ବାଣିଜ୍ୟ

ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ, ଜାତୀୟ ସ୍ତରରେ ହେଲା ସମ୍ମାନିତ

ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ, ଜାତୀୟ ସ୍ତରରେ ହେଲା ସମ୍ମାନିତ

June 05, 2026

ଭୁବନେଶ୍ବର: ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇପାରିଛି। ଏହିକ୍ରମରେ କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି । Ministry of New and Renewable Energy (MNRE) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାକୁ...

E85 Fuel: ଭାରତରେ ଲଞ୍ଚ୍ ହେଲା E85 ଫୁଏଲ୍, ପେଟ୍ରୋଲ୍ ଠାରୁ ୨୦ ଟଙ୍କା ଶସ୍ତା

June 05, 2026

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂଘର୍ଷ ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟରେ ଲାଗାତାର ଅସ୍ଥିର ହୋଇ ରହିଛି । ଏହାରି ଭିତରେ ଭାରତ ନିଜ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ଦେଶକୁ ଇନ୍ଧନ ମାମଲାରେ ଆତ୍ମନିର୍......

E85 Fuel: ଭାରତରେ ଲଞ୍ଚ୍ ହେଲା E85 ଫୁଏଲ୍, ପେଟ୍ରୋଲ୍ ଠାରୁ ୨୦ ଟଙ୍କା ଶସ୍ତା

Bihar Plumber Gets 294 Crore: ବିହାରର ଜଣେ ପ୍ଲମ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୨୯୪ କୋଟି ଟଙ୍କା, ଆଶ୍ଚର୍ଯ୍ୟ ହେଲା ପୋଲିସ ଓ ପ୍ରଶାସନ

June 05, 2026

ବିହାର: ବିହାରର ଗୟା ଜିଲ୍ଲାର ଏକ ଛୋଟ ଗାଁର ଜଣେ ପ୍ଲମ୍ବର (Plumber)ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ୨୯୪ କୋଟି ଟଙ୍କା ଜମା ହୋଇଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ଆକାଉଣ୍ଟରେ ମାତ୍ର ୧୧୩ ଟଙ୍କା ଥିବାବେଳେ ହଠାତ୍ ଏତେ......

Bihar Plumber Gets 294 Crore: ବିହାରର ଜଣେ ପ୍ଲମ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୨୯୪ କୋଟି ଟଙ୍କା, ଆଶ୍ଚର୍ଯ୍ୟ ହେଲା ପୋଲିସ ଓ ପ୍ରଶାସନ

Ethanol vs electric: ୨୦୨୬ରେ କ'ଣ କିଣିବେ ଗ୍ରାହକ, ଇଥାନଲ ନା ଇଲେକ୍ଟ୍ରିକ ? Explained

June 05, 2026

ନୂଆଦିଲ୍ଲୀ: ୨୦୨୬ ମସିହାରେ ଭାରତୀୟ ଅଟୋମୋବାଇଲ ବଜାର ଏକ ବୈପ୍ଳବିକ ପରିବର୍ତ୍ତନ ଦେଇ ଗତି କରୁଛି। ତେଲ ଦର ବୃଦ୍ଧି ଏବଂ ପରିବେଶ ପ୍ରତି ସଚେତନତା ଯୋଗୁ ଗ୍ରାହକମାନେ ଏବେ ପାରମ୍ପରିକ ପେଟ୍ରୋଲ ଗାଡ଼ି ଠାରୁ ଦୂରେଇ ଯାଇ ଅଧିକ ସ୍ୱଚ୍ଛ ବିକଳ୍ପ......

Ethanol vs electric: ୨୦୨୬ରେ କ'ଣ କିଣିବେ ଗ୍ରାହକ, ଇଥାନଲ ନା ଇଲେକ୍ଟ୍ରିକ ? Explained

Gold Silver Rate Today: ଅନ୍ତର୍ଜାତୀୟ ଚାପ ମଧ୍ୟରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ: ଅଲ୍ ଟାଇମ ହାଇରୁ କେତେ କମିଲା ଜାଣନ୍ତୁ ?

June 05, 2026

ଭୁବନେଶ୍ୱର: ଶୁକ୍ରବାର(ଜୁନ୍ ୫) ସୁନା ଏବଂ ରୂପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗୁରୁବାର ରୂପା ଦର ୬,୧୩୮ ଟଙ୍କା ହ୍ରାସ ପାଇ ଏକ କେଜି ମୂଲ୍ୟ ୨.୫୫ ଲକ୍ଷ ଟଙ......

Gold Silver Rate Today: ଅନ୍ତର୍ଜାତୀୟ ଚାପ ମଧ୍ୟରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ: ଅଲ୍ ଟାଇମ ହାଇରୁ କେତେ କମିଲା ଜାଣନ୍ତୁ ?