Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ରାଜଧାନୀରେ ଚାଞ୍ଚଲ୍ୟ, ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ

ରାଜଧାନୀରେ ଚାଞ୍ଚଲ୍ୟ, ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ

May 26, 2026

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାମ ଗୋଲଡି। ସେ ମନିଷା ନାମରେ ଜଣାଶୁଣା। ସେ ସହୀଦ ନଗରରେ କାମ କରୁଥିଲେ। ଏକ ଭଡ଼ା ଘରେ ରହୁଥିଲେ।  ତେବେ ମନୀଷା କଣ ପାଇଁ ଚରମ ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି। ତାକୁ ନେଇ ତଦନ୍ତ ଆରମ୍ଭ କରିଛି...

Jitu Munda : ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜିତୁ ମୁଣ୍ଡା, ଖୁବଶୀଘ୍ର ହେବ ଘୋଷଣା !

May 26, 2026

ଭୁବନେଶ୍ୱର ୨୬।୦୫ : ଚର୍ଚ୍ଚାରେ ପୁଣି ଜିତୁ ମୁଣ୍ଡା । ଭଉଣୀଙ୍କ ଗଳିତ ମୃତଦେହ ନେଇ ବ୍ୟାଙ୍କ ନେବା ଘଟଣାଠୁ ଚର୍ଚ୍ଚାରେ ଥିବା ଥିବା ଜିତୁ ମୁଣ୍ଡା ଏବେ ଆଉ ଏକ ଘଟଣାକୁ ନେଇ ଲୋକଲୋଚନକୁ ଆସିଛନ୍ତି । ଜିତୁ ମୁଣ୍ଡା ଆଗାମୀ ନିର୍ବାଚନରେ ଲଢିପ......

Jitu Munda : ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜିତୁ ମୁଣ୍ଡା, ଖୁବଶୀଘ୍ର ହେବ ଘୋଷଣା !

Odisha Police : ଆକ୍ସନରେ ବ୍ରହ୍ମପୁର ପୋଲିସ, ୯ ଦିନରେ ୫ ଅପରାଧୀଙ୍କୁ ଏନ୍‌କାଉଣ୍ଟର

May 26, 2026

ବ୍ରହ୍ମପୁର ୨୬।୦୫ : ସାବାଡ ହେବେ ଅପରାଧୀ । ବ୍ରହ୍ମପୁରରେ ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ବେଳେ ଆକ୍ସନ୍ ମୋଡରେ ପୋଲିସ୍ । ୯ ଦିନରେ ପୋଲିସ ୫ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପ......

Odisha Police : ଆକ୍ସନରେ ବ୍ରହ୍ମପୁର ପୋଲିସ, ୯ ଦିନରେ ୫ ଅପରାଧୀଙ୍କୁ ଏନ୍‌କାଉଣ୍ଟର

Ratha Yatra 2026 : ସୁରୁଖୁରୁରେ ଚାଲିଛି ତିନି ରଥର ନିର୍ମାଣ କାମ, ଚାଲିଛି ଚଉପଟ କାର୍ଯ୍ୟ

May 26, 2026

ପୁରୀ ୨୬।୦୫ : ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥ ନିର୍ମାଣ ସହିତ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟକୁ ବିଶ୍ଵକର୍ମା, ଭୋଇ, କରତୀ, କମାର, ରୂପକାର ଓ ପାହି ମହାରଣା ମ......

Ratha Yatra 2026 : ସୁରୁଖୁରୁରେ ଚାଲିଛି ତିନି ରଥର ନିର୍ମାଣ କାମ, ଚାଲିଛି ଚଉପଟ କାର୍ଯ୍ୟ

Debashish Samantaray Joins BJP : ସୋମବାର ଶଙ୍ଖକୁ ବାଏ ବାଏ, ମଙ୍ଗଳବାର ଧରିପାରନ୍ତି ପଦ୍ମ...

May 26, 2026

ଭୁବନେଶ୍ୱର ୨୬।୦୫ : ବିଜେପିରେ ଯୋଗ ଦେବେ ଦେବାଶିଷ ସାମନ୍ତରାୟ । ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଗତକାଲି ବିଜେଡି ଛାଡ଼ିଥିଲେ। ଉଭୟ ଦଳରୁ ଓ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟ......

Debashish Samantaray Joins BJP : ସୋମବାର ଶଙ୍ଖକୁ ବାଏ ବାଏ, ମଙ୍ଗଳବାର ଧରିପାରନ୍ତି ପଦ୍ମ...