉ ଘଟେ ଅନେକ ଆଶ୍ଚର୍ଯ୍ୟକର ଘଟଣା । ନା ଏଠି ଏକ ବିଶ୍ବ ମହାଶକ୍ତିର ଗୁପ୍ତ ସାମରିକ କାର୍ଯ୍ୟକ୍ରମ ସବୁ ଚାଲେ , ବେଶ୍ ଗୁପ୍ତ କିନ୍ତୁ ଭୟାନକ । ପୃଥିବୀରେ ଏହି ରହସ୍ୟମୟ ସ୍ଥାନର ରହସ୍ୟ ରେ ସତ୍ୟତା କେତେ ? ନା ଗୁଜବ ବେଶି ? ରହସ୍ୟ ମଣିଷ କୃତ ନା ବିଜ୍ଞାନର ନିୟନ୍ତ୍ରଣ ବାହାରେ ? ପୃଥିବୀର ଅନ୍ୟ ଏକ ରହସ୍ୟ ତଥା ବିସ୍ମୟ ଭରା ସ୍ଥାନ AREA 51 ।କଣ , କିପରି କାହିଁକି ଏ ରହସ୍ୟ

Watch Video: ନିଷିଦ୍ଧାଞ୍ଚଳ AREA 51ରେ କ’ଣ ଘଟୁଛି?ଲିଙ୍କ୍‌ରେ କ୍ଲିକ କରନ୍ତୁ…