ରାଜ୍ୟ

ଅଢ଼େଇ ଲକ୍ଷ ଟଙ୍କା ନେଇ ସ୍କୁଟରରେ ଯାଉଥିଲେ SCB ଆସୋସିଏଟ୍‌ ପ୍ରଫେସର, ମାଡ଼ିବସିଲା ଭିଜିଲାନ୍ସ

ଅଢ଼େଇ ଲକ୍ଷ ଟଙ୍କା ନେଇ ସ୍କୁଟରରେ ଯାଉଥିଲେ SCB ଆସୋସିଏଟ୍‌ ପ୍ରଫେସର, ମାଡ଼ିବସିଲା ଭିଜିଲାନ୍ସ

January 29, 2026

କଟକ ୨୯।୧: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା । ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରାଙ୍କୁ ଧରିଲା ଭିଜିଲାନ୍ସ । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ତେବେ ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥି...

ଗୋଦାମ କାନ୍ଥରେ ୨ ଫୁଟର ସୁଡଙ୍ଗ ; ଦୁର୍ବୃତ୍ତ ନେଇଗଲେ ପେଟି ପେଟି ସିଗାରେଟ୍, ପଡ଼ିଛି ଚିପ୍ସ ପ୍ୟାକେଟ୍

January 29, 2026

କାମାକ୍ଷାନଗର ୨୯।୧: ଅଧ ରାତିରେ ଆସିଲେ । ଗୋଦାମ ପଛପଟ କାନ୍ଥରେ ୨ ଫୁଟର ସୁଡ଼ଙ୍ଗ ଖୋଳିଲେ । ଗୋଦାମ ଭିତରେ ପଶିଲେ ଦୁଇ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସିଗାରେଟ୍ ବୋହିନେଲେ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୋଦରବିଲି ଗାଁ ସ୍ଥିତ......

ଗୋଦାମ କାନ୍ଥରେ ୨ ଫୁଟର ସୁଡଙ୍ଗ ; ଦୁର୍ବୃତ୍ତ ନେଇଗଲେ ପେଟି ପେଟି ସିଗାରେଟ୍, ପଡ଼ିଛି ଚିପ୍ସ ପ୍ୟାକେଟ୍

ଖଣ୍ଡଗିରି ମାଘ ମେଳା ପରେ ଜୋରଦାର ଚେକିଂ କରିବ BMC, ଗୁଟ୍‌ଖା ବିକ୍ରି କଲେ ବାତିଲ ହେବ ଲାଇସେନ୍ସ

January 29, 2026

ଭୁବନେଶ୍ବର ୨୯।୧: ଜାରି ହୋଇଛି ସରକାରଙ୍କ ଗୁଟ୍ଖା ନିଷେଧ ଆଇନ । ଏହି ଆଇନକୁ କାର୍ଯ୍ୟକାରୀ ପାଇଁ ବିଏମସି ଦାୟିତ୍ଵ ନେଇଥିବା ବେଳେ ଭେଣ୍ଡିଂ ଜୋନ ଏବଂ ଓମ୍ଫେଡ ବୁଥ୍ରେ ଗୁଟ୍ଖା ବିକ୍ରି ଉପରେ ଲାଗିଛି କଟକଣା । କିନ୍ତୁ କିଛି ବ୍ୟବସାୟୀ ସରକାର......

ଖଣ୍ଡଗିରି ମାଘ ମେଳା ପରେ ଜୋରଦାର ଚେକିଂ କରିବ BMC, ଗୁଟ୍‌ଖା ବିକ୍ରି କଲେ ବାତିଲ ହେବ ଲାଇସେନ୍ସ

ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ, କଳିକେଶ ସାଙ୍ଗଠନିକ ଦାୟିତ୍ୱରେ ତ ଅଛନ୍ତି ପୁଣି ନେତୃତ୍ୱ କ’ଣ ଦିଆଯିବ ?

January 29, 2026

ଭୁବନେଶ୍ବର ୨୯।୧: କିଏ କାହାକୁ ସନ୍ତୁଷ୍ଟ କରିବାକୁ କିମ୍ବା କେଉଁ ପରିପ୍ରେକ୍ଷୀରେ କିଏ କ’ଣ କହୁଛି ତାଙ୍କୁ ପଚାରିଲେ ସେ ତାଙ୍କ ମତାମତ ଦେଇ ପାରିବେ । କଳିକେଶ ନରାୟଣ ସିଂହଦେଓଙ୍କୁ ବିଜେଡି ଦାୟିତ୍ୱ ଦେବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ର......

ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ, କଳିକେଶ ସାଙ୍ଗଠନିକ ଦାୟିତ୍ୱରେ ତ ଅଛନ୍ତି ପୁଣି ନେତୃତ୍ୱ କ’ଣ ଦିଆଯିବ ?

ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିସାରିଛି, ସମୟକୁ ଅପେକ୍ଷା କରନ୍ତୁ

January 29, 2026

ଭୁବନେଶ୍ବର ୨୯।୧: ରାଜ୍ୟସଭା ନିର୍ବାଚନରେ ଦୁଇଟି ସିଟ୍ ନେବ ବିଜେଡି । ରାଜ୍ୟସଭାରେ ଖାଲି ହେଉଥିବା ୪ଟି ଆସନରୁ ବିଜେଡି ଦୁଇଟି ଆସନରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ଏଥିପାଇଁ ବିଜେଡି ରଣନୀତି ପ......

ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିସାରିଛି, ସମୟକୁ ଅପେକ୍ଷା କରନ୍ତୁ