Rath Yatra Rath Yatra
ରଥ ଯାତ୍ରା

ଦେଶ

income tax draft rules 2026: ଆୟକର ନିୟମର ଡ୍ରାଫ୍ଟ ଜାରି କଲେ ସରକାର, ନିୟମ ସଂଖ୍ୟା ୫୧୧ରୁ ୩୩୩କୁ ହ୍ରାସ

income tax draft rules 2026: ଆୟକର ନିୟମର ଡ୍ରାଫ୍ଟ ଜାରି କଲେ ସରକାର, ନିୟମ ସଂଖ୍ୟା ୫୧୧ରୁ ୩୩୩କୁ ହ୍ରାସ

February 08, 2026

ନୂଆଦିଲ୍ଲୀ: ଶନିବାର ଦିନ ଆୟକର ବିଭାଗ "ଆୟକର ନିୟମ,୨୦୨୬"ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କରିଛି। ଏହି ନୂଆ ନିୟମଗୁଡ଼ିକ ଆଗାମୀ ଆର୍ଥିକ ବର୍ଷ,୧ ଏପ୍ରିଲ,୨୦୨୬ରୁ କାର୍ଯ୍ୟକାରୀ ହେବ। ସରକାର ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଏବଂ ସାଧାରଣ କରଦାତାଙ୍କ ପାଇଁ ନିୟମଗୁଡ଼ିକୁ ସହଜ କରିବାକୁ ଲକ୍ଷ୍ୟରେ ଏହି ନୂଆ ନିୟମ...

୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ଜେଲ, ନିର୍ଦ୍ଦୋଷ ପ୍ରମାଣିତ ହେବା ପରଦିନ ମୃତ୍ୟୁ

February 08, 2026

ନୂଆଦିଲ୍ଲୀ ୦୮।୦୨: ଗୁଜରାଟର ଜଣେ ବ୍ୟକ୍ତି ୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ଜେଲ୍ରେ ବିତାଇବା ପରେ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରାଗଲା। କିନ୍ତୁ ଏହି ଖୁସି ସେ ଦିନେ ବି ଉପଭୋଗ କରିପାରିଲେ ନାହିଁ । ମାମଲାଟି କୌଣସି ଫିଲ୍ମର କାହାଣୀଠୁ......

୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ଜେଲ, ନିର୍ଦ୍ଦୋଷ ପ୍ରମାଣିତ ହେବା ପରଦିନ ମୃତ୍ୟୁ

ଦେଶରେ ୧୩ % ବଢ଼ିଛି ସ୍ତନ କର୍କଟ; ଛତିଶଗଡ଼-ବିହାରରେ ଅଧିକ ,ଗର୍ଭାଶୟ କର୍କଟ ସବୁଠୁ ଘାତକ

February 08, 2026

ନୂଆଦିଲ୍ଲୀ ୦୮ ।୨ : ଦେଶରେ ମହିଳାଙ୍କ ସ୍ୱାସ୍ଥ୍ୟ ଲାଗି କର୍କଟ ଏକ ଗମ୍ଭୀର ଚାଲେଞ୍ଜ ଭାବେ ଉଭା ହୋଇଛି । ରାଜ୍ୟସଭାରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସଦ୍ୟ ତଥ୍ୟ ଏହାର ଭୟାବହତାକୁ ଦର୍ଶା......

ଦେଶରେ ୧୩ % ବଢ଼ିଛି ସ୍ତନ କର୍କଟ; ଛତିଶଗଡ଼-ବିହାରରେ ଅଧିକ ,ଗର୍ଭାଶୟ କର୍କଟ ସବୁଠୁ ଘାତକ

ପ୍ରପୋଜ ଡେ : ପ୍ରେମ ସପ୍ତାହର ଦ୍ୱିତୀୟ ଦିନ, ମନ ପସନ୍ଦର ଲୋକଙ୍କୁ କରନ୍ତୁ ପ୍ରେମ ନିବେଦନ

February 08, 2026

ନୂଆଦିଲ୍ଲୀ ୦୮।୦୨; ଶନିବାର ବେଶ୍ ଆନନ୍ଦରେ ସରିଲା ଗୋଲପ ଦିବସ । ପରସ୍ପରକୁ ଗୋଲାପ ଦେଇ ବାଣ୍ଟିଲେ ପ୍ରେମ । ସେଥିପାଇଁ ଫୁଲ ବଜର ହୋଇଉଠିଥିଲା ଚଳଚଞ୍ଚଳ । ଖାଲି ସତସତିଆ ଫୁଲ କାହିଁକି ଉଲରେ ବୁଣା ହୋଇଥିବା ଗୋଲାପର ମଧ୍ୟ ରହିଥିଲା ଢେର୍ ଆଦର......

ପ୍ରପୋଜ ଡେ : ପ୍ରେମ ସପ୍ତାହର ଦ୍ୱିତୀୟ ଦିନ, ମନ ପସନ୍ଦର ଲୋକଙ୍କୁ କରନ୍ତୁ ପ୍ରେମ ନିବେଦନ

ରାଜସ୍ଥାନ କୋଟାରେ ଭୁଶୁଡ଼ିଲା ୨ ମହଲା କୋଠା; ଚାପି ହୋଇ ୨ ଜଣଙ୍କ ମୃତ୍ୟୁ, ୧୫ ଆହତ ହସ୍ପିଟାଲରେ ଭର୍ତ୍ତି

February 08, 2026

ନୂଆଦିଲ୍ଲୀ ୦୮।୦୨; ରାଜସ୍ଥାନର କୋଟା ସହରରେ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ଦିନ ଇନ୍ଦିରା ବିହାରରେ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଯେଉଁଥିରେ ଜଣେ ଛାତ୍ରଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର......

ରାଜସ୍ଥାନ କୋଟାରେ ଭୁଶୁଡ଼ିଲା ୨ ମହଲା କୋଠା; ଚାପି ହୋଇ ୨ ଜଣଙ୍କ ମୃତ୍ୟୁ, ୧୫ ଆହତ ହସ୍ପିଟାଲରେ ଭର୍ତ୍ତି