ଦେଶ

କରୁର ଦଳାଚକଟାରେ ରାଜନୈତିକ ଷଡ଼ଯନ୍ତ୍ରର ଆଶଙ୍କା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, ପୋଲିସର ଭୂମିକା ଉପରେ ବି ଉଠାଇଲେ ପ୍ରଶ୍ନ

କରୁର ଦଳାଚକଟାରେ ରାଜନୈତିକ ଷଡ଼ଯନ୍ତ୍ରର ଆଶଙ୍କା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, ପୋଲିସର ଭୂମିକା ଉପରେ ବି ଉଠାଇଲେ ପ୍ରଶ୍ନ

July 10, 2026

ନୂଆଦିଲ୍ଲୀ: ଗତବର୍ଷ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣା ପରେ ପ୍ରଥମ ଥର ପାଇଁ ସେଠାକୁ ଗସ୍ତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ। ଆଉ ଏହି ଗସ୍ତ ସମୟରେ ସେ ଦେଇଛନ୍ତି ଏକ ଏକ ବଡ଼ ବୟାନ । ଏହି ଘଟଣା ପଛରେ ଏକ ଗଭୀର ରାଜନୈତିକ ଷଡ଼ଯନ୍ତ୍ର ଥିବା ନେଇ ସେ ଆଶଙ୍କା ପ୍ରକଟ କରିବା ସହ ତତ୍କାଳୀନ ଶାସ...

ଯଦି ମରିବାର ଅଛି, ମୋ ଦେଶରେ ମରିବି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି: ଶେଖ୍ ହାସିନାଙ୍କ ବଡ଼ ଘୋଷଣା

July 10, 2026

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା। କେବଳ ସେ ଏକା ନୁହେଁ, ତାଙ୍କ ଦଳ ଆୱାମୀ ଲିଗର ନିର୍ବାସନରେ ଥିବା ବରିଷ୍ଠ ନେତାମାନେ ମଧ୍ୟ କୋର୍......

ଯଦି ମରିବାର ଅଛି, ମୋ ଦେଶରେ ମରିବି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି: ଶେଖ୍ ହାସିନାଙ୍କ ବଡ଼ ଘୋଷଣା

ରାମ ମନ୍ଦିର ଦାନ ଚୋରି ମାମଲା, ଟିନ୍ନୁ ଯାଦବକୁ କିଏ ଦେଇଥିଲା ଲକର ଚାବି? SIT ଯାଞ୍ଚରେ ଉଠିଲା ପ୍ରଶ୍ନ

July 10, 2026

ଅଯୋଧ୍ୟା : ରାମ ମନ୍ଦିର ଚାନ୍ଦା ଚୋରି ମାମଲାର ତାଜା ଘଟଣାକ୍ରମରେ ସ୍ପେଶିଆଲ ଇନଭେଷ୍ଟିଗେଟିଂ ଟିମ୍ (ଏସଆଇଟି) ଏବେ ଏହି କଥାର ଯାଞ୍ଚ କରୁଛି ଯେ ଅଭିଯୁକ୍ତ ଟିନ୍ନୁ ଯାଦବକୁ କୌଣସି ଅଧିକାରୀକ ଲିଖିତ ଅନୁମତି ବିନା ଲକର ଚାବି କିପରି ଓ କେଉଁପର......

ରାମ ମନ୍ଦିର ଦାନ ଚୋରି ମାମଲା, ଟିନ୍ନୁ ଯାଦବକୁ କିଏ ଦେଇଥିଲା ଲକର ଚାବି? SIT ଯାଞ୍ଚରେ ଉଠିଲା ପ୍ରଶ୍ନ

୫୭ ଦିବସୀୟ ଅମରନାଥ ଯାତ୍ରାର ମାତ୍ର ୫ ଦିନରେ ତରଳିଲେ ହିମଲିଂଗ, ତୀର୍ଥଯାତ୍ରା ପ୍ରବନ୍ଧନକୁ ନେଇ ଉଠିଲା ପ୍ରଶ୍ନ

July 10, 2026

ପହଲଗାମ: ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଏବେ କାହିଁରେ କ’ଣ। ଅମରନାଥ ଗୁମ୍ଫା ମନ୍ଦିରରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କଲେଣି। ତେବେ ପ୍ରାକୃତିକ ରୂପେ ନିର୍ମିତ ହିମଲିଙ୍ଗ ଯାହାଙ୍କୁ ‘ବାବା ବର୍ଫାନୀ’ ମଧ୍ୟ କୁହା......

୫୭ ଦିବସୀୟ ଅମରନାଥ ଯାତ୍ରାର ମାତ୍ର ୫ ଦିନରେ ତରଳିଲେ ହିମଲିଂଗ, ତୀର୍ଥଯାତ୍ରା ପ୍ରବନ୍ଧନକୁ ନେଇ ଉଠିଲା ପ୍ରଶ୍ନ

ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍, ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ !

July 10, 2026

ନୂଆଦିଲ୍ଲୀ: ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍। ଏଣିକି ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ କିମ୍ବା ଟନିକ୍। ସିରପକୁ ନିଶା ଭାବେ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ ମୋଦି ସରକାରଙ୍କ ବଡ଼ ପଦକ......

ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍, ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ !