ବିଦେଶ

ସୁରକ୍ଷା ଚେକ୍‌ପୋଷ୍ଟ ଉପରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଚଢ଼ାଇ ଦେଲେ ଆତଙ୍କବାଦୀ, ୧୨ ସୈନିକଙ୍କ ସମେତ ୧୫ ମୃତ

ସୁରକ୍ଷା ଚେକ୍‌ପୋଷ୍ଟ ଉପରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଚଢ଼ାଇ ଦେଲେ ଆତଙ୍କବାଦୀ, ୧୨ ସୈନିକଙ୍କ ସମେତ ୧୫ ମୃତ

July 24, 2026

ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ତୁନଖ୍ବା  ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଇସଲାମିକ୍ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ବାହିନୀର ଚେକପୋଷ୍ଟ୍ରେ ପିଟି ଦେବାରୁ ୧୨ ଜଣ ପାକିସ୍ତାନୀ ସୈନ୍ୟଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।...

ପାକିସ୍ତାନରେ ପ୍ରଥମ ! ଦେଶର ପରମାଣୁ କମାଣ୍ଡ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆମିର ରଜା 

July 24, 2026

ଇସଲାମାବାଦ: ଫିଲ୍ଡ ମାର୍ଶଲ ଅସୀମ୍ ମୁନିର ସେନାର ଶୀର୍ଷ ସ୍ତରରେ ଥିବା ଏକ ପ୍ରମୁଖ ଚାରି-ତାରକା ପଦବୀ ପୂରଣ କରିଛନ୍ତି। ନଭେମ୍ବର ୨୦୨୫ରେ ଆସିଥିବା ୨୭ତମ ସମ୍ବିଧାନ ସଂଶୋଧନ ପରେ ଏହି ନୂତନ ପଦବୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଚିଫ୍ ଅଫ୍ ଜେ......

ପାକିସ୍ତାନରେ ପ୍ରଥମ ! ଦେଶର ପରମାଣୁ କମାଣ୍ଡ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆମିର ରଜା 

ବାଂଲାଦେଶ ରାଷ୍ଟ୍ରପତି ପଦରୁ ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା, ଜାଣନ୍ତୁ କ’ଣ ପାଇଁ ଛାଡିଲେ ପଦ?

July 24, 2026

ଢାକା: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି ଯେ ଦୀର୍ଘ ସମୟରୁ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗି ଆସୁଛନ୍ତି ଓ ଏହି କାରଣରୁ ପଦ ଛାଡିବାର ନିଷ୍ପତ୍ତି ନେଇଛନ୍ତି।......

ବାଂଲାଦେଶ ରାଷ୍ଟ୍ରପତି ପଦରୁ ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା, ଜାଣନ୍ତୁ କ’ଣ ପାଇଁ ଛାଡିଲେ ପଦ?

ଲଣ୍ଡନର ଦାମୀ ହୋଟେଲରୁ ମିଳିଥିଲା ସାଉଦି ପ୍ରିନ୍ସଙ୍କ ମୃତଦେହ, ଏବେ ଜଣାପଡ଼ିଲା ମୃତ୍ୟୁର କାରଣ

July 24, 2026

ନୂଆଦିଲ୍ଲୀ: ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରୁ ସାଉଦି ଆରବର ଜଣେ ୨୯ ବର୍ଷୀୟ ରାଜକୁମାରଙ୍କ ମୃତଦେହ ଉଦ୍ଧାର ମାମଲାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ମଦ୍ୟପାନ, ଡ୍ରଗ୍ସ ସେବନ ଏବଂ ବିଭିନ୍ନ ଔଷଧ ସେବନ ଯୋଗୁ ତାଙ୍କର ହୃଦଘାତରେ ମୃତ୍ୟୁ ହ......

ଲଣ୍ଡନର ଦାମୀ ହୋଟେଲରୁ ମିଳିଥିଲା ସାଉଦି ପ୍ରିନ୍ସଙ୍କ ମୃତଦେହ, ଏବେ ଜଣାପଡ଼ିଲା ମୃତ୍ୟୁର କାରଣ

ସମୁଦ୍ର ତଳେ ପୁଳାପୁଳା ସୁନା, ବାହାର କରିଦେଲେ ଆମେରିକାଠୁ ଧନୀ ହୋଇଯିବ ଦେଶ 

July 24, 2026

ଟୋକିଓ : ସମୁଦ୍ର ଗଭୀରରେ ଲୁଚି ରହିଛି ବହୁ ଅମୂଲ୍ୟ ସମ୍ପଦ ।  ଆଉ ସେହି ଗଭୀର ସମୁଦ୍ର ତଳୁ ଜାପାନକୁ ମିଳିଛି ଏମିତି ଅମୁଲ୍ୟ ଜିନିଷ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଜାପାନରେ ଗଭୀର ସମୁଦ୍ର ତଳେ ଠାବ ହୋଇଛି ସୁନା ଭଣ୍ଡାର । ଜାପାନ......

ସମୁଦ୍ର ତଳେ ପୁଳାପୁଳା ସୁନା, ବାହାର କରିଦେଲେ ଆମେରିକାଠୁ ଧନୀ ହୋଇଯିବ ଦେଶ