Live Live

ବିଦେଶ

explosion in pakistan: ଥରିଲା ପାକିସ୍ତାନର ରାଜଧାନୀ; ଭୟଙ୍କର ବିସ୍ଫୋରଣରେ ଚାଲିଗଲା ୩୯ ଜୀବନ, ୧୬୯ରୁ ଅଧିକ ଆହତ

explosion in pakistan: ଥରିଲା ପାକିସ୍ତାନର ରାଜଧାନୀ; ଭୟଙ୍କର ବିସ୍ଫୋରଣରେ ଚାଲିଗଲା ୩୯ ଜୀବନ, ୧୬୯ରୁ ଅଧିକ ଆହତ

February 06, 2026

ଇସ୍ଲାମାବାଦ: ଶୁକ୍ରବାର ପାକିସ୍ତାନରେ ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ମୃତ୍ୟୁ ହୋଇଛି। ୧୬୯ରୁ ଅଧିକ ଆହତ ହୋଇଛନ୍ତି। ଡନର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ରାଜଧାନୀ ଇସ୍ଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳର ତରଲାଇ ଇମାମବାରଗାରେ ଏହି ବିସ୍ଫୋରଣ ଘଟିଛି। ଶୁକ୍ରବାର ନ...

ଇରାନ ଦେଖାଇଲା ସବୁଠୁ ଶକ୍ତିଶାଳୀ ବାଲାଷ୍ଟିକ ମିଶାଇଲ, ୧୦ ମିନିଟରେ ପହଞ୍ଚିପାରିବ ଇସ୍ରାଏଲ

February 06, 2026

ନୂଆଦିଲ୍ଲୀ: ଆଣବିକ ଡିଲରେ ରାଜି ହେଲାନି ଇରାନ। ଏବେ ଯୁଦ୍ଧ ପାଇଁ ସଜବାଜ ହେଲାଣି ଆମେରିକା। କିନ୍ତୁ ଇସ୍ରାଏଲ ଉପରେ ତେହରାନ ରାଗ। ଖୋରମସହର-୪ ମିଶାଇଲ ଦେଖାଇଲା IRGC। ଏହା ୧୦ ମିନିଟ୍ ମଧ୍ୟରେ ଇସ୍ରାଏଲରେ ପହଞ୍ଚିପାରିବ ବୋଲି ଦାବି କରିଛି......

ଇରାନ ଦେଖାଇଲା ସବୁଠୁ ଶକ୍ତିଶାଳୀ ବାଲାଷ୍ଟିକ ମିଶାଇଲ, ୧୦ ମିନିଟରେ ପହଞ୍ଚିପାରିବ ଇସ୍ରାଏଲ

ନେପାଳରେ ଭୀଷଣ ବସ୍ ଦୁର୍ଘଟଣା, ୧୩ ମୃତ, ୩୪ ଆହତ

February 06, 2026

କାଠମାଂଡୁ ୬।୨: ବୈତାଡି ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଭୀଷଣ ବସ୍ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଟି ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଇକୁ ଖସି ପଡିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବ......

ନେପାଳରେ ଭୀଷଣ ବସ୍ ଦୁର୍ଘଟଣା, ୧୩ ମୃତ, ୩୪ ଆହତ

ଖୁବ୍ ଶୀଘ୍ର ଇରାନ ଉପରେ ଆକ୍ରମଣ ! ଟ୍ରମ୍ପଙ୍କ ଫାଇନାଲ୍ ଧମକରେ ଖାମେନି ଛାନିଆ...US ନାଗରିକଙ୍କୁ ତେହରାନ ଛାଡିବାକୁ ନିର୍ଦ୍ଦେଶ

February 06, 2026

ନୂଆଦିଲ୍ଲୀ,୦୬|୦୨ : ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ତେହରାନ ଉପରେ ଆକ୍ରମଣ ପାଇଁ ଆମେରିକା ପାଗ ଭିଡିଲାଣି । ଅନ୍ୟ ଦିଗରେ ଦୁଇ ଦେଶ ପରମାଣୁ ସମ୍ବନ୍ଧୀୟ କଥାବାର୍ତ୍ତା କରିବେ ବୋଲି ଖବର ଆସୁଛି । ଏହାରି ଭିତ......

ଖୁବ୍ ଶୀଘ୍ର ଇରାନ ଉପରେ ଆକ୍ରମଣ ! ଟ୍ରମ୍ପଙ୍କ ଫାଇନାଲ୍ ଧମକରେ ଖାମେନି ଛାନିଆ...US ନାଗରିକଙ୍କୁ ତେହରାନ ଛାଡିବାକୁ ନିର୍ଦ୍ଦେଶ

ଅବୁଧାବୀରେ ଋଷିଆ-ୟୁକ୍ରେନ ଶାନ୍ତିବର୍ତ୍ତା ଶେଷ, ହୋଇ ପାରିଲାନି ବଡ଼ ବୁଝାମଣା

February 05, 2026

ଅବୁଧାବୀ ୫।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠୁ ଘାତକ ଯୁଦ୍ଧକୁ ସମାପ୍ତ କରିବା ଲାଗି ୟୁଏଇ ରାଜଧାନୀ ଅବୁଧାବୀରେ ଅନୁଷ୍ଠିତ ଦୁଇ ଦିବସୀୟ ଶାନ୍ତି ବାର୍ତ୍ତାର ଦ୍ୱିତୀୟ ପର୍ଯ୍ୟାୟ ଗୁରୁବାର ବିନା କୌଣସି ନିଷ୍ପତ୍ତିରେ ସମାପ୍ତ ହୋଇଛି......

ଅବୁଧାବୀରେ ଋଷିଆ-ୟୁକ୍ରେନ ଶାନ୍ତିବର୍ତ୍ତା ଶେଷ, ହୋଇ ପାରିଲାନି ବଡ଼ ବୁଝାମଣା