Live Live

ଦେଶ

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୮ ଯାତ୍ରୀ ଗୁରୁତର

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୮ ଯାତ୍ରୀ ଗୁରୁତର

February 21, 2026

ଜୟପୁର: ରାଜସ୍ଥାନର ନାଗୌରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଗୌରରେ ଏକ ଘରୋଇ ବସ୍ ଏବଂ ଏକ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ହରିମା ଟୋଲ୍ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିର ବ୍ୟାପକ କ୍ଷତି ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା...

ଆମେରିକା ସୁପ୍ରିମକୋର୍ଟ ଟାରିଫ ରଦ୍ଦ କରିବା ପରେ ଆସିଲା ଭାରତର ପ୍ରତିକ୍ରିୟା, ବାଣିଜ୍ୟ ମନ୍ତ୍ରଣାଳୟ କହିଲା, ଦେଖି ଚାହିଁ ନେବୁ ନିଷ୍ପତ୍ତି

February 21, 2026

ନୂଆଦିଲ୍ଲୀ: ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବେଆଇନ କହି ଆମେରିକା ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ଭାରତକୁ ନେଇ ହୋଇଥିବା ଟ୍ରେଡ୍ ଡିଲକୁ ନେଇ ପ୍ର......

ଆମେରିକା ସୁପ୍ରିମକୋର୍ଟ ଟାରିଫ ରଦ୍ଦ କରିବା ପରେ ଆସିଲା ଭାରତର ପ୍ରତିକ୍ରିୟା, ବାଣିଜ୍ୟ ମନ୍ତ୍ରଣାଳୟ କହିଲା, ଦେଖି ଚାହିଁ ନେବୁ ନିଷ୍ପତ୍ତି

ଆସିଲା How India Gives-2025 ରିପୋର୍ଟ, ବାର୍ଷିକ ହଜାର ହଜାର କୋଟି ଟଙ୍କା ଦାନ କରି ଦେଉଛନ୍ତି ଭାରତୀୟ

February 21, 2026

ନୂଆଦିଲ୍ଲୀ ୨୧।୨: ଭାରତରେ ରହୁଥିବା ଲୋକେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଦାନ କରି ଦେଉଛନ୍ତି! ଏହି କଥା ଉପରୁ ପ୍ରଥମ ଥର ପର୍ଦ୍ଦା ହଟାଇଛି ‘ହାଓ ଇଣ୍ଡିଆ ଗିଭସ୍-୨୦୨୫’ ରିପୋର୍ଟ। ଲୋକଙ୍କ ଏହି ବ୍ୟକ୍ତିଗତ ଦାନର ୪୯.୯% ଧାର୍ମିକ ସଙ୍ଗଠନଙ......

ଆସିଲା How India Gives-2025 ରିପୋର୍ଟ, ବାର୍ଷିକ ହଜାର ହଜାର କୋଟି ଟଙ୍କା ଦାନ କରି ଦେଉଛନ୍ତି ଭାରତୀୟ

ୟୁପି ବୋର୍ଡ ପରୀକ୍ଷାରେ ୩ ଲକ୍ଷ ଛାତ୍ରଛାତ୍ରୀ ଅନୁପସ୍ଥିତ; ଦୁଇ ଦିନ ଆସିଲେ, ତାପରେ ଦେଖାନାହିଁ

February 21, 2026

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । ୭୫ଟି ଜିଲ୍ଲାରେ ଅନୁଷ୍ଠିତ ଏହି ପରୀକ୍ଷାକୁ ଏସିଆର ସର୍ବବୃହତ୍ତ ବୋର୍ଡ ପରୀକ୍ଷା ଭାବରେ ବିବେଚନା କରାଯାଏ। ଏହି ବର୍ଷ ୮,୦୩୩ଟି ପରୀକ୍ଷା କେନ୍ଦ୍ରରେ ପର......

ୟୁପି ବୋର୍ଡ ପରୀକ୍ଷାରେ ୩ ଲକ୍ଷ ଛାତ୍ରଛାତ୍ରୀ ଅନୁପସ୍ଥିତ; ଦୁଇ ଦିନ ଆସିଲେ, ତାପରେ ଦେଖାନାହିଁ

ନେପାଳ ଜେନ୍-ଜି ଆନ୍ଦୋଳନରୁ ଅନୁପ୍ରାଣିତ ଥିଲା ଯୁବ କଂଗ୍ରେସର ପ୍ରଦର୍ଶନ, କୋର୍ଟରେ ଦିଲ୍ଲୀ ପୋଲିସର ଦାବି

February 21, 2026

ନୂଆଦିଲ୍ଲୀ: ଦିଲ୍ଲୀର ଏଆଇ ସମ୍ମିଳନୀରେ ସାର୍ଟ ଖୋଲି ପ୍ରତିବାଦ କରିଥିବା ଯୁବ କଂଗ୍ରେସ କର୍ମୀଙ୍କୁ କୋର୍ଟ ପାଞ୍ଚ ଦିନର ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି । ସମସ୍ତ ଚାରି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଦିଲ୍ଲୀ ପୋଲିସ କୋର......

ନେପାଳ ଜେନ୍-ଜି ଆନ୍ଦୋଳନରୁ ଅନୁପ୍ରାଣିତ ଥିଲା ଯୁବ କଂଗ୍ରେସର ପ୍ରଦର୍ଶନ, କୋର୍ଟରେ ଦିଲ୍ଲୀ ପୋଲିସର ଦାବି