ଦେଶ

ସ୍ତ୍ରୀକୁ ଘରକୁ ନେବାକୁ ହେଲେ ମା’କୁ ମାରିବାକୁ ହେବ... ଶାଶୂର ସର୍ତ୍ତ ମାନି ସୈତାନ ସାଜିଲା ପୁଅ

ସ୍ତ୍ରୀକୁ ଘରକୁ ନେବାକୁ ହେଲେ ମା’କୁ ମାରିବାକୁ ହେବ... ଶାଶୂର ସର୍ତ୍ତ ମାନି ସୈତାନ ସାଜିଲା ପୁଅ

July 13, 2026

ଆଗ୍ରା: ଶାଶୂର ସର୍ତ୍ତ ଆଗରେ ଜନ୍ମକଲା ମା’ ତୁଚ୍ଛ ! ଏଭଳି ଏକ ହୃଦୟବିଦାରକ ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି । ମା’କୁ ମାରିବାକୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଲା ପୁଅ । ଅଭିମାନ କରି ବାପ ଘରକୁ ଚାଲିଯାଇଥିବା ସ୍ତ୍ରୀକୁ ଘରକୁ ଆଣିବାକୁ ଯାଇଥିଲା ଯୁବକ । କିନ୍ତୁ ସେଠାରେ ଶାଶୂ ରଖିଲେ ସର୍ତ୍ତ । ମା’କୁ...

ଟ୍ରେନରେ ରୁଦ୍ରାଭିଷେକ, ଭିଡିଓ ଭାଇରାଲ ପରେ ସ୍ପଷ୍ଟୀକରଣ ରଖିଲା ରେଳବାଇ

July 13, 2026

ନୂଆଦିଲ୍ଲୀ: ନିକଟରେ ନନ୍ଦିଗ୍ରାମ ଏକ୍ସପ୍ରେସର ଫାର୍ଷ୍ଟ ଏସି କୋଚ୍ରେ ଚତୁର୍ଥୀ ଭଳି ଫୁଲ ସଜାଇବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଖୁବ୍ ବିବାଦ ହୋଇଥିଲା। ଅବଶ୍ୟ ରେଲଓ୍ବେ ଏହି ଘଟଣାରେ ଆକ୍ସନ ନେଇ ଟିଟିଇଙ୍କୁ ସସପେଣ୍ଡ୍ କରିଥିଲା।......

ଟ୍ରେନରେ ରୁଦ୍ରାଭିଷେକ, ଭିଡିଓ ଭାଇରାଲ ପରେ ସ୍ପଷ୍ଟୀକରଣ ରଖିଲା ରେଳବାଇ

KPSC ମୁଖ୍ୟଙ୍କୁ ଚାକିରିରୁ ନିଲମ୍ବନ କଲେ କର୍ଣ୍ଣାଟକ ଗଭର୍ଣ୍ଣର, ନିଜ ୨ ଝିଅଙ୍କ ବେଆଇନ ନିଯୁକ୍ତିରେ କରିଥିଲେ ସହଯୋଗ

July 13, 2026

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଲ ଥାବରଚନ୍ଦ ଗେହଲଟ ସୋମବାର କର୍ଣ୍ଣାଟକ ଲୋକସେବା ଆୟୋଗ (କେପିଏସସି) ଅଧ୍ୟକ୍ଷ ଶିବ ଶଙ୍କରପ୍ପା ଏସ୍. ସାହୁକାରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ସେ ତାଙ୍କ ୨ ଝିଅଙ୍କ ଇଣ୍ଡଷ୍ଟ୍ରିଆଲ ଏକ୍ସଟେନ ଅଫିସର ପଦ......

KPSC ମୁଖ୍ୟଙ୍କୁ ଚାକିରିରୁ ନିଲମ୍ବନ କଲେ କର୍ଣ୍ଣାଟକ ଗଭର୍ଣ୍ଣର, ନିଜ ୨ ଝିଅଙ୍କ ବେଆଇନ ନିଯୁକ୍ତିରେ କରିଥିଲେ ସହଯୋଗ

ରାମ ମନ୍ଦିର ଦାନ ଚୋରି ମାମଲାରେ UP ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ, ମାଗିଲେ SIT ରିପୋର୍ଟ

July 13, 2026

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରିମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି ସମ୍ପର୍କିତ ଆବେଦନ ସମୂହ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। କୋର୍ଟ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ଯୋଗି ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ......

ରାମ ମନ୍ଦିର ଦାନ ଚୋରି ମାମଲାରେ UP ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ, ମାଗିଲେ SIT ରିପୋର୍ଟ

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ ସିଇଓ, ପ୍ରକାଶ ପାଇଲା ବିଜ୍ଞପ୍ତି

July 13, 2026

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରଶାସନିକ ଓ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସୁଦୃଢ଼ କରିବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ । ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ (CEO) ପଦବୀ ପାଇଁ ଶ୍ରୀରାମ ଜନ୍ମଭୂମି ତୀର......

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ ସିଇଓ, ପ୍ରକାଶ ପାଇଲା ବିଜ୍ଞପ୍ତି