Live Live

ବିଦେଶ

ଗାଜା ପାଇଁ ଟ୍ରମ୍ପଙ୍କ ‘ବୋର୍ଡ ଅଫ ପିସ୍’କୁ ଚୀନ୍ ର ଝଟକା, ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ

ଗାଜା ପାଇଁ ଟ୍ରମ୍ପଙ୍କ ‘ବୋର୍ଡ ଅଫ ପିସ୍’କୁ ଚୀନ୍ ର ଝଟକା, ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ

January 21, 2026

ନୂଆଦିଲ୍ଲୀ ୨୧।୧: ଗାଜାରେ ଶାନ୍ତି ସ୍ଥାପନା କରିବା ଉଦ୍ୟମ ମଧ୍ୟରେ ଆମେରିକାକୁ ଚୀନ୍ ବଡ଼ କୂଟନୈତିକ ଝଟକା ଦେଇଛି। ୨୧ ଜାନୁୟାରୀ ବୁଧବାର ଚୀନ୍ ସ୍ପଷ୍ଟ କରିଦେଇଛି ଯେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ମହତ୍ୱାକାଙକ୍ଷୀ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବ ନାହିଁ। ବେଜିଂର ଏହି ନିଷ୍ପତ୍ତି ଏକ ଏପରି ସମୟରେ ଆସିଛି ଯେତେବେଳେ...

B-୨ ବୋମରରୁ ଇରାନ ଉପରେ ଆକ୍ରମଣର ପ୍ରଥମ ଭିଡିଓ, ୮ ସେକେଣ୍ଡର ଧ୍ୱଂସଲୀଳା ଦେଖାଇଲା ପେଣ୍ଟାଗନ

January 21, 2026

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପେଣ୍ଟାଗନ ଏକ ଭିଡିଓ ଜାରି କରିଛି । ୭୫ ସେକେଣ୍ଡର ଏହି ଭିଡିଓରେ ଗତ ଏକ ବର୍ଷ ମଧ୍ୟରେ ଆମେରିକୀୟ ସେନା ଏବଂ ଟ୍ରମ୍ପ ପ୍ରଶାସନର ସାମରିକ......

B-୨ ବୋମରରୁ ଇରାନ ଉପରେ ଆକ୍ରମଣର ପ୍ରଥମ ଭିଡିଓ, ୮ ସେକେଣ୍ଡର ଧ୍ୱଂସଲୀଳା ଦେଖାଇଲା ପେଣ୍ଟାଗନ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡାଦେଶ

January 21, 2026

ଟୋକିଓ ୨୧।୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ମିଳିଛି। ଜାପାନର ଏକ କୋର୍ଟ ବୁଧବାର ଆବେଙ୍କ ହତ୍ୟା ଉପରେ ଶୁଣାଣି କାଳରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ କରିଛନ୍ତ......

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡାଦେଶ

ଚତୁର୍ଥ ସନ୍ତାନର ମାତା-ପିତା ହେବେ ଜେଡି-ଉଷା, ସୋସିଆଲ ମିଡିଆରେ କଲେ କନ୍‌ଫର୍ମ

January 21, 2026

ୱାଶିଂଟନ ୨୧/୦୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଦ୍ୱିତୀୟ ମହିଳା ଉଷା ଭାନ୍ସ । ଚତୁର୍ଥ ସନ୍ତାନର ମାତା-ପିତା ହେବାକୁ ଯାଉଛନ୍ତି ଦମ୍ପତି । ଜେଡି-ଉଷାଙ୍କ ଘର ପୁଣି ଥରେ ଆନନ୍ଦରେ ପରିପୂର୍ଣ୍ଣ ହେବାକୁ ଯାଉଛି । ଭାନ୍ସ ଦମ୍ପତି......

ଚତୁର୍ଥ ସନ୍ତାନର ମାତା-ପିତା ହେବେ ଜେଡି-ଉଷା, ସୋସିଆଲ ମିଡିଆରେ କଲେ କନ୍‌ଫର୍ମ

ଟ୍ରେନ୍ ଲାଇନଚ୍ୟୁତ : ଏକାଧିକ ମୃତ, ୩୭ ଗୁରୁତର

January 21, 2026

ବାର୍ସେଲୋନା,୨୧|୦୧ :ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଜୀବନ ହାରିଲେ ଲୋକୋ ପାଇଲଟଙ୍କ ସହ ଏକାଧିକ ଯାତ୍ରୀ । ଏହାସହ୧୫ରୁ ଅଧିକ ଯାତ୍ରୀ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ସ୍ପେନର ବାର୍ସେଲୋନାରେ । ରିପୋର୍ଟ ଅନୁସାରେ, ମଙ୍ଗଳବାର ବିଳମ......

ଟ୍ରେନ୍ ଲାଇନଚ୍ୟୁତ : ଏକାଧିକ ମୃତ, ୩୭ ଗୁରୁତର