Rath Yatra Rath Yatra
ରଥ ଯାତ୍ରା

ଦେଶ

ବାଂଲାଦେଶ ନିର୍ବାଚନ ବିଜୟ ପରେ ଭାଇ ତାରିକ ରହମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଠା ପଠାଇଲେ ମମତା ବାନାର୍ଜୀ

ବାଂଲାଦେଶ ନିର୍ବାଚନ ବିଜୟ ପରେ ଭାଇ ତାରିକ ରହମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଠା ପଠାଇଲେ ମମତା ବାନାର୍ଜୀ

February 15, 2026

ନୂଆଦିଲ୍ଲୀ: ବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦୀୟ ନିର୍ବାଚନରେ ବିଏନ୍ପିର ବିପୁଳ ବିଜୟ ପରେ ତାରିକ ରହମାନଙ୍କୁ ଫୁଲତୋଡ଼ା ଓ ମିଠା ପଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶନିବାର ମମତା ଏହି ଉପହାର ପଠାଇଛନ୍ତି। ଗୁଲସନରେ ଥିବା ବିଏନପି ଅଧ୍ୟକ୍ଷଙ୍କ ରାଜନୈତିକ କାର୍ଯ୍ୟାଳୟରେ ଦଳୀୟ ମିଡିଆ ସେଲ୍ ସଦସ୍...

'ଭାରତର ଅର୍ଥନୀତି ସଫଳ' : IMF ଏବଂ ବିଶ୍ୱବ୍ୟାଙ୍କ୍ ପରେ ପ୍ରଶଂସା କଲେ ଜାତିସଙ୍ଘ ମହାସଚ୍ଚିବ

February 15, 2026

ନୂଆଦିଲ୍ଲୀ, ୧୫/୦୨ : ଆଗକୁ ବଢୁଛି ଭାରତର ଅର୍ଥନୀତି । ଯାହାକୁ ପ୍ରଶଂସା କରୁଛନ୍ତି ବିଶ୍ୱ ବ୍ୟାଙ୍କ୍ ଏବଂ ଆଇଏମଏଫ୍ । ଏହାସହ ଦେଶ ବିଦେଶର ଅନେକ ସଂସ୍ଥା ଭାରତର ଅଭିବୃଦ୍ଧିକୁ ସାବାସୀ ଦେଉଛନ୍ତି । ଅନେକ ଅନୁମାନକୁ ପଛରେ ପକାଇ ଦେଶ ଦ୍ରୁତ ଗ......

'ଭାରତର ଅର୍ଥନୀତି ସଫଳ' : IMF ଏବଂ ବିଶ୍ୱବ୍ୟାଙ୍କ୍ ପରେ ପ୍ରଶଂସା କଲେ ଜାତିସଙ୍ଘ ମହାସଚ୍ଚିବ

‘ଅଳସୁଆ, ଏକଦମ୍ ମନ୍ଥର,’ : ଏକ ମାମଲାରେ ଓଡିଶା ସରକାରଙ୍କ ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ କଡା ଟିପ୍ପଣୀ

February 15, 2026

ନୂଆଦିଲ୍ଲୀ, ୧୫/୦୨ : ରାଜ୍ୟ ସରକାରଙ୍କୁ ସୁପ୍ରିମ ଝଟକା । ଆବେଦନ ଗ୍ରହଣ କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ । ଓଡିଶା ସରକାରଙ୍କ ଏକ ମାମଲାରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟର ପଦକ୍ଷେପ ଖୁବ୍ ମନ୍ଥର ଏବଂ ଅଳସୁଆ......

‘ଅଳସୁଆ, ଏକଦମ୍ ମନ୍ଥର,’ : ଏକ ମାମଲାରେ ଓଡିଶା ସରକାରଙ୍କ ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ କଡା ଟିପ୍ପଣୀ

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ୨୦୦ ମିଟର ଗଭୀର ଖାଇରେ ଖସିଲା ଜିପ୍ , ୩ ମୃତ

February 15, 2026

ନୂଆଦିଲ୍ଲୀ ୧୫।୦୨; ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଯେଉଁଥିରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି । ଶିବରାତ୍ରି ଦିନ ଅର୍ଥାତ୍ ରବିବାର ଭୋର ପ୍ରାୟ ୪ଟା ସମୟରେ ଘଟିଛି । ଚାରି ବନ୍ଧୁ ଏକ......

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ୨୦୦ ମିଟର ଗଭୀର ଖାଇରେ ଖସିଲା ଜିପ୍ , ୩ ମୃତ

ତାରିକଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ନେଇ ସସପେନ୍ସ : ଫେବ୍ରୁଆରୀ ୧୭ରେ ମାକ୍ରନଙ୍କ ସହ ମୋଦୀଙ୍କ ବୈଠକ

February 15, 2026

ନୂଆଦିଲ୍ଲୀ, ୧୫/୦୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୭ ତାରିଖରେ ଶପଥ ଗ୍ରହଣ କରିବେ ବିଏନପି ମୁଖ୍ୟ ତାରିଖ ରେହମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୩ଟି ଦେଶର ନେତାଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନି......

ତାରିକଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ନେଇ ସସପେନ୍ସ : ଫେବ୍ରୁଆରୀ ୧୭ରେ ମାକ୍ରନଙ୍କ ସହ ମୋଦୀଙ୍କ ବୈଠକ