ଦେଶ

ବେଙ୍ଗାଲୁରୁ ଡେ କେୟାରରେ ଶିଶୁଙ୍କ ସହ ପାଶବିକତା, ୫ ମହିଳାଙ୍କ ବିରୋଧରେ ମୋକଦ୍ଦମା ରୁଜୁ

ବେଙ୍ଗାଲୁରୁ ଡେ କେୟାରରେ ଶିଶୁଙ୍କ ସହ ପାଶବିକତା, ୫ ମହିଳାଙ୍କ ବିରୋଧରେ ମୋକଦ୍ଦମା ରୁଜୁ

July 01, 2026

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ପ୍ରସିଦ୍ଧ ଆଇଟି କମ୍ପାନୀ କ୍ୟାପ ଜେମିନିର ଏଚଏଏଲ କ୍ୟାମ୍ପସରେ ଥିବା ଡେ କେୟାର ସେଣ୍ଟରରେ ଶିଶୁଙ୍କ ସହିତ ମାରପିଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଆଧାରରେ ୫ ମହିଳା କେୟାର ଗି...

ତାମିଲନାଡୁରେ ବିଜୟଙ୍କ ସରକାର ଭାଙ୍ଗିବା ପାଇଁ ଚକ୍ରାନ୍ତ ! ବିଧାୟକଙ୍କୁ ୩୫ କୋଟିର ଅଫର, ୩ ଗିରଫ

July 01, 2026

ଚେନ୍ନାଇ: ତାମିଲନାଡୁରେ ନୂଆ ସରକାର ଗଠନ ହେଉ ହେଉ ପତନ ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ରାଜ୍ୟ ଗୁଇନ୍ଦା ବିଭାଗ ଏକ ବଡ଼ ରାଜନୈତିକ ଚକ୍ରାନ୍ତର ପର୍ଦ୍ଦାଫାଶ କରିଛି । ଅଭିନେତାରୁ ନେତା ହୋଇଥିବା ଟିଭିକେ ମୁଖ୍ୟ ଥଲପତି ବିଜୟଙ୍କ ନୂଆ ସରକାର......

ତାମିଲନାଡୁରେ ବିଜୟଙ୍କ ସରକାର ଭାଙ୍ଗିବା ପାଇଁ ଚକ୍ରାନ୍ତ ! ବିଧାୟକଙ୍କୁ ୩୫ କୋଟିର ଅଫର, ୩ ଗିରଫ

ବର୍ଷା ହେଲେ ବି ଆଗକୁ ଆହୁରି ଗରମ, କଲବଲ କରିବ ଗୁଳଗୁଳି

July 01, 2026

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଦେଶରେ ମୌସୁମୀକୁ ନେଇ ତାଙ୍କର ତାଜା ଆକଳନ ଜାରି କରିଛନ୍ତି। ପାଣିପାଗ ବିଭାଗଙ୍କ ଅନୁସାରେ ଦେଶରେ ଏବେ ୪୦% ବର୍ଷାର ଯେଉଁ ଅଭାବ ଲାଗି ରହିଛି ତାହା ଆଗାମୀ ୭ରୁ ୧୦ ଦିନରେ ହେବାକୁ ଥି......

ବର୍ଷା ହେଲେ ବି ଆଗକୁ ଆହୁରି ଗରମ, କଲବଲ କରିବ ଗୁଳଗୁଳି

ଅଇନ୍‌ଲାଇନ୍ ଫ୍ରଡ୍ ଆଶଂକା, ହ୍ୱାଟ୍ସଆପ୍ Username ଫିଚର୍‌ର ଯାଞ୍ଚ କରିବେ ସରକାର

July 01, 2026

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ନିକଟରେ ନିଜର ନୂଆ ୟୁଜରନେମ୍ ଫିଚର୍ ଲଞ୍ଚ୍ କରିଛି । ଏହି ଫିଚର୍ ଜରିଆରେ ଏବେ ଲୋକମାନେ ନିଜ ମୋବାଇଲ୍ ନମ୍ୱର ନ ଦେଇ ମଧ୍ୟ ଅନ୍ୟ ୟୁଜର୍ସଙ୍କ ସହ କଥା ହୋଇପାରିବେ । କମ୍ପାନିର କହିବା କଥା ଏପରି କରିବା ଦ୍ୱାରା ୟୁଜର......

ଅଇନ୍‌ଲାଇନ୍ ଫ୍ରଡ୍ ଆଶଂକା, ହ୍ୱାଟ୍ସଆପ୍ Username ଫିଚର୍‌ର ଯାଞ୍ଚ କରିବେ ସରକାର

ସିନ୍ଧୁ ନଦୀ ଜଳ ପାଇଁ ନେଇ ଛଟପଟ ହେଉଛି ପାକିସ୍ତାନ, ନାମ ନନେଇ ଦେଉଛି ଭାରତକୁ ଧମକ

July 01, 2026

ଇସ୍ଲାମାବାଦ : ଜମ୍ମୁ-କାଶ୍ମୀର ପହଲଗାଁବ ଆତଙ୍କବାଦୀ କାଣ୍ଡ ପରେ ଭାରତ ସିନ୍ଧୁ ଜଳ ସନ୍ଧି ବାତିଲ କରିଦେଇଛି। ଭାରତର ଏହି ନିଷ୍ପତ୍ତି ଏବେ ପାକିସ୍ତାନକୁ ଗୁରୁତର ପ୍ରଭାବିତ କରିଛି। ଗୁରୁତରଜଳ ସଂକଟ ଓ କୂଟନୈତିକ ଭାବେ ବିଛିନ୍ନ ପାକିସ୍ତାନ ଏ......

ସିନ୍ଧୁ ନଦୀ ଜଳ ପାଇଁ ନେଇ ଛଟପଟ ହେଉଛି ପାକିସ୍ତାନ, ନାମ ନନେଇ ଦେଉଛି ଭାରତକୁ ଧମକ