ରାଜ୍ୟ

ନାବାଳିକାଙ୍କୁ ଜୋର ଜବରଦସ୍ତି ବିବାହ ଉଦ୍ୟମ, ବାପା ଏବଂ ଯୁବକଙ୍କୁ ଉଠାଇନେଲା ପୋଲିସ

ନାବାଳିକାଙ୍କୁ ଜୋର ଜବରଦସ୍ତି ବିବାହ ଉଦ୍ୟମ, ବାପା ଏବଂ ଯୁବକଙ୍କୁ ଉଠାଇନେଲା ପୋଲିସ

May 24, 2026

ବାଲେଶ୍ୱର ୨୪।୫: ବାଲେଶ୍ୱର ଜିଲ୍ଲା ସଦର ଥାନା କଞ୍ଚନିବାଗ ଅଞ୍ଚଳରେ ନାବାଳିକାଙ୍କୁ ଜୋର ଜବରଦସ୍ତି ବିବାହ କରାଇବା ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ୧୭ ବର୍ଷର ଜଣେ ନାବାଳିକାଙ୍କୁ ପରିବାର ଲୋକେ ଜବରଦସ୍ତି ବିବାହ କରାଇବାକୁ ଉଦ୍ୟମ କରୁଥିଲେ । ତେବେ ନାବାଳିକା ଏହି ବିବାହରେ ଅରାଜି ଥିବା ସତ୍ତ୍ୱେ ପରିବାର ଲୋକେ...

୪ ସାଙ୍ଗ ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ିଯାଇ ଦୁଇ ସାଙ୍ଗଙ୍କ ମୃତ୍ୟୁ

May 24, 2026

ବ୍ରହ୍ମପୁର ୨୪।୫: ବ୍ରହ୍ମପୁରରେ ବଡ଼ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ସାଙ୍ଗ । ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ଆଙ୍କୁଲି ନିଗମ ନଗରର ପୋଖରୀରେ ଗ......

୪ ସାଙ୍ଗ ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ିଯାଇ ଦୁଇ ସାଙ୍ଗଙ୍କ ମୃତ୍ୟୁ

Heatwave Precautions in Odisha: ଦିନ ୧୧ରୁ ଅପରାହ୍ନ ୩ ଯାଏଁ କାମ କରିବେନି ଶ୍ରମିକ, ପୂର୍ତ୍ତ ବିଭାଗର କଡ଼ା ନିର୍ଦ୍ଦେଶ

May 24, 2026

ଭୁବନେଶ୍ୱର ୨୪।୫: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍......

Heatwave Precautions in Odisha: ଦିନ ୧୧ରୁ ଅପରାହ୍ନ ୩ ଯାଏଁ କାମ କରିବେନି ଶ୍ରମିକ, ପୂର୍ତ୍ତ ବିଭାଗର କଡ଼ା ନିର୍ଦ୍ଦେଶ

ପ୍ରସବ ପରେ ଖସିପଡ଼ି ନବଜାତ ଶିଶୁ କନ୍ୟାର ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ କଲେ ପରିବାର

May 24, 2026

ଝାରସୁଗୁଡ଼ା ୨୪।୫: ପ୍ରସବ ପରେ ନବଜାତ ଶିଶୁ କନ୍ୟା ଖସି ପଡି ମୃତ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଘଟିଛି ଏହି ପରି ଅଘଟଣ । କର୍ମଚାରୀଙ୍କ ଅବହେଳା ଅଭିଯୋଗ କଲେ ପରିବାର ଲୋକେ । ନବଜାତ ଶିଶୁ କନ୍ୟ......

ପ୍ରସବ ପରେ ଖସିପଡ଼ି ନବଜାତ ଶିଶୁ କନ୍ୟାର ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ କଲେ ପରିବାର

ଆନ୍ଧ୍ରର ପାଗଳ କୁକୁର ଓଡ଼ିଶାରେ, ଲୋକେ ଆତଙ୍କିତ ! ଆଇନଜୀବୀ କହିଲେ ଲାଗିବ ଦଫା

May 24, 2026

ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ମହାନଳା ଗାଁରେ ପାଗଳ କୁକୁରଙ୍କ ଆତଙ୍କ। ଲୋକେ ଭୟଭୀତ ହୋଇ ପଡିଛନ୍ତି । ଭୟଭୀତ ହେବା ସ୍ୱାଭାବିକ। ହାତରେ ଠେଙ୍ଗା ବାଡ଼ି ଧରି ବାହାରକୁ ବାହାରୁଛନ୍ତି। ଏକୁଟିଆ କୁଆଡେ ଯିବାକୁ ଭୟ କରୁଛନ୍ତି ଲୋକେ। କାହିଁକି......

ଆନ୍ଧ୍ରର ପାଗଳ କୁକୁର ଓଡ଼ିଶାରେ, ଲୋକେ ଆତଙ୍କିତ ! ଆଇନଜୀବୀ କହିଲେ ଲାଗିବ ଦଫା